April 14, 2024

Odia Express

News For Public

ପାଖରେ ବସ୍ ଭଡା ଦେବା ପାଇଁ ପଇସା ନଥିଲା ତ ୧୦୦ ନମ୍ବରରେ କଲ୍ କରି ଡକାଇଲା ପୋଲିସ୍ , କହିଲା ଲିଫ୍ଟ ଦିଅନ୍ତୁ – ଆଉ ତାପରେ କଣ ହେଲା ଦେଖନ୍ତୁ..

ଏମିତି କୁହାଯାଏ କି ପୋଲିସ୍ ଚାକିରି ସେତେ ସହଜ ହୋଇନଥାଏ , ସେ ସହରରେ ହେଉଥିବା ବହୁ ପ୍ରକାରର ଗତି ବିଧିକୁ ନଜର ରଖିଥାନ୍ତି , ଖାସ୍ କରି ସହରରେ ବ୍ୟାପୁଥିବା ଅପରାଧ ଉପରେ ଲଗାମ ଲଗାଇବା ପୋଲିସ୍ ର ଏକ ବଡ ଯୋଗଦାନ ଅଛି , ସେମାନେ ନିଜ ଚାକିରି ସମୟରେ ବହୁତ ଦୁର୍ଦାନ୍ତ ଅପରାଧିଙ୍କୁ ଧରିଥାନ୍ତି , କିନ୍ତୁ ସବୁବେଳେ କ୍ରାଇମ୍ ସଂବନ୍ଧିତ ହୋଇନଥାଏ , କିଛି ମାମଲା ପୋଲିସ୍ ସାମନାରେ ଏମିତି ହାତରେ ଲାଗେ ଯାହା ସେ ନିଜ ମୁଣ୍ତରେ ହାତ ଦେଇଦିଅନ୍ତି ।ଏମିତି କୁହାଯାଏ କି ପୋଲିସ୍ ଦେଶ ସେବା ଓ ସୁରକ୍ଷା ପାଇଁ ଅଛି, ଏଥିପାଇଁ ଭାରତରେ ଏମରଜେନ୍ସି ଆସିବାପରେ ୧୦୦ ନମ୍ବର ଡାଏଲ୍ କରି ପୋଲିସ୍ କୁ ଡକାଇବା ସୁବିଧା ଅଛି, ଯଦି ଆପଣ କେଉଁ ଅସୁବିଧାରେ ଅଛନ୍ତି , ତେବେ ପୋଲିସ୍ କୁ ତୁରନ୍ତ ଫୋନ୍ କରିଥାନ୍ତି , କିନ୍ତୁ ଉତ୍ତରପ୍ରଦେଶରେ ଏମିତି ଏକ ଅଜବ ଧରଣର ଘଟଣା ସାମନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ କନ୍ ଫ୍ୟୁଜ୍ ହୋଇଯିବେ । ଓ ରାଗ ବି ଆସିପାରେ ।

 

ଘଟଣା ଏପରି ହୋଇଥିଲା କି ଉତ୍ତରପ୍ରଦେଶର ରହୁଥିବା ଜଣେ ବ୍ୟକ୍ତି ଉଝାରୀ ରୁ ଗୁନୋର୍ ଯିବାର ଥିଲା , ଏମିତିରେ ସେ ୧୦୦ ନମ୍ବର କଲ୍ କରି ପୋଲିସ୍ କୁ ଡକାଇଲା , ଓ ଯେବେ ପୋଲିସ୍ ଗାଡି ଆସିଲା ତେବେ ସେ ପିଲାଟି କହିଲା କି ମୋର ପାଖରେ ବସ୍ ଭଡା ନାହିଁ , ମୋତେ ଗୁନ୍ନୋର ପର୍ଯ୍ୟନ୍ତ ଛାଡିଦିଅ । ଏହା କଥା ଶୁଣି ପୋଲିସ୍ ମୁଣ୍ତରେ ହାତ ଦେଇଦେଲେ , ତାପରେ ଆଉଥରେ ତାହାର କାରଣ ପଚାରିଲେ , ସେହି କଥା ସେ ଆଉଥରେ କହିଥିଲା , ସେ କହିଥିଲା କି ଏହି ସରକାରୀ ଗାଡି କଣ ପାଇଁ ଅଛି, ମୋତେ ଛାଡିବ ନାହିଁ କି , ଏହା ଉପରେ ପୋଲିସ୍ ବାଲା ଗୋଟେ ପ୍ରଶ୍ନ ପଚାରିଲେ ତୁ କିଏ ନିଶା କରୁଛୁ କି , ଏହା ଉପରେ ସେ ପିଲାଟି କହିଲା ସାର୍ ମୁଁ ଗଞ୍ଜେଇ ଟାଣେ । ଛୁଆ ବେଳରୁ ଏହି ନିଶା ଅଛି , ଆଉ କିଛି ନିଶା ନେଉନି ।

 

ପୋଲିସ୍ ଏହି କଥାବାର୍ତ୍ତାରେ ପିଲାଟିର ଆତ୍ମବିଶ୍ୱାସ ଦେଖିକରି ହସ ବାହାରି ଆସେ , ସେ ମାମଲାର ଗଭୀରତା ବୁଝିପାରନ୍ତି ନାହିଁ,  ସେ କେବଳ ନିଜ ଜିଦ୍ ରେ ଥିଲା , ଆପଣ ମୋତେ ଗାଡିରେ ଛାଡିବାକୁ ଆସନ୍ତୁ , ଏହି ଘଟଣାକୁ ପୋଲିସ୍ ନିଜ ମୋବାଇଲ୍ ରେ ରେକର୍ଡ କରିନେଇଥିଲେ , ଏହାର ପ୍ରମାଣ ପାଇଁ ବୋଧେ ହୋଇପାରେ କିପରି ସେ ପିଲା ବିନା କୌଣସି କାରଣରେ ପୋଲିସ୍ କୁ ହଇରାଣ କରିଛି, ଏହି ଭିଡିଓରୁ ଜଣା ପଡୁଚି କି ଏହି ପିଲାଟି ଏହି କଥାକୁ ନେଇକରି ସିରିୟସ୍ ନାହିଁ ,ଏବେ ଏହି ମଜାଦାର ଘଟଣାର ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହେଉଛି , ଯିଏ ବି ଏହି ଭିଡିଓ ଦେଖୁଛି , ସେ ଏହା କେବଳ ପଚାରୁଛି , ଭାଇ ଏହି ପିଲାଟି କିଏ , ମାନେ ବିନା କାରଣରେ କାହିଁକି ପୋଲିସ୍ କୁ ଫୋନ୍ କରି ଡକାଉଛି ,

ବନ୍ଧୁଗଣ ପୋଲିସ୍ ଆମ ସୁରକ୍ଷା ପାଇଁ ଅଛନ୍ତି , କେବେ ଏହି ଭଳୀ ଫାଲତୁ କାମ ପାଇଁ କେବେ ହଇରାଣ କରନ୍ତୁ ନାହିଁ , ଯଦି ଆପଣଙ୍କୁ ଏହି ଭିଡିଓ ଭଲ ଲାଗିଲା , ତେବେ ଅନ୍ୟ ମାନଙ୍କ ସହ ଏହାକୁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *