May 20, 2024

Odia Express

News For Public

ଦାରିଦ୍ରତାକୁ ମନେ ପକାଇ ହାର୍ଦ୍ଧିକ ପାଣ୍ତିଆ ସେୟାର୍ କଲେ କିଛି ପୁରୁଣା ଫଟୋ ,ଲେଖିଲେ ଏଭଳି କଥା ଯେ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ..

ଏହି ଦୁନିଆଁରେ ସମସ୍ତେ ପଇସା ବାଲା ଘରେ ଜନ୍ମ ନେବେ ବୋଲି କିଛି ଗ୍ୟାରେଣ୍ଟି ନଥାଏ । ସମସ୍ତଙ୍କ ଭାଗ୍ୟ ଅଲଗା ହୋଇଥାଏ , ଓ ସମସ୍ତଙ୍କ ଆରମ୍ଭରୁ ସୁଖ ମିଳିନଥାଏ , ଯିଏ ସଫଳତା ପାଇଁ ସଂଘର୍ଷ କରି ପାଇଥାଏ , ସେ ଆନନ୍ଦ ଓ ସଫଳତା ସେମିତି ପାଇନଥାଏ , ଆଜି ଏହି ବିଷୟରେ ଆମେ ଏକ ଖେଳାଳୀଙ୍କ ବିଷୟରେ ଆଲୋଚନା କରିବୁ ଯିଏକି ଭାରତୀୟ ଟିମର ଦମଦାର୍ ଖେଳାଳୀ ଅଟନ୍ତି , କିନ୍ତୁ କିଛି କଥା ଯୋଗୁଁ ସେ ବିବାଦ ଘେରରେ ଆସିଯାଇଥିଲେ,  ଆମେ କଥା ହେଉଛୁ ହାର୍ଦ୍ଧିକ ପାଣ୍ତିଆଙ୍କ ବିଷୟରେ ଯିଏ ଦାରିଦ୍ରତାର କସାଘାତକୁ ମନେ ପକାଇ କିଛି ଫଟୋ ସେୟାର୍ କରିଥିଲେ ଦେଖନ୍ତୁ ତାଙ୍କ ଫଟୋଗୁଡିକ ।

 

ଭାରତୀୟ କ୍ରିକେଟ୍ ଟିମ୍ ହାର୍ଦ୍ଧିକ ପାଣ୍ତିଆ ବହୁତ ଶାନଦାର୍ ବ୍ୟାଟ୍ସ ମ୍ୟାନ୍ ଅଟନ୍ତି ଓ ଜଣେ ଭଲ ବୋଲର୍ ବି , ଯାହାଙ୍କ ଶାନଦାର୍ ପ୍ରଦର୍ଶନ ବହୁତ ଥର କ୍ରିକେଟ୍ ପଡିଆରେ ଦେଖିବାକୁ ମିଳିଛି , ହାର୍ଦ୍ଧିକ ପାଣ୍ତିଆ ନିଜ ଶାନଦାର୍ ଖେଳ ଜରିଆରେ ଇଣ୍ତିଆର ବହୁତ ସାରା ମୁକାବଲା ଜିତିବାରେ ସଫଳତା ଦେଇଛନ୍ତି , ତାଙ୍କର ବଡ ଭାଇ କୁର୍ଣ୍ଣାଲ୍ ପାଣ୍ତିଆ ଇଣ୍ତିଆନ୍ ଟିମ୍ ପାଇଁ ଖେଳନ୍ତି , ଏହି ଦୁହେଁ ଭାଇଙ୍କର ପ୍ରଦର୍ଶନ ବହୁତ ଉଚ୍ଚ କୋଟିର ଅଟେ , ଆଜି ଏମାନଙ୍କ ପରିବାର କୋଟିପତି ଅଟେ , ଓ ଆରାମଦାୟକ ଜୀବନ ଅତିବାହିତ କରୁଛନ୍ତି , କିନ୍ତୁ ଅସଲରେ ହାର୍ଦ୍ଧିକ ପାଣ୍ତିଆ ପରିବାର ସବୁବେଳେ ଏତେ ଧନୀ ନଥିଲେ ନା ହିଁ ହାର୍ଦ୍ଧିକଙ୍କ ଛୁଆବେଳ ଧନୀ ହିସାବରେ କଟିଥିଲା । କିନ୍ତୁ ହାର୍ଦ୍ଧିକ ଓ କୁର୍ଣ୍ଣାଲ ପାଣ୍ତିଆଙ୍କ ବାପା ନିଜ ବାପାଙ୍କୁ କ୍ରିକେଟିୟର ବନାଇବାପାଇଁ କେଉଁ ପ୍ରୟାସ ହାତ ଛଡା କରିନଥିଲେ । ଏମିତିରେ ହାର୍ଦ୍ଧିକ ପାଣ୍ତିଆ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ପୁରୁଣା ଫଟୋ ସେୟାର୍ କରିଥିଲେ , ଯାହାକି ନିଜ ବଡ ଭାଇ କୁର୍ଣ୍ଣାଲ ପାଣ୍ତିଆଙ୍କ ସହ ନଜର ଆସିଛନ୍ତି ।

