April 14, 2024

Odia Express

News For Public

ଶିଳ୍ପା ସେଟ୍ଟି କଣ ପାଇଁ ସୁପର ଡ୍ୟାନ୍ସ ୩ ର ବିଜେତା ହେଇଥିବା ଝିଅର ପାଦକୁ ଚୁମା ଦେଲେ ,କାରଣ ଜାଣିଲେ ଆପଣ ଚକିତ ହେଇଯିବେ..

ଶିଳ୍ପା ସେଟ୍ଟି ସବୁବେଳେ କେବେ ନା କେବେ କେଉଁ କାରଣରୁ ମିଡିଆରେ ଚର୍ଚ୍ଚିତ ରହିଯାଆନ୍ତି , ଏହି ଦିନରେ ଶିଳ୍ପା ସେଟ୍ଟି ଫିଲ୍ମରୁ କମ୍ ଓ ଟିଭି ସିରିଆଲ୍  ଶୋ ସୁପର ଡ୍ୟାନ୍ସ ରେ ଅଧିକା ଦେଖାଯାଉଛନ୍ତି , ଏବେ ସୁପର ଡ୍ୟାନ୍ସ ଚ୍ୟାପଟର୍ ୩ ରେ ଫିନାଲେ ହେଲା , ଏହି ଫାଇନାଲ୍ ଓ ଅନ୍ତିମ ଏପିସୋଡ୍ ରେ ସବୁ କଣ୍ଟେଷ୍ଟାଣ୍ତ ଛୁଆ ଜଣେରୁ ବଳିକରି ଜଣେ ନିଜର ପ୍ରତିଭା ପରଫାମାନ୍ସ ଦେଇଥିଲେ । ଏହି ଶୋ ଯେବେ ଷ୍ଟାର୍ଟ ହେଲା ତେବେ କୋଲକାତାର ରୁପସା ବାଟାବ୍ୟାଲ୍ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷୀତ କରିଥିଲେ , ଏହି ଛଅ ବର୍ଷର ଛୋଟ ଝିଅଟି ନିଜ ଡ୍ୟାନ୍ସର ଯାଦୁ ସମସ୍ତଙ୍କୁ ଦେଖି ଚକିତ କରିଦେଇଥିଲେ, କେବଳ ଜର୍ଜ ନୁହେଁ ଫିଲ୍ମ ପ୍ରମୋଶନ୍ କରୁଥିବା ସ୍ପେଶାଲ୍ ଗେଷ୍ଟ ବି ଏହି ଝିଅର ପରଫରମାନ୍ସ ଦେଖି ଚକିତ ହୋଇଯାଈଥିଲେ , ବୋଧେ ଏହି କାରଣରୁ ରୁପସା ସୁପର ଡ୍ୟାନ୍ସ ୩ ର ଟ୍ରଫି ନିଜ ନାଁରେ କରିଦେଲେ ।

 

ଶୋ ଜିତିବା ପରେ ରୁପସାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବି ଦିଆଯାଇଥିଲା , ରୁପସା ସବୁବେଳେ ଦେଶର ସବୁ ଲୋକଙ୍କର ଫେବରାଇଟ୍ ରହିଛନ୍ତି , ଏମିତିରେ ତାଙ୍କ ଜିତ୍ ପାଇଁ ସୋସିଆଲ୍ ମିଡିଆରେ ବହୁତ ଲୋକ ଖୁସି ଜାହିର୍ କରିଥିଲେ । ଫାଇନାଲ୍ ଏପିସୋଡ୍ ରେ ରୁସସା ଯେବେ ଡ୍ୟାନ୍ସ ଫ୍ଲୋରରେ ନିଜ ବଢିଆ ଡ୍ୟାନ୍ସ କରିଥିଲେ , ତେବେ ଏହି କଥାକୁ ଶିଳ୍ପା ଏତେ ଅଧିକା ଇମପ୍ରେସ୍ ହୋଇଗଲେ ସେ ଷ୍ଟେଜ୍ ଆସିକରି ରୁପସାଙ୍କ ପାଦ ଚୁମିନେଇଥିଲେ । ଶିଳ୍ପା ଓ ରୁପସାଙ୍କ ଫଟୋ ଏବେ ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହେଉଛି , ଏମିତିରେ ଲୋକେ ବହୁତ ଶିଳ୍ପାଙ୍କ ଏହି ପରି କାର୍ଯ୍ୟ ଦେଖି ପ୍ରଶଂସା କରୁଛନ୍ତି । ଏବେ କିଛି ଲୋକ ଏହା ଭାବୁଛନ୍ତି କି କଣ ପାଇଁ ଶିଳ୍ପା ଏହି ଛୁଆର ପାଦ ଚୁମି ଥିଲେ , ଚାଲନ୍ତୁ ଏହି ବିଷୟରେ ପର୍ଦା ଉଠାଇବା ।

