April 13, 2024

Odia Express

News For Public

IAS ଇଣ୍ଟରଭ୍ୟୁରେ ଝିଅକୁ ପଚାରାଗଲା କି , କେଉଁ ପରିସ୍ଥିତିରେ ପୁଅ ୨୦ ମିନିଟ୍ ରୁ ୨୫ ମିନିଟ୍ ମଧ୍ୟରେ ଥକି ଯାଇଥାଏ , ଯାହାର ଉତ୍ତର ଆପଣଙ୍କୁ ଆଶ୍ଚର୍ଯ୍ୟ ହେଇଯିବେ..

ୟୁପିଏସ୍ ସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟେ ଅଟେ , ଏହାକୁ ପାସ୍ କରିବାକୁ ହେଲେ କଠିନ ପରିଶ୍ରମର ଆବଶ୍ୟକତା ପଡିଥାଏ , ଦିନ ରାତି ପରିଶ୍ରମ କରି ଆଇଏଏସ୍ ପରୀକ୍ଷାରେ ପାସ୍ କରିବା ପାଇଁ କେତେ ଛାତ୍ର ଛାତ୍ରୀ ମାନେ ଚାହିଁଥାନ୍ତି , ଯାହାଙ୍କୁ ଆଇଏଏସ୍ ପରୀକ୍ଷା ଦେବାକୁ ପଡିଥାଏ , ସେମାନଙ୍କୁ ଜଣାଥିବ କି ଲିଖିତ ପରୀକ୍ଷା କେତେ କଠିନ ହୋଇଥାଏ , ଓ ତାପରେ ଇଣ୍ଟରଭ୍ୟୁ କୁ କ୍ଲିୟର କରିବା , ଇଣ୍ଟରଭ୍ୟୁରେ ଏପରି ପ୍ରଶ୍ନ କରାଯାଏ ଯାହାକୁ ଉତ୍ତର ଦେବାରେ ଆପଣଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ , ଏହା କେବଳ ପରୀକ୍ଷାର୍ଥୀଙ୍କର ଆଇ କ୍ୟୁ ଲେବଲ୍ ଚେକ୍ କରିବାପାଇଁ ଏପରି କରାଯାଇଥାଏ , କିନ୍ତୁ ଯେଉଁ ପ୍ରଶ୍ନକୁ ପଚାରାଯାଇଥାଏ ତାହା ବହୁତ ସହଜ ହୋଇଥାଏ , ଏମିତି କିଛି ମୁଣ୍ତକୁ ବୁଲାଇଲା ଭଳି ପ୍ରଶ୍ନ ଆଜି ଆମେ ଆପଣଙ୍କ ପାଖରେ ଆଣିଛୁ , ଯାହା ଏକ ଆଇଏଏସ୍ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଝିଅକୁ ପଚାରା ଯାଇଥିଲା , ଓ ସେ କିପରି ତାହାକୁ ଅତି ଚାଲାକରେ ତାହାର ଉତ୍ତର ଦେଇଥିଲା । ଆସନ୍ତୁ ଜାଣିବା ।

 

ଆପଣଙ୍କୁ କହିଦେବୁ କି ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ସେ ଝିଅଟି କିଛି ସମୟ ନେଇଥିଲା , ପରେ ବହୁତ ଭାବି ଚିନ୍ତି ସେ ସଠିକ୍ ଜବାବ୍ ଦେଇଥିଲା , ଓ ଯାହାକୁ ଶୁଣି ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ , ଏହାର ଉତ୍ତର ଦେବା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଟିକେ ଧୈର୍ଯ୍ୟ ଓ ଶାନ୍ତ ମସ୍ତିଷ୍କରେ ରହି ଉତ୍ତର ଦେବା ଉଚିତ୍ , ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ କଣ ଥିଲା । କହିଦେବୁ କି କିଛି ବର୍ଷ ପୂର୍ବେ ଗୋଟେ ଝିଅକୁ ଆଇଏଏସ୍ ଇଣ୍ଟରଭ୍ୟୁରେ ଏମିତି ଟ୍ରିକି ପ୍ରଶ୍ନ କରାଯାଇଥିଲା , ସେହି ଝିଅକୁ ପଚାରାଯାଇଥିଲା କି ଏମିତି କେଉଁ ପରିସ୍ଥିତି ଅଛି ଯାହା ପୁଅ ୨୦ ମିନିଟ୍ ରୁ ୨୫ ମିନିଟ୍ ମଧ୍ୟରେ ଥକି ଯାଇଥାଏ , ଝିଅଟି କହିଥିଲା କି ଏବେ ତ ଆପଣ ଆରମ୍ଭ କରିଛନ୍ତି , ଏହି ପ୍ରଶ୍ନକୁ ଶୁଣିକରି ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ , କିନ୍ତୁ ଏଥିରେ ଅଧିକ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ , ଯଦି ଧ୍ୟାନର ସହ ପ୍ରଶ୍ନକୁ ବୁଝିପାରିବେ ତେବେ ଜାଣିପାରିବେ କି ଏହା ବହୁତ ସହଜ ଓ ସରଳ ପ୍ରଶ୍ନ ଅଟେ ।

 

୧)ପ୍ରଶ୍ନ : ଶରୀରର କେଉଁ ଭାଗରେ ଝାଳ ବାହାରେ ନାହିଁ ?

ଉତ୍ତର : ଓଠରୁ କେବେ ଝାଳ ବାହାରିନଥାଏ ।

୨)ପ୍ରଶ୍ନ  : ବ୍ୟାଙ୍କ୍ କୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର : ବ୍ୟାଙ୍କ୍ କୁ ହିନ୍ଦୀରେ ଅଧିକୋଷ କୁହାଯାଏ ।

୩)ପ୍ରଶ୍ନ : ବିଶ୍ୱରେ କଳା ରଙ୍ଗର ହଂସ କେଉଁ ଦେଶରେ ଦେଖିବାକୁ ମିଳେ ?

ଉତ୍ତର : ଅଷ୍ଟ୍ରେଲିଆ ।

୪)ପ୍ରଶ୍ନ : କେଉଁ ଦେଶର ସୂର୍ଯ୍ୟ ଅଧା ରାତିରେ ଚମକିଥାଏ ?

ଉତ୍ତର : ନରୱେ ।

୫)ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହା ବିନା ସିଢିରେ ଚଢିଯାଏ ଓ ଓହ୍ଲାଇ ପାରେ ?

ଉତ୍ତର : ମଦର ନିଶା ।

Leave a Reply

Your email address will not be published. Required fields are marked *