କୁଛ୍ କୁଛ୍ ହୋତା ହୈ ର ଅଞ୍ଜଳୀ ଏବେ ଏପରି ଦେଖା ଯାଉଛନ୍ତି , ଫଟୋ ଦେଖିଲେ ଆପଣ ବି ହେବେ ଚକିତ..

ବଲିଉଡ୍ ର ଶାନଦାର୍ ଓ ସ୍ମରଣୀୟ ଫିଲ୍ମ କୁଛ୍ କୁଛ୍ ହୋତା ହୈ ର ୨୧ ବର୍ଷ ପୁରା ହୋଇସାରିଛି , ଏହି ଫିଲ୍ମରେ କିଙ୍ଗ୍ ସାହାରୁଖ ଖାନ୍ ଙ୍କ ସହ ତାଙ୍କ ଝିଅ ଅଭିନୟ କରିଥିବା ଛୋଟ ଝିଅ ସନା ସଇଦ୍ ବହୁତ ହଟ୍ ଲାଗୁଛନ୍ତି ଏବେ , ଦେଖନ୍ତୁ ସନାଙ୍କ କିଛି ଫଟୋ ଯିଏକି କୁଛ୍ କୁଛ୍ ହୋତା ହୈ ରେ ଅଭିନୟ କରିଥିଲେ । ସନା ସଇଦ୍ ଫିଲ୍ମ କୁଛ୍ କୁଛ୍ ହୋତା ହୈରେ ସାହାରୁଖ୍ ଓ ରାଣୀଙ୍କ ସହ କାମ କରି ଚର୍ଚ୍ଚିତ ହୋଇଥିଲେ । ସେ ଏବେ ହୋଇସାରିଛନ୍ତି ସୋସିଆଲ୍ ମିଡିଆ କ୍ୱିନ୍ ।  ସନା ନିଜ ସୋସିଆଲ୍ ମିଡିଆ ଏକଉଣ୍ଟରେ ସୁନ୍ଦର ଫଟୋ ସେୟାର୍ କରନ୍ତି ,

 

ସନାଙ୍କ ଫଟୋ ଗୁଡିକ ବହୁତ ଭାଇରାଲ୍ ହୋଇଥାଏ ,  ଷ୍ଟୁଡେଣ୍ତ ଅଫ୍ ଦି ଇୟର୍ ସେ ନଜର ଆସିଛନ୍ତି , ଆଗକୁ ବି ଫିଲ୍ମରେ ନଜର ଆସିବେ , ରିୟାଲିଟି ଶୋରେ ବି କରିଛନ୍ତି କାମ । ସନା ଝଲକ୍ ଦିଖ୍ ଲାଜା, ଖତରୋଁ କେ ଖିଲାଡି ନଚ ବଲିଏ ପରି ରିୟାଲିଟି ଶୋରେ ନଜର ଆସିଛନ୍ତି । ସନା ବହୁତ ଫିଟନେସ୍ କ୍ରେଜି ଅଟନ୍ତି । ସନାଙ୍କ ମସ୍ତ ଚାହାଣୀ ପାଇଁ ସମସ୍ତଙ୍କୁ ଦିୱାନା କରିଦେଇଛି ।

 

ସନାଙ୍କ ଏହି ଚାହାଣୀରେ ଆପଣ ବି ଫିଦା ହୋଇଯିବେ ।

 

 

Leave a Reply

Your email address will not be published.