March 25, 2024

Odia Express

News For Public

ପୂର୍ବ ଅପେକ୍ଷା ଅଧିକା ସୁନ୍ଦର ଓ ଷ୍ଟାଇଲିଶ ଦେଖିବାକୁ ଲାଗୁଛନ୍ତି ଶାହିଦ୍ କାପୁରଙ୍କ ଏହି ହିରୋଇନ୍ , ଫଟୋ ଦେଖିଲେ ତାଙ୍କର ଦିୱାନା ହୋଇଯିବେ ଆପଣ..

ବଲିଉଡ୍ ଚାର୍ମିଙ୍ଗ୍ ବୟ ସାହିଦ୍ କାପୁର ଏମିତି ତ ବହୁତ ସାରା ଅଭିନେତ୍ରୀଙ୍କ ସହ ଦେଖିଥିବେ । କିନ୍ତୁ ସାହିଦ୍ ଙ୍କ ସହ ଜଣେ ଯୋଡି ବହୁତ କମାଲ୍ ଲାଗୁଥିଲେ, ଯାହାକୁ ନେଇ ଚର୍ଚ୍ଚା ବହୁତ ହୋଇଥିଲା , କିନ୍ତୁ ଏହି ସଂମ୍ପର୍କକୁ ଚର୍ଚ୍ଚା ହେବା ପୂର୍ବରୁ ସାହିଦ୍ ଏହାକୁ ଶେଷ କରିବାକୁ ଭାବିନେଇଥିଲେ ।  ଯାହା ପରେ ସାହିଦ୍ କେବେ ସେହି ଅଭିନେତ୍ରୀଙ୍କ ସହ କେବେ ଦେଖାଯାଇନଥିଲେ ଆଜି ବର୍ଷକ ପରେ ଅଭିନେତ୍ରୀଙ୍କ ରହସ୍ୟରୁ ପର୍ଦା ଉଠିଛି , ଗୋଟେରୁ ବଳି ଗୋଟେ ହିଟ୍ ଫିଲ୍ମ ଦେବାପରେ ଏହି ଅଭିନେତ୍ରୀ ଅଚାନକ ଲାଇମ୍ ଲାଇଟ୍ ରୁ ଦୁରେଇ ଗଲେ , ଏତିକି ନୁହେଁ ଏବେ ସେ ବହୁତ ସମୟ ପରେ ତାଙ୍କର କିଛି ଫଟୋ ସାମନାକୁ ଆସିଛି ,

 

ଆମେ କଥା ହେଉଛୁ ବିବାହ ଫିଲ୍ମ ବିଷୟରେ , ଫିଲ୍ମ ବିବାହରେ ପୁନମ୍ ଅଭିନୟ କରିଥିବା ଆପଣ ଦେଖିଥିବେ , ଯାହାଙ୍କର ମ୍ୟାରେଜ୍ ସାହିଦ୍ କାପୁରଙ୍କ ସହ ହୋଇଥିଲା , ଯେବେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ତେବେ ଅଭିନେତ୍ରୀ ପୁନମ୍ ଅଭିନେତ୍ରୀ ଅମୃତା ରାଓ , ଓ ଏହି ଅଭିନୟ ଦ୍ୱାରା ଅଭିନୟ ଜଗତରେ ନାଁ କରିନେଲେ । ଏତିକି ନୁହେଁ , ଅମୃତା ପୁନମ୍ ନାଁରେ ଡକା ହେଲେ , କିନ୍ତୁ ଅଚାନକ ଅମୃତା ବଲିଉଡ୍ ଦୁନିଆଁରେ ନିଜକୁ ଅଲଗା କରିନେଲେ , ଯାହାର କାରଣରୁ ତାଙ୍କର ଫ୍ୟାନ୍ ବହୁତ ନାରାଜ୍ ହୋଇଥିଲେ ।

 

୨୦୧୬ ରେ ଅମୃତା ମେରି ଆୱାଜ୍ ପେହଚାନା ହେଁ ରେ ନଜର ଆସିଥିଲେ , ଯାହାପରେ ସେ ଆଉ ଦେଖା ଦେଖିନଥିଲେ,  ହିଟ୍ ଫିଲ୍ମ ରୁ ଦୁରତା ବନାଇନେଲେ ।

ଏମିତି ନୁହେଁ କି ଅମୃତାଙ୍କ ଫିଲ୍ମ ପ୍ଲପ୍ ହୋଇଥିଲା , ତାଙ୍କର ଫିଲ୍ମ ଯୁବସମାଜକୁ ଆଜି ବି ପସନ୍ଦ କରାଯାଇଥିଲା , ଇସ୍କ ବିସ୍କ ପରି ଫିଲ୍ମରୁ ସେ ଯୁବାଙ୍କ ହୃଦୟରେ ରାଜ୍ କରିଥିଲେ । କିନ୍ତୁ ନିଜ ଇଚ୍ଛାରୁ ଫିଲ୍ମରୁ ଦୂରେଇ ଗଲେ ।

 

ଅମୃତା ଏବେ ନିଜର ବାହାଘର ବାର୍ଷିକି ମନାଇଥିବାର ଦେଖିଥିବେ , ଯାହାର ଫଟୋ ସେ ନିଜେ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲ୍,ଏ  , ଏବେ ତାଙ୍କର ଫଟୋ ଦେଖିଲେ ପୂର୍ବ ପରି ସେ ସୁନ୍ଦର ନଜର ଆସିଥିବେ , ସେ ୨୦୧୬ ରେ ଆର୍ ଜେ ଅନମୋଲଙ୍କୁ କରିଥିଲେ ବିବାହ ।

 

୨୦୧୩ ରେ ସତ୍ୟାଗ୍ରହ ଫିଲ୍ମ ରେ ସେ ନଜର ଆସିଥିଲେ । ଏବେ ଅମୃତା ବୈବାହିକ ଜୀବନରେ ବ୍ୟସ୍ତ ଅଛନ୍ତି , ଅମୃତା ବଲିଉଡ୍ ରେ ଇସ୍କ ବିସ୍କ , ମସ୍ତି, ମୈ ହୁଁ ନାଁ , ପ୍ୟାରେ ମୋହନ୍ , ଜଲି ଏଲ୍ ଏଲ୍ ବି , ସତ୍ୟାଗ୍ରହ ପରି ବହୁତ ଫିଲ୍ମରେ କାମ କରିଥିଲେ ଅମୃତା ୨୦୦୨ ରେ ଅମୃତା ରାୟ ପ୍ରଥମ ଫିଲ୍ମ ଅବ୍ କେ ବରସ୍ ରେ ନଜର ଆସିଥିଲେ , କିନ୍ତୁ ହିନ୍ଦୀ ଜଗତରେ ସେ ୨୦୦୩ ରେ ଇସ୍କ ବିସ୍କ ଫିଲ୍ମରୁ ଲୋକପ୍ରିୟତା ହାସିଲ୍ କରିଥିଲେ ,

Leave a Reply

Your email address will not be published. Required fields are marked *