ଏହି ତିନୋଟି ଘରେ କେବେ ରୁହନ୍ତି ନାହିଁ ମା ଲକ୍ଷ୍ମୀ , ପରିବାରର ସହ ଲାଗିରହେ ଦାରିଦ୍ରତା ର ପାହାଡ..

ବିଷ୍ଣୁ ପୁରାଣରେ ମା ଲକ୍ଷ୍ମୀଙ୍କୁ ନେଇକରି କିଛି ଜିନିଷ ଉଲ୍ଲେଖନୀୟ ଅଛି , ହିନ୍ଦୁ ଧର୍ମରେ ଲକ୍ଷ୍ମୀ ଦେବୀଙ୍କୁ ଧନର ଦେବୀ ମାନାଯାଏ କି ଏମିତି ଲକ୍ଷ୍ମୀ ସବୁ ଘର ନିଜ ସହ ସୁଖ ସମୃଦ୍ଧି ଓ ଧନର ବର୍ଷା ଆଣିଥାଏ । ସବୁ ମିଶାଇକରି ଏହା ମାନିନିଅନ୍ତୁ ଘରର ଲକ୍ଷ୍ମୀ ବାସ ସୁଖ ଓ ଶାନ୍ତିର ପୁରକ ଅଟନ୍ତି । ଏମିତି କାହା ସହ ଘରରେ ଆପଣଙ୍କୁ ସୁଖ ଶାନ୍ତି ଅନୁଭବ କଲେ ଏହା ପଛରେ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ହୋଇଥାଏ , ଦେବୀ ଲକ୍ଷ୍ମୀ ଇନ୍ଦ୍ର ଦେବଙ୍କୁ ଧନ ସଂବନ୍ଧୀ କଣ କଣ ଉପଦେଶ ଦେଇଛନ୍ତି , ସେମିତି ବିଷ୍ଣୁ ପୁରାଣରେ ଧାର୍ମିକ ଗ୍ରନ୍ଥ ଦର୍ଜ ହୋଇଛି , ଏହି ଗ୍ରନ୍ଥରେ ଏହି କଥା ସଫା ସଫା ଲେଖାହୋଇଛି , ଯେଉଁ ଲୋକଙ୍କର ଧନର ଦେବୀ ମାନେ ଲକ୍ଷ୍ମୀ ରାଗିଯାଆନ୍ତି , ସେ ଯାହା ହେଉ ଆପଣ ଯେତେ ବି ଯତ୍ନ କରିନିଅନ୍ତୁ , ମା ଲକ୍ଷ୍ମୀ ତାଙ୍କ ଉପରେ କେବେ ମେହେରବାନ୍ ହୁଅନ୍ତି ନାହିଁ ।

 

ବହୁତ ଲୋକ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଯାଇ ତାଙ୍କୁ ଭକ୍ତିଭାବରେ ପୂଜା ଅର୍ଚ୍ଚନା କରିଥାନ୍ତି  ଯେବେ କି କିଛି ଲୋକ ଲକ୍ଷ୍ମୀଙ୍କୁ ଘରେ ରଖି ତାଙ୍କୁ କିଛି ବିଶେଷ ସାଧନା କରିଥାନ୍ତି , କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ଏହି ସାଧନ କରିବା କଥା ସଠିକ୍ ହୋଇନଥାଏ । ଆଜି ଆମେ ଆପଣଙ୍କୁ କିଛି ଘରର ବିଷୟରେ କହିବୁ , ଯେଉଁଠି ମା ଲକ୍ଷ୍ମୀ ଯିବାକୁ ପସନ୍ଦ କରନ୍ତି ନାହିଁ , ଓ ତାଙ୍କ ଘରେ ଦାରିଦ୍ରତା ଓ କଳହ ଲାଗିରହେ । ଓ ପରିବାରରେ ସୁଖ ଶାନ୍ତି ମିଳିପାରେ ନାହିଁ ।

 

