April 14, 2024

Odia Express

News For Public

୬ ଟି ଗୁଳି ଲାଗିବାପରେ ବି ୧ ଘଣ୍ଟା ପର୍ଯ୍ୟନ୍ତ ଆତଙ୍କୀଙ୍କ ଉପରେ ଗୁଳି ବର୍ଷଣ କରୁଥିଲେ କମାଣ୍ତୋ ଶୈଲବ ଆଉ ତାପରେ..

ଜାନୁୟାରୀ ୨୦୧୬ କୁ ଆତଙ୍କବାଦୀ ପଠାଣକୋଟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆତଙ୍କୀଙ୍କୁ ଖୋଜିବାପାଈଁ ଚାଲୁଥିବା ଅପରେସନ୍ ରେ ଗରୁଡ କମାଣ୍ତୋ ଏମିତି ଥିଲେ , ଯିଏ କି ୬ ଟି ଗୁଳି ଲାଗିବାପରେ ବି ଏକ ଘଣ୍ଟା ଆତଙ୍କୀ ସହ ଯୁଦ୍ଧ କରିଥିଲା,  ଅପରେସନ୍ ସମୟରେ କମାଣ୍ତୋ ଗୁରୁସେବକ ଓ ସୈଲବଙ୍କ ନଜର ବୁଦା ମୂଳରେ ଲୁଚିରହିଥିବା ଆତଙ୍କୀଙ୍କ ଉପରେ ପଡିଲା ।ଜବାବି ହମଲାରେ ଗୁରୁସେବକ ସହୀଦ ହୋଇଗଲେ,  ଯେବେ କି ସୈଲବ ପୁରା ଆଘାତ ହୋଇଯାଇଥିଲ୍,ଏ ଦଲିପଗଢ ଦିନେଶ ନଗର ନିବାସୀ ଗରୁଡ କମାଣ୍ତୋ ସୈଲବ ଗୌଅ ଆତଙ୍କବାଦୀ ୬ ଟି ଗୁଳି ଲାଗିବାପରେ ବି ଏକ ଘଣ୍ଟା ଯାଏଁ ଲଢିଥିଲେ,  ଶେଷରେ ଶୈଳବ କମାଣ୍ତିଙ୍ଗ୍ ଅଫିସର୍ ତାଙ୍କୁ ଗମ୍ଭୀର ଅବସ୍ଥାରେ ଦେଖି ମେଡିକାଲ୍ ପଠାଇଦେଲେ । ଏହାପରେ କମାଣ୍ତୋ ସୈଲବ ପଠାଣକୋଟ ସେନା ମେଡିକାଲ୍ ରେ ଚିକିତ୍ସା ହେଲା ।

 

ସୈଲବଙ୍କ ମା ମଞ୍ଜୁଳା ଗୌଡ ଏହି ବିଷୟରେ କହିଲେ କି ତାଙ୍କ ପୁଅ ଛୁଆ ବେଳରୁ ସବୁ କ୍ଷେତ୍ରରେ ଆଗରେ ଥିଲା,  ସେ କେବେ ହାର୍ ମାନିନଥିଲା । ସେ ନିଜ ଦାଦା ଓ ବାପାଙ୍କ ଭଳି ଏୟାରଫୋର୍ସରେ ଯିବାକୁ ଚାହୁଁଥିଲା<  ୧ ଜାନୁୟାରୀକୁ ପଠାଣକୋଟ ଏୟାରବେସ୍ ରେ ଆତଙ୍କୀ ଆକ୍ରମଣ ପରେ ଆଦମପୁରରେ ନିଯୁକ୍ତ ଥିବା ଗରୁଡ କମାଣ୍ତୋ ପଠାଣକୋଟ ପାଇଁ ପଠାଇଦିଆଯାଇଥିଲା ।

 

ସୈଲବଙ୍କ ବଡ ଭାଇ କହନ୍ତି କି ସୈଲବ ମଡେଲିଙ୍ଗ୍ ର ସଉକ ରଖନ୍ତି, ସେ ଆରମ୍ଭରୁ ଜିମ୍ ଯାଉଥିଲେ ଯାହା କାରଣରୁ ସେ ଡେଙ୍ଗା ଓ ଜବାନ ଦେଖାଯାଉଥିଲେ।  ସୈଲବ ନିଜ ସ୍କୁଲ୍ ଶିକ୍ଷା କୈଣ୍ଟ ଏୟାରଫୋର୍ସ ଷ୍ଟେସନ୍ ରେ ପୁରା କଲେ , ସେ କଲେଜ୍ ପଢାଇ ଏସ୍ ଡି କଲେଜରୁ ପୁରା କରିଥିଲେ । ସେ କଲେଜରେ ଏହି ଦିନରେ ମଡେଲିଙ୍ଗ୍ ସଉକ ରଖିଥିଲେ ।

ଗୁରୁସେବକ ସିଂ ଓ ସୈଲବ ଗୌଡଙ୍କ ଜନ୍ମ ଅମ୍ବାଲା କାଣ୍ଟରେ ହୋଇଥିଲା । ଦୁହେଁ ଙ୍କର ନାଁ ଆଜି ସେହି ଏରିଆର ସବୁ ଛୁଆଙ୍କ ସହ ଜବାନର ଅଛି , ପଞ୍ଜାବର ମନ୍ତ୍ରୀ କହିଲେ ଅମ୍ବାଲା ପାଇଁ ଗର୍ବର କଥା ଅଟେ  ,ସୈଲବ ଗୁରୁସେବକ ପରି ସାହାସି ଏଠାରେ ପୃଥିବୀରେ ଜନ୍ମନେଲା , ଖାସ୍ କଥା ଏହା କି ଦୁହେଁ ଗରୁଡ କମାଣ୍ତୋ ବୟସ ୨୬ ବର୍ଷ ଅଟେ ।

Leave a Reply

Your email address will not be published. Required fields are marked *