 

ଏହି ଫଟୋରେ ଯେଉଁ ପିଲାଟି ନୀଳ ପେଣ୍ଟ ଓ ଧଳା ସାର୍ଟ ଦେଖାଯାଏ ସେ ତାଙ୍କ ଭାଇ କୁର୍ଣ୍ଣାଲ୍ ପାଣ୍ତିଆ ଅଟନ୍ତି । ଓ ପାଖରେ ତାଙ୍କ ବସିଥିବା ପିଲାଟି ହାର୍ଦ୍ଧିକ ପାଣ୍ତିଆ ଅଟନ୍ତି । ହାର୍ଦ୍ଧିକ ପାଣ୍ତିଆ ଏହି ବିଷୟରେ କହିଲେ କି ମୁଁ ମୋର ଭାଇ ଗୁଜୁରାଟର ଗୋଟେ ଗାଁରେ ପଇସା ନେଇକରି ଖେଳୁଥିଲୁ , ସେହି ସମୟରେ ଏତେ କମ୍ପିଟିସନ୍ ନଥିଲା,  ସେହି ଗାଁରେ ହାର୍ଦ୍ଧିକଙ୍କ ପାଇଁ ତାଙ୍କ ବାପା ୪୦୦ ଟଙ୍କା ଓ ଭାଇ କୁର୍ଣ୍ଣାଲ ପାଇଁ ୫୦୦ ଟଙ୍କା ଦେଉଥିଲେ । ତାଙ୍କ ବାପା ବହୁତ ଅସୁବିଧାରେ ରହି ତାଙ୍କୁ ମଣିଷ କରାଇଥିଲେ।  ଓ ଏହି ପରି ଗଢି ତୋଳିଲେ ଯେପରି ସେ ନିଜର ଦାୟିତ୍ୱ ନେଇପାରିବେ , ଏବେ ହାର୍ଦ୍ଧିକ କୁର୍ଣ୍ଣାଲ ପାଣ୍ତିଆ ନିଜ ପରିବାର ପଇଂମ୍ ସବୁ ପ୍ରକାରର ଖୁସି କିଣିପାରିବେ , ଏବେ ୱାର୍ଲଡ କପ୍ ୨୦୧୯ ରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୁମିକା ନିଭାଉଛନ୍ତି ।

ଆପଣଙ୍କୁ ଏହି କଥା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ହାର୍ଦ୍ଧିକ ପାଣ୍ତିଆ ସ୍ପିନ୍ ବୋଲିଙ୍ଗ୍ କରିନିଅନ୍ତି , କିନ୍ତୁ ଦରକାର ପଡିଲେ ସେ ଦରକାର ପଡିଲେ ବୋଲର୍ ଭୁମିକା ନିଭାଇଦିଅନ୍ତି , ଓ ତାଙ୍କ ଭାଇ କୁର୍ଣ୍ଣାଲ ପାଣ୍ତିଆ ଆରମ୍ଭରୁ ସ୍ପିନ୍ ବୋଲିଙ୍ଗ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *