ମୁକେଶ ଅମ୍ବାନୀ ଙ୍କ ଝିଅ ଇଶା ଅମ୍ବାନୀଙ୍କ ଛୁଆ ବେଳର ସାଙ୍ଗ ଅଟନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ , ଆଜି ବି ଦୁହେଁଙ୍କର ମଧ୍ୟରେ ଅଛି ଗଭୀର ବନ୍ଧୁତା..

ଯେପରିକି ସମସ୍ତେ ଜାଣିଛନ୍ତି କି ମୁକେଶ ଅମ୍ବାନୀଙ୍କର ପରିବାର ଏହି ଦେଶର ସବୁଠାରୁ ଧନିକ ପରିବାରରୁ ଗୋଟେ ଅଟେ । ଅମ୍ବାନୀ ପରିବାରର ପାର୍ଟିରେ ଅଧିକାଂଶ ସମୟରେ ବଲିଉଡ୍ ତାରକା ସାମିଲ୍ ହୁଅନ୍ତି , ଏହି କଳାକାରଙ୍କ ଅମ୍ବାନୀ ପରିବାର ସହ ବନ୍ଧୁତା କିଛି ବର୍ଷ ହେଲା ହୋଇଥିଲା , କିନ୍ତୁ ବଲିଉଡ୍ ର ଜଣେ ଅଭିନେତ୍ରୀ ଯିଏକି ଛୁଆବେଳରୁ ତାଙ୍କ ପରିବାର ସହ ଯୋଡି ହୋଇଛନ୍ତି । ବଲିଉଡ୍ ଅଭିନେତ୍ରୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ଭଲ ବନ୍ଧୁ ଅଟନ୍ତି ।

 

ଆମେ ଯେଉଁ ଅଭିନେତ୍ରୀଙ୍କ ନାଁ କହୁଛୁ ସେ ଫିଲ୍ମ କବୀର ସିଂ ଅଭିନେତ୍ରୀ କିୟାରା ଆଡଭାନୀ ଅଟନ୍ତି । କହିଦେବୁ କି କିୟାରା ଆଡଭାନୀ ରିଲିଜ୍ ହୋଇଥିବା କବୀର ସିଂ ଓ ତାଙ୍କର ସୁନ୍ଦରତାର ଚର୍ଚ୍ଚା ରେ ଅଛନ୍ତି , ଏହି ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଲା , କହିଦେବୁ କି ଅଭିନେତ୍ରୀ କିୟାରା ଛୋଟ ବେଳରୁ ଇଶା ଅମ୍ବାନୀଙ୍କ ବେଷ୍ଟ ଫ୍ରେଣ୍ତ ରହିଛନ୍ତି , ସେମାନେ ଛୁଆବେଳରେ ଏକା ସଙ୍ଗେ ବଢିଛନ୍ତି ଓ ଖେଳିଛନ୍ତି ,

 

ଏହି ଫଟୋରେ ଦେଖିପାରୁଥିବେ କି କିୟାରା ବାମପଟେ ଅଛନ୍ତି , ଓ ଡାହାଣ ପଟେ ଇଶା ଅମ୍ବାନୀ ଅଛନ୍ତି , ଏହି ଫଟୋ ଦେଖି ଅନ୍ଦାଜା ଲଗାଇପାରିବେ କି ସେମାନଙ୍କ ବନ୍ଧୁତା କେତେ ଗଭୀର ଅଛି । ବରଂ ସେମାନଙ୍କ ମଧ୍ୟରେ ବନ୍ଧୁତା ସହ ଏକ ଭଉଣୀର ଭଲ ପାଇବା ବି ଅଛି । ଏହି ଦୁହେଁଙ୍କର ଛୁଆବେଳରେ ବହୁତ ସାରା ସ୍ମୃତି ଯୋଡି ହୋଇରହିଛି, ଯେଉଁଥିରେ କିଛି ଆମେ ଆପଣଙ୍କୁ ଫଟୋ ମାଧ୍ୟମରେ ଦେଖାଉଛୁ , ଏମାନେ ଏତେ ବ୍ୟସ୍ତତାରେ ରହି ମଧ୍ୟ ନିଜ ପାଇଁ ସମୟ ବାହାର କରି ଆସି ଭେଟ ହୋଇଥାନ୍ତି , ଆପଣ ଭଲ ଭାବେ ଜାଣିପାରୁଥିବେ କେତେ ଗଭୀର ସଂମ୍ପର୍କ ସହ ଗଭୀର ବନ୍ଧୁତା ଅଛି ଏହି ଫଟୋଗୁଡିକ ମାଧ୍ୟମରେ ।

Leave a Reply

Your email address will not be published.