March 28, 2024

Odia Express

News For Public

ପାକିସ୍ଥାନୀ ଅଧିନାୟକ ଦେଖାଇଲେ ନିଜର ଓକାତ୍ , ସରଫରାଜ୍ ଙ୍କ ଏହି ହରକତ୍ ପାଇଁ ସବୁ ଭାରତୀୟ ରାଗିଯିବେ ନିଶ୍ଚୟ – ପଢନ୍ତୁ କଣ କହିଲେ ସେ..

1 min read

ପାକିସ୍ଥାନ କ୍ରିକେଟ୍ ଟିମର ଅଧିନାୟକ ସରଫରାଜ୍ ଅହମ୍ମଦ ଦକ୍ଷିଣ ଆଫ୍ରିକା ଠାରୁ ମିଳିଥିବା ଜିତ୍ ଓ ଆତ୍ମବିଶ୍ୱାସ ଯୋଗୁଁ ଇଣ୍ତିଆ ହାର୍ କୁ ଭୁଲି ଗଲେ । ଇଣ୍ତିଆନ୍ ଟୀମ୍ କୁ ନେଇ ଏପଟ ସେପଟ କଥା କହିବାକୁ ପଡିଲା , ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଯେବେ ତାଙ୍କ ଗେମ୍ ଷ୍ଟାର୍ଟେଜି ବିଷୟରେ କଥା କୁହାଗଲା ତେବେ ସରଫରାଜ୍ ବିନା କାରଣରେ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟରେ କହିବାକୁ ଆସିଲେ , ଆମେ ତାଙ୍କ ବୟାନ୍ କହିବୁ ,ଟସ୍ ଜିତିବାପରେ ପ୍ରଥମ ବ୍ୟାଟିଙ୍ଗ୍ କରି ପାକିସ୍ଥାନ ହେରିସ୍ ସୋହେଲ୍ ୮୯ ଓ ବାବର୍ ଆଜମ୍ ୬୯ ରନ୍ କରି ୫୦ ଓଭରରେ ସାତ ୱିକେଟ୍ ରେ ୩୦୮ ରନ୍ ସ୍କୋର୍ କରିଥିଲେ ।

 

ଏହି ମୁକାବଲାରେ ସେ ଦକ୍ଷିଣ ଆଫ୍ରିକାଙ୍କୁ ୫୦ ଓଭରରେ ୯ ୱିକେଟ୍ ନେଇକରି ୨୫୯ ରନ୍ ହାର୍ ର ସ୍ୱାଦ ଚଖାଇଦେଲେ । ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସି ୬୩ ରନ୍ କରିଥିଲେ । ସେମିତି ଏହି ମୁକାବଲାରେ ପାକିସ୍ଥାନ ତରଫରୁ ସଦାବ୍ ଖାନ୍ ଓ ବହାବ ରିୟାଜ ୩-୩ ୱିକେଟ୍ ନେଇଥିଲେ ।ଏହି ମ୍ୟାଚ ପରେ ଏହି ଜିତ୍ କୁ ନେଇକରି ସରଫରାଜଙ୍କ କହିବା କଥା କି ତାଙ୍କର ଟିମ୍ ଏକ ଭାଗ ଖେଲିଛନ୍ତି , ସେ କହିଲେ କି ଏହା ଏକ ସଂପୂର୍ଣ୍ଣ ଟିମ୍ ପରଫାରମାନ୍ସ ଅଟେ ,ଏଥିରେ ଆମେ ଆତ୍ମବଳ ମିଳିଛି , ଏବେ ଆମେ ଆପଣଙ୍କ ଆଗରେ ସବୁ ମ୍ୟାଚ୍ ଜିତିବାର ଅଛି କିନ୍ତୁ ତାହା ପୂର୍ବରୁ ଆମେ ନିଜ ଫିଲଡିଙ୍ଗ୍ ସୁଧାର କରିବାର ଅଛି , ଆମେ ବହୁତ କ୍ୟାଚ୍ ଛାଡିଛୁ , ଆଗକୁ ଆମର