 

କହିଦେବୁ କି ଯେ କୌଣସି ଡ୍ୟାନ୍ସରଙ୍କ ପାଇଁ ତାଙ୍କର ପାଦ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ , ଏହି ପାଦ ଦ୍ୱାରା ସେ ଡ୍ୟାନ୍ସରେ ନିଜ ପରଫରମାନ୍ସ ଦେଖାଇଥାନ୍ତି , ଏହି ଫାଇନାଲ୍ ଏପିସୋଡ୍ ରେ ଶିଳ୍ପା ଏତେ ଖୁସି ହୋଇଯାଇଥିଲେ କି ସେ ରୁପସାଙ୍କ ଟ୍ୟାଲେଣ୍ଟକୁ ସମ୍ମାନ ଦେବାପାଈଁ ପାଦକୁ ଛୁଇଁ ଦେଇଥିଲେ , ସତରେ ଶିଳ୍ପାଙ୍କ ଏହି କାମ ପ୍ରଶଂସନିୟ ଅଟେ , ଏଥିରେ ରୁପସା ଜୀବନରେ ଆଗକୁ ବଢନ୍ତୁ , ଓ ଅଧିକା ପରିଶ୍ରମ କରିବାର ପ୍ରେରଣା ମିଳିବ ।

 

ସେମିତି ଆପଣଙ୍କୁ ଜଣେଇଦେବୁ କି ଶିଳ୍ପା ଏହି ଶୋର ଗ୍ରାଣ୍ତ ଫିନାଲେ ତେ ୧୫ ମିନିଟ୍ ର ଏକ ଶାନଦାର୍ ଡ୍ୟାନ୍ସ କରିଥିଲେ, ସେ ଏକ ଭାରତ ନାଟ୍ୟମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଏମିତି କୁହାଯାଉଛି କି ଶିଳ୍ପାଙ୍କ ୨୫ ବର୍ଷ ଫିଲ୍ମ କ୍ୟାରିୟରରେ ସେ ସବୁଠାରୁ ବଢିଆ ଓ ବଢିଆ ଡ୍ୟାନ୍ସ ପରଫରମ୍ୟାନ୍ସ କରିଥିଲେ,

ନିଜ ଜିତ୍ ଉପରେ ରୁପସା କହିଲା କି ମୋତେ ମୋର ସୁପର ଡ୍ୟାନ୍ସ ସିଜିନ୍ ୩ ଜିତ୍ ପାଇଁ ଗର୍ବ ଅନୁଭବ କରୁଛି , ମୋତେ ଡ୍ୟାନ୍ସ ସହ ଲଗାଓ ଅଛି, ଏହା ସହ ନିଜ ଘର କୋଲକାତା ଯାଇକରି ପରିବାର ବାଲାଙ୍କ ସହ ସେଲିବ୍ରେଟ୍ କରିବି ।

Leave a Reply

Your email address will not be published. Required fields are marked *