March 28, 2024

Odia Express

News For Public

ରାତି ଦିନ ମହାଦେବଙ୍କ ନନ୍ଦୀଙ୍କ ଏହି ମୂର୍ତ୍ତି ର ଆକାର ବଢିବାକୁ ଲାଗିଛି – ଏହି ମନ୍ଦିର ସହ ଯୋଡି ହୋଇଛି କଳିଯୁଗ ଅନ୍ତର ସତ୍ୟତା…ଜାଣି ରଖନ୍ତୁ ଏବେ..

ଆନ୍ଦ୍ର ପ୍ରଦେଶର କୁରନୁଲ୍ ଜିଲ୍ଲାରେ ସ୍ଥିତ ୟାଗତି ଉମା ମହେଶ୍ୱର ମନ୍ଦିର ଆମ ଦେଶର ଐତିହାସିକ ଜାଗାରୁ ଗୋଟିଏ ଧରୋହରରୁ ଗୋଟେ ଅଟେ । ଏହି ମନ୍ଦିର ଯେତେ ଅଧିକା ଅଟେ  , ସେତିକି ରହସ୍ୟରେ ଘେରା ହୋଇଛି , ଏହି ମନ୍ଦିରରେ ଥିବା ନନ୍ଦୀ ମହାରାଜଙ୍କ ପ୍ରତିମା ଲଗାତାର ରହସ୍ୟମୟ ତରିକାରେ ବିଶାଳକାୟ ହେବାକୁ ଯାଉଛି ।କଣ ସତରେ ଜୀବିତ ଅଛନ୍ତି ନନ୍ଦୀ : ନନ୍ଦୀଙ୍କୁ ନେଇକରି ଏମିତି ମାନ୍ୟତା ଅଛି କି ଦିନେ ଏମିତି ସମୟ ଆସିବ , ଯେବେ ନନ୍ଦି ମହାରାଜ ଜୀବିତ ହୋଇଉଠିବେ , ତାଙ୍କର ଜିବିତ ହେବା କ୍ଷଣି ସଂସାରରେ ମହାପ୍ରଳୟ ଆସିବ , ଓ ଏହି କଳିଯୁଗର ଅନ୍ତ ଘଟିବ , ଏହି ୟାଗତି ଉମା ମହେଶ୍ୱର ମନ୍ଦିରରେ ସ୍ଥାପିତ ନନ୍ଦୀଙ୍କ ମୁର୍ତ୍ତିର ଆକାର ୨୦ ବର୍ଷରେ ପ୍ରାୟ ୧ ଇଞ୍ଚ ବଢିବାକୁ ଲାଗେ , ଏହି ରହସ୍ୟରୁ ପର୍ଦା ଉଠାଇବା ପୁରାତତ୍ତ୍ୱ ବିଭାଗର ସୋଧରୁ କରାଯାଇଛି ,

 

ଏହି ସୋଧ ମୁତାବିକ କୁହାଯାଇଛି କି ଏହି ମୁର୍ତ୍ତି ବନାଇବାରେ ଯେଉଁ ପଥର ବ୍ୟବହାର ହୋଇଥିଲା ସେହି ପଥରର ପ୍ରକୃତି ଦିନକୁ ଦିନ ବଢିଥାଏ , ଏହି କାରଣରୁ ମୁର୍ତ୍ତିର ଆକାର ବଢିବାକୁ ଲାଗେ । ଭକ୍ତ କରିପାରନ୍ତି ନାହିଁ ପରିକ୍ରମା , କୁହାଯାଏ କି ଏହି ୟାଗତି ଉମା ମହେଶ୍ୱର ମନ୍ଦିରରେ ଆସୁଥିବା ଭକ୍ତ ପୂର୍ବରୁ ନନ୍ଦୀଙ୍କ ପରିକ୍ରମା ସହଜରେ କରିନେଉଥିଲେ , କିନ୍ତୁ ଲଗାତାର ବଢୁଥିବା ଆକାରକୁ ନେଇ ଏବେ ପରିକ୍ରମା ସମ୍ଭବ ହେଇପାରୁନାହିଁ  ବିଶାଳ ହେବାପରେ ନନ୍ଦିଙ୍କୁ ଦେଖିକରି ମନ୍ଦିର ପ୍ରଶାସନ ସେଠାରେ ଏକ ପିଲାର୍ କୁ ହଟାଇଦେଇଛନ୍ତି ।

