ମଥାରେ ସିନ୍ଦୁର , ହାତରେ ମେହେନ୍ଦୀ, ଦେଶର ସବୁଠାରୁ ସୁନ୍ଦର ସାଂସଦ ନୁସରତ ଜାହାଁ ଏଭଳି ଭାବେ ନେଲେ ଶପଥ..

ପଶ୍ଚିମ ବଙ୍ଗଳାର ସିଏମ୍ ମମତା ବାନାର୍ଜୀଙ୍କର ପାର୍ଟି ତୃଣମୂଳ ରୁ ୨୦୧୯ ଲୋକସଭା ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତି ମଙ୍ଗଳବାରକୁ ସଂସଦରେ ସପଥ ନେବାକୁ ପହଞ୍ଚିଲେ , ଅଭିନେତ୍ରୀ ସାଂସଦ ହେବା ଦୁହେଁ ସପଥ ନେବାପରେ ସ୍ପିକର୍ ଓମ୍ ବିଡଲା ଗୋଡ ଛୁଇଁ ଆଶିର୍ବାଦ ନେଲେ ।ସଂସଦରେ ସତ୍ରରେ ନୁସରତ ଜହାଁ ପାରମ୍ପାରିକ ଅନ୍ଦାଜରେ ନଜର ଆସିଥିଲେ,  ନ୍ୟୁଲି ୱେଡ ନୁସରତ ମଥାରେ ସିନ୍ଦୁର , ହାତରେ ମେହେନ୍ଦୀ, ଓ ଚୁଡା ପିନ୍ଧିଥିଲେ,  କହିଦେବୁ କି ନୁସରତ ଜହାଁ ବିଜନେସ୍ ମ୍ୟାନ୍ ନିଖିଲ ଜୈନଙ୍କ ସାଙ୍ଗରେ ୧୯ ଜୁନ୍ ଟର୍କିର ବୋଡରୁମ୍ ସିଟ୍ ରେ ବିବାହ କରିଥିଲେ,  ବାହାଘର ବ୍ୟସ୍ତତାକୁ ନେଇ ନୁସରତ ଜହାଁ ସଂସଦ ସତ୍ରର ପୂର୍ବଦିନ ଶପଥ ନେବାକୁ ପହଞ୍ଚିଥିଲେ,

 

ନୁସରତଙ୍କ ପାଖାପାଖି ଥିବା ବନ୍ଧୁ ମିମି ଚକ୍ରବର୍ତ୍ତି ନଜର ଆସିଥିଲେ । ଦୁହେଁ ଷ୍ଟାର୍ ସୋସିଆଲ୍ ମିଡିଆରେ ଏହି କାରଣରୁ ବହୁତ ଟ୍ରୋଲ୍ ର ଶିକାର ହୋଇଥିଲେ।  ୟୁଜର୍ସଙ୍କ କହିବା କଥା କି ବାହାଘର ଓ ରିସେସ୍ପନପାଇଁ ନୁସରତଙ୍କ ପାଖରେ ସମୟ ଅଛି କିନ୍ତୁ ସଂସଦର ସପଥ ନେବାପାଇଁ ସମୟ ନାହିଁ , ଜଣେ ୟୁଜର୍ସ ଲେଖିଥିଲେ କି ଯେବେ ଆପଣଙ୍କୁ ସଂସଦର ସତ୍ର ବିଷୟରେ ଜଣାଥିଲା , ତେବେ ବାହାଘର ତାରିଖକୁ ଆଗକୁ ବଢାଇଲେ କଣ ଅସୁବିଧା ହୋଇଥାନ୍ତା , ଯିଏ ବାହାଘରରେ ବ୍ୟସ୍ତ ଅଛନ୍ତି , ଆପଣ କିପରି ଏହି ଦାୟିତ୍ୱ ନିଭାଇପାରିବେ ।

 

ସଂସଦରେ ଶପଥ ନେବାକୁ ପହଞ୍ଚିଥିବା ମିମି ଚକ୍ରବର୍ତ୍ତି ସିମ୍ପଲ୍ ସୁଟ୍ ରେ ନଜର ଆସିଥିଲେ , ମିମି ଶପଥ ନେବାପରେ ସ୍ପିକର୍ ଓମ୍ ବିଡଲାଙ୍କ ପାଦ ଛୁଇଁ ଆଶିର୍ବାଦ ନେଇଥିଲେ , ନୁସରତ ଜହାଁ ନିଖିଲଙ୍କୁ ବିବାହ ପରେ ୫ ଜୁଲାଇକୁ ରିସେସ୍ପନ କରିବାର ଯୋଗାଡରେ ଅଛନ୍ତି , ପାର୍ଟିରେ ଟଲିଉଡ୍ ର ସବୁ ବଡବଡ କଳାକାର ପହଞ୍ଚିବାର ଆଶା ଅଛି , ନୁସରତ ତୃଣମୂଳ କଂଗ୍ରେସର ସାଂସଦ ଅଛନ୍ତି , ଏମିତିରେ ରାଜନୈତିକ ଜଗତରେ ଦିଗଜ ଆସିବା ତୟ ବୋଲି ଜଣାଯାଏ ।

Leave a Reply

Your email address will not be published.