March 24, 2024

Odia Express

News For Public

ମାତ୍ର ୧୦୦୦ ଟଙ୍କା ଖର୍ଚ୍ଚ କରିକି ଭରନ୍ତୁ ଏହି ଫର୍ମ , ଘରେ ଥିବା ବୟସ୍କ ବ୍ୟକ୍ତିଙ୍କୁ ମିଳିବ ସବୁ ମାସ ୧୦ ହଜାର ଟଙ୍କା – ଦେଖନ୍ତୁ କିପରି..

1 min read

୨୦୧୯ ରେ ଆପଣ ପଇସାର ନିବେଶ ବିଷୟରେ ଭାବୁଛନ୍ତି କି ? ତେବେ ପୋଷ୍ଟ ଅଫିସ୍ ରେ ଏକ ସ୍କିମ୍ ଆପଣଙ୍କ ପାଇଁ ଏକ ଭଲ ମଉକା ହେଇପାରେ , ପୋଷ୍ଟ ଅଫିସରେ ଏମିତି ବହୁତ ସ୍କିମ୍ ଚାଲୁଛି , ଯାହା ଦ୍ୱାରା ଆପଣ ମିନିମମ୍ ଓ ମାକ୍ସିମମ୍ ପଇସା ଦେଇକରି ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ , ଖାସ୍ କଥା ଏହି କି ଯେ ଏହି ସ୍କିମ୍ମ୍ ରେ ଆପଣଙ୍କ ସଂପୂର୍ଣ୍ଣ ପଇସା ନିରାପଦ ରହିଥାଏ । ପୋଷ୍ଟ ଅଫିସରେ ଇଣ୍ଟରେଷ୍ଟ ରେଟ୍ ବି ବ୍ୟାଙ୍କ୍ ତୁଳନାରେ ଭଲ ମିଳିଥାଏ , ଏଠାରେ ଅଲଗା ସ୍କିମ୍ ପାଇଁ ୬,୯% ପ୍ରତିଶତ ରୁ ନେଇକରି ୮,୫% ପ୍ରତିଶତ ସୁଧହାରରେ ସୁଧ ମିଳିଥାଏ , ଆଜି ଆମେ ଏଠାରେ ଆପଣଙ୍କୁ ସବୁ ସ୍କିମ୍ ଉପରେ ମିଳୁଥିବା ସୁଧହାର ବିଷୟରେ କହିବାକୁ ଯାଉଛୁ ,

୧) ପୋଷ୍ଟ ଅଫିସ୍ ରେ ସେଭିଙ୍ଗ୍ ଏକାଉଣ୍ଟ : ଏହି ଏକାଉଣ୍ଟ ରେ ସିଙ୍ଗଲ୍ କିମ୍ବା ଜଏଣ୍ଟ ଏକାଉଣ୍ଟ ଉପରେ ୪% ସୁଧହାର ବାର୍ଷିକ ମିଲିବ , ମିନିମମ୍ ୨୦ ଟଙ୍କା କ୍ୟାଶ୍ ଦେଇକରି ଏହାର ଖାତା ଖୋଲିପାରିବେ , ୧୦ ହଜାର ଟଙ୍କାରେ ମିଳୁଥିବା ସୁଧ ଟ୍ୟାକ୍ସ ଫ୍ରୀ ରହିବ , ଗ୍ରାହକ ମାନଙ୍କୁ ଏଟିଏମ୍ ଫ୍ୟାସିଲିଟି ବି ମିଳିପାରିବ ।

୨) ରିକ୍ୟୁରିଙ୍ଗ୍ ଡିପୋଜିଟ୍ ଏକାଉଣ୍ଟ (RD) ଏହି ଏକାଉଣ୍ଟରେ ୭,୩% ବାର୍ଷିକ ସୁଧ ମିଳିବ , ଏହି ଏକାଉଣ୍ଟରେ ମିନିମମ୍ ୧୦ ଟଙ୍କା ଓ ମାକ୍ସିମମ୍ ୫ ଟଙ୍କାରୁ ମଲ୍ଟିପ୍ଲାଇ କରି ଜମା କରିପାରିବେ , ଏହି ଏକାଉଣ୍ଟରେ ଇନକମ୍ ଟ୍ୟାକ୍ସ ବାର୍ଷିକ ସେକ୍ସନ୍ ୮୦ ସି ଲାଗିବ ,

 

୩) ଟାଇମ୍ ଡିପୋଜିଟ୍ ଏକାଉଣ୍ଟ(TD) ଏହି ଏକାଉଣ୍ଟରେ ୫ ବର୍ଷ ପାଇଁ ଖୋଲିପାରିବେ , ମିନିମମ୍ ୨୦୦ ଟଙ୍କା ଏହାର ମଲ୍ଟିପଲ୍ ଯାହା ବି ଏମାଉଣ୍ଟ ଜମା କରିପାରିବେ , ପ୍ରଥମ ବର୍ଷରେ ୬,୯% ସୁଧହାର , ଦ୍ୱିତୀୟ ବର୍ଷରେ ୭% ସୁଧହାର , ତୃତୀୟ ବର୍ଷରେ ୭,୨% ସୁଧହାର ,ଓ ପଞ୍ଚମ ବର୍ଷରେ ୭,୮% ସୁଧହାର ମିଳିବାକୁ ଲାଗିବ ।

୪) ମନ୍ଥଲି ଇନକମ୍ ସ୍କିମ୍ ଏକାଉଣ୍ଟ (MIS) ଏହି ଏକାଉଣ୍ଟରେ ବାର୍ଷିକ ୭,୩% ସୁଧ ମିଳିପାରିବ , ଏକାଉଣ୍ଟରେ ୧୫୦୦ ଟଙ୍କା କିମ୍ବା ତାହାର ମଲ୍ଟିପୁଲ୍ ଏମାଉଣ୍ଟ ରେ ଓପନ୍ କରିପାରିବେ , ସିଙ୍ଗଲ୍ ଏକାଉଣ୍ଟରେ ମାକ୍ସିମମ୍ ୪,୫ ଲକ୍ଷ ଓ ଜଏଣ୍ଟ ଏକାଉଣ୍ଟରେ ୯ ଲକ୍ଷ ଟଙ୍କା ଜମା କରିପାରିବେ ,

 

୫) ସିନିୟର ସିଟିଜେନ୍ ସର୍ଭିସ୍ ସ୍କିମ୍ (SCSS) ଏହି ଏକାଉଣ୍ଟରେ ବାର୍ଷିକ ୮,୭% ସୁଧ ମିଳିଥାଏ , ମିନିମମ୍ ୧୦୦୦ ଟଙ୍କା କିମ୍ବା ଏହାର ମଲ୍ଟିପୁଲ୍ ଏମାଉଣ୍ଟରେ ଜମା କରିପାରିବେ , ୧୫ ଲକ୍ଷରୁ ଅଧିକା ଏମାଉଣ୍ଟ ଜମା କରିପାରିବେ ନାହିଁ , ଏହା ଘରର ବୟସ୍କ ବ୍ୟକ୍ତିଙ୍କୁ ମାସକୁ ୧୦ ହଜାର ଟଙ୍କା ପେନସନ୍ ମିଳିବ ।

 

୬) ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ତ ଏକାଉଣ୍ଟ(PPF) ଏହି ଏକାଉଣ୍ଟରେ ବାର୍ଷିକ ୮ % ସୁଧ ମିଳିଥାଏ , ଗୋଟେ ବର୍ଷରେ ମିନିମମ୍ ୫୦୦ ଟଙ୍କା ଓ ମାକ୍ସିମମ୍ ୧,୫ ଲକ୍ଷ ଟଙ୍କା ଜମା କରିପାରିବେ , ଏଥିରେ ୧୨ ଟି ଇନଷ୍ଟଲ୍ ମେଣ୍ଟ ଡିପୋଜିଟ୍ କିମ୍ବା ଲଂପ ସମ୍ ଜମା କରିପାରିବେ ,

 

୭) କିଶାନ୍ ବିକାଶ ପତ୍ର (KVP) ଏହି ସ୍କିମ୍ ରେ ବାର୍ଷିକ ୭,୭% କମ୍ପାଉଣ୍ତ ସୁଧ ମିଳିବ , ଯାହା କେଉଁ ବ୍ୟାଙ୍କ୍ ଠାରୁ ଅଧିକା ଅଟେ , ଏଥିରେ ୧୦୦୦ ଟଙ୍କାର ମଲ୍ଟିପୁଲ୍ ଏମାଉଣ୍ଟ ଦେବାକୁ ପଡିଥାଏ , ମାନେ ୧୦୦୦, ୨୦୦୦, କିମ୍ବା ୩୦୦୦ କିମ୍ବା ଅନ୍ୟ ଏମାଉଣ୍ଟ , ସବୁ ପଇସା ଥରେ ଦେବାକୁ ପଡିଥାଏ , ମାନେ ଏଥିରୁ ସବୁ ମାସ କିମ୍ବା ବାର୍ଷିକ ପଇସା ଡିପୋଜିଟ୍ କରିବାର ସିଷ୍ଟମ୍ ନାହିଁ , ୧ ଲକ୍ଷର ସ୍କିମ୍ ନେଲେ ଜମା କରିବାକୁ ପଡିଥାଏ , ଯାହା ୯ ବର୍ଷ ୧୦ ମାସ ପରେ ୨ ଲକ୍ଷ ହୋଇଯିବ ।

 

୮) ସୁକନ୍ୟା ସମୃଦ୍ଧି ଯୋଜନା (SSA)  ଏହି ସ୍କିମ୍ ରେ ୮,୫ % ସୁଧ ମିଳିଥାଏ , ଗୋଟେ ବର୍ଷରେ ମିନିମମ୍ ୫୦୦ ଟଙ୍କା ଓ ମାକ୍ସିମମ୍ ୧,୫ ଲକ୍ଷ ଟଙ୍କା ଜମା କରିପାରିବେ , ଏହି ଏକାଉଣ୍ଟର ଫାଇଦା ହେଲା ଏହା କେବଳ ଝିଅ ଓ ଶିଶୁ ମାନଙ୍କ ପାଇଁ ଉପଲ୍ଲବ୍ଧ ଅଟେ , ଝିଅର ବୟସ ୨୧ ବର୍ଷ ହୋଇଗଲେ , ଏକାଉଣ୍ଟ ବନ୍ଦ ହୋଇଯିବ , ଓ ଝିଅକୁ ୨୧ ଲକ୍ଷ ଟଙ୍କା ମିଳିବ ।

Leave a Reply

Your email address will not be published. Required fields are marked *