 

ଏହି ମନ୍ଦିରର ନିର୍ମାଣ ୧୫ତମ ଶତାର୍ଦ୍ଦୀରେ ନିର୍ମାଣ କରାଯାଈଥିଲା,  ସଂଗମା ରାଜବଂଶର ରାଜା ହରିହର ବୁକ୍କା ଏହି ମନ୍ଦିରକୁ ନିର୍ମାଣ କରାଇଥିଲେ । କୁହାଯାଏ କି ରୁଷି ଅଗସ୍ତ୍ୟ ଏହି ସ୍ଥାନରେ ଭଗବାନ ଭେଙ୍କଟେଶ୍ୱର ମନ୍ଦିର ବନାଇବାକୁ ଚାହୁଁଥିଲେ , କିନ୍ତୁ ମୁର୍ତ୍ତି ସ୍ଥାପନା କରୁଥିବା ବେଳେ ତାଙ୍କ ପାଦର ଆଙ୍ଗୁଠିର ନଖ ଭାଙ୍ଗିଯାଇଥିଲା , ଏହି ଘଟଣା କାରଣରୁ ଜାଣିବାପରେ ଅଗସ୍ତ୍ୟ ଭଗବାନ ଶିବ ତପସ୍ୟା କରିଥିଲେ , ତାପରେ ଶିବ ଆଶିର୍ବାଦ ରୁ ଅଗସ୍ତ୍ୟ ରୁଷି ଉମା ମହେଶ୍ୱର ଓ ନନ୍ଦି ସ୍ଥାପନା କରିଥିଲେ ।

 

ଏହି ୟାଗତି ଉମା ମହେଶ୍ୱର ମନ୍ଦିରରେ ଏକ ଛୋଟ ପୋଖରି ଅଛି ଯାହାକୁ ପୁଷ୍କରଣୀ କୁହାଯାଏ , ଏହି ପୁଷ୍କରଣୀରେ ଲଗାତାର ନନ୍ଦୀଙ୍କ ମୁଖରୁ ଜଳ ପ୍ରବାହିତ ହୋଇଥାଏ । ଲକ୍ଷାଧିକ ଚେଷ୍ଟା ପରେ ଆଜି ବି କେଉଁ ଜାଣିପାରିଲେ ନାହିଁ  ପୁଷ୍କରଣୀରୁ ପାଣି କେମିତି ଆସିଥାଏ , ଏମିତି ମାନ୍ୟତା ଅଛି କି ରୂଷି ଅଗସ୍ତ୍ୟ ପୁଷ୍କରଣୀରେ ଗାଧୋଇକରି ଭଗବାନ ଶିବଙ୍କୁ ଆରାଧନା କରିଥିଲେ ,

 

ମନ୍ଦିର ପରିସରରେ କେବେ କାଉ ଆସନ୍ତି ନାହିଁ , ଏମିତି ମାନ୍ୟତା ଅଛି କି ତପସ୍ୟା ସମୟରେ ବିଘ୍ନ ପକାଇବା କାରଣରୁ ଋଷି ଅଗସ୍ତ୍ୟ କାଉଙ୍କୁ ସ୍ରାପ ଦେଇଥିଲେ କି କେବେ ବି ଏହି ମନ୍ଦିର ପ୍ରାଙ୍ଗଣରେ ଆସିବେ ନାହିଁ ,।

ଏହା କହିବା ମୁସକିଲ୍ ଅଟେ କି ସତରେ ପ୍ରକୃତିରେ ପଥରରେ ପ୍ରତିମା ବଢିବାକୁ ଲାଗେ , କିମ୍ବା ଏହା ପଛରେ କୌଣସି ରହସ୍ୟ ଲୁଚିକରି ଅଛି , କିନ୍ତୁ ବିଶାଳକାୟ ହୋଇଥିବା ନନ୍ଦୀଙ୍କୁ ଦେଖିକରି ଏହା କହିବା ଭୁଲ୍ ହେବ ନାହିଁ କି ସେ ଦିନ ଦୁରରେ ନାହିଁ ଯେବେ ନନ୍ଦୀ ମହାରାଜ ଚାଲି ଆସିବେ ଓ କଳିଯୁଗ ସମାପ୍ତ ଘଟିବ  ।

Leave a Reply

Your email address will not be published. Required fields are marked *