ଆମର ବାଣୀ ସବୁବେଳେ ଭଲ ଓ ମନ୍ଦ କଥାକୁ ଜଣାଇଥାଏ , ଯଦି କେଉଁ ବ୍ୟକ୍ତି କଠୋର ଶବ୍ଦର ପ୍ରୟୋଗ କରେ ତେବେ ତାହା ଆମ ଉପରେ ଭଲ ପ୍ରଭାବ ପକାଇନଥାଏ , ସେ ନିଜକୁ ଅପମାନିତ ଅନୁଭବ କରେ , ଓ ତାହା ସହ ନିଜକୁ ନିଚ୍ଚ ମନେ କରିଥାଏ , ଯଦି କିଏ କଠୋର ଶବ୍ଦ କହେ ତେବେ ସେ ସେପରି ଉତ୍ତର୍ ପାଇଥାଏ , ବିଷ୍ଣୁପୁରାଣରେ ସଫା ସଫା କୁହାଯାଇଛି କି ଯେଉଁ ଲୋକ ଏପରି କଠୋର କଥା କୁହନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାଆନ୍ତି , ଓ କେବେ ତାଙ୍କ ଘରେ ପ୍ରବେଶ କରନ୍ତି ନାହିଁ , ଯାହା କାରଣରୁ ପରିବାରରେ ନାନାଦି ପ୍ରକାରର ସଂଙ୍କଟର ବାତାବରଣ ଦେଖାଦିଏ , ଏମିତିରେ ଆମେ ଯେତେ ପରିଶ୍ରମ କରୁନା କାହିଁକି କିନ୍ତୁ ଫଳ ତାର ଓଲଟା ମିଳିଥାଏ ।

 

ଯେଉଁ ଘରର ସଦସ୍ୟ କଥାରେ କଥାରେ ରାଗିଯାଏ ସେ ନିଜ ଭୁଲ୍ ପାଇଁ ଅନ୍ୟକୁ ଅପମାନିତ କରେ , ସେହି ଘରରେ ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ , ବହୁତ ଘରର ସ୍ୱାମୀ ମାନେ ନିଜଘରର ସ୍ତ୍ରୀ ସହ ସଂମ୍ପର୍କକୁ ନେଇ ବହୁତ ବିବାଦରେ ରୁହନ୍ତି , ଏହାର ବିପରିତ ଯଦି ରାଗର କାରଣରୁ ସଂମ୍ପର୍କରେ ଫାଟ ବି ହୋଇଥାଏ , ଯେଉଁ ଲୋକ ସଚ୍ଚା ହୃଦୟରେ ଭଲ ପାଇବା ଓ ନିଜ ସଦସ୍ୟଙ୍କ କଥାକୁ ବୁଝିପାରନ୍ତି ସେମାନେ ସବୁବେଳେ ମା ଲକ୍ଷ୍ମୀଙ୍କର ଆଶ୍ରିତ ହୋଇରୁହନ୍ତି ।

 

ଯେଉଁ ଘରର ପଣ୍ତିତ କିମ୍ବା ଧାର୍ମିକ ଗ୍ରନ୍ଥକୁ ଅପମାନ କରାଯାଏ , ସେହି ଘରେ ମା ଲକ୍ଷ୍ମୀଙ୍କର କେବେ ପ୍ରବେଶ ହୋଇପାରେ ନାହିଁ , ଧାର୍ମିକ ଗ୍ରନ୍ଥ ବିଷ୍ଣୁ ପୁରାଣ ଅନୁସାରେ ବହୁତ ଉଚ୍ଚା ଓ ଖାସ୍ ସ୍ଥାନ ଦିଆଯାଇଛି , ଏହାର ଛଡା ଯେଉଁ ଘରେ ଦୀପ ଲାଗେ ନାହିଁ , ସେହି ଘରେ କେବେ ବି ଧନର ବୃଷ୍ଟି ହୁଏ ନାହିଁ , ମା ଲକ୍ଷ୍ମୀ କେବେ ପଛକୁ ବୁଲି ଅନାନ୍ତି ନାହିଁ ।

Leave a Reply

Your email address will not be published.