April 20, 2024

Odia Express

News For Public

ବୁଦ୍ଧିମାନ ବ୍ୟକ୍ତି ସିଏ ଯିଏ ଗୁପ୍ତ ରଖେ ଏହି ୩ ଟି କଥା , ସବୁ ପୁରୁଷଙ୍କ ପାଇଁ ଜରୁରୀ ଅଟେ ଏହି ଖବର…

ଆମେ ସମସ୍ତେ ଚାଣକ୍ୟ ନୀତି ବିଷୟରେ ବହୁତ ଶୁଣିଛେ , ଓ ପଢିଛେ ମଧ୍ୟ , ସେ ସବୁଠାରୁ ଜ୍ଞାନୀ ବ୍ରାହ୍ମଣ ଥିଲେ , ସେ ରାଜ ଦରବାରରେ ନିଜ ରାଜାଙ୍କୁ ଗୋଟେ ରୁ ବଡି ଗୋଟେ ନୀତି ଗୁଡିକ କହୁଥିଲେ , ଓ ତାଙ୍କୁ ମାର୍ଗ ଦର୍ଶନ କରାଉଥିଲେ , ଚାଣକ୍ୟ ନିଜ ଗ୍ରନ୍ଥରେ ବହୁତ ନୀତି ଗୁଡିକ ଲେଖିଛନ୍ତି , ଓ ସେହି ନୀତିଗୁଡିକ ମାନିବା ଲୋକ ଜୀବନ ଠିକ୍ ରେ ଚାଲିଥାଏ , ଜୀବନ ବଞ୍ଚିବାପାଇଁ ବହୁତ ସାରା ନୀତିର ବର୍ଣ୍ଣନ କରାଯାଇଛି, ସେ କିଛି ନୀତି ପୁରୁଷଙ୍କ ପାଇଁ ବି ଲେଖିଛନ୍ତି , ଏଇ ନୀତିଗୁଡିକ ପଢି ଆପଣଙ୍କ ଜୀବନରେ ତାକୁ କାର୍ଯ୍ୟରେ ଲଗାଇବା ଉଚିତ୍ , ଏମିତି କଲେ କେବେ କେଉଁ ପୁରୁଷ କାହା ସାମନାରେ ମୁଣ୍ତ ନୁଆଇଁବ ନାହିଁ , ଓ ଜୀବନରେ ସଫଳତା ହାସିଲ୍ କରିବ ।

 

ଏହି କାହାଣୀ ସବୁ ପୁରୁଷଙ୍କ ଅଟେ , ଯଦି କେଉଁ ପୁରୁଷ ଏହି ତିନୋଟି କଥାକୁ ଗୁପ୍ତ ରଖେ ତେବେ ଶାରରୀକ ହିସାବରେ ଦୂର୍ବଳ ହେବା ପରିବର୍ତ୍ତେ ଏକ ବୁଦ୍ଧିମାନ ପୁରୁଷ ବି କୁହାଯାଇପାରିବ , ଚାଲନ୍ତୁ କହିବୁ କେଉଁ ସେହି ତିନୋଟି କଥା ।

୧) ସ୍ତ୍ରୀର ଚରିତ୍ର ଲୁଚାଇବା ଦରକାର : ଆପଣଙ୍କ ସ୍ତ୍ରୀର ଚରିତ୍ର ଯେପରି ହେଇଥାନ୍ତୁ ନା କାହିଁକି କିନ୍ତୁ କାହା ଆଗରେ ଏହାକୁ ପ୍ରକାଶ କରିବା ଉଚିତ୍ ନୁହେଁ , ଯଦି ଆପଣଙ୍କ ସ୍ତ୍ରୀଙ୍କ ସହ ସୁଖି ଜୀବନ କଟାଇବାକୁ ଚାହୁଁଛନ୍ତି , ତେବେ ତାର ଖରାପ ଚରିତ୍ର କାହାକୁ ବି ପ୍ରକାଶ କରନ୍ତୁ ନାହିଁ , ଯଦି ଖରାପ ଅଛି ତେବେ ନିଜେ ଠିକ୍ କରିବାକୁ ଚେଷ୍ଟା କରନ୍ତୁ ,

 

୨) ନିଜ ରୋଜଗାରର ସୁଚନା କାହାକୁ ବି ଦିଅନ୍ତୁ ନାହିଁ : ଯେଉଁ ଭଳି ଜଣେ ମହିଳାଙ୍କ ବୟସ କାହାକୁ ପଚାରିବା ଉଚିତ୍ ନୁହେଁ ସେପରି ଜଣେ ପୁରୁଷର ଆୟ କାହାକୁ ପଚାରିବା ଉଚିତ୍ ନୁହେଁ , ତାପରେ କମ୍ ରୋଜଗାରରେ ଅଧିକା ହେଲେ ମଧ୍ୟ ନିଜ ସ୍ୟାଲେରି ବିଷୟରେ ପୁରା କଥା କାହାକୁ କହିବା ଉଚିତ୍ ନୁହେଁ , ଆପଣଙ୍କୁ ଏମିତିରେ ବହୁତ ସମସ୍ୟାର ସାମନା କରିବାକୁ ପଡିପାରେ ।

 

୩) ବେପାରରେ କ୍ଷତି ହେଲେ କାହାକୁ ପ୍ରକାଶ କରନ୍ତୁ ନାହିଁ : ଯଦି ଆପଣଙ୍କ ବ୍ୟବସାୟରେ କେଉଁ ଭଳି କ୍ଷତି ଘଟୁଛି ତେବେ ତାହାର ପରିଣାମ ଆପଣଙ୍କୁ ସହିବାକୁ ପଡିବ , ଏହି ବିଷୟରେ କାହାକୁ ବି କହିବା ଉଚିତ୍ ନୁହେଁ , ଆପଣଙ୍କ ବିଜନେସ୍ ରେ ଘାଟା ହେଲେ ଆପଣ ଏହି କଥାର ଆଲୋଚନା କରନ୍ତୁ ନାହିଁ କେଉଁ ସଂମ୍ପର୍କିୟଙ୍କ ସହ ବି ନୁହେଁ , କିମ୍ବା ଆପଣଙ୍କ କେଉଁ ସାଙ୍ଗ ସହ ବି ନୁହେଁ , କାରଣ ଏପରି କଲେ ଆପଣ ତାଙ୍କର ସାହାଯ୍ୟ କରିବେ କିନ୍ତୁ ସେ ସାହାଯ୍ୟ ପାଇଁ ମନା କରିଦେବେ ।

Leave a Reply

Your email address will not be published. Required fields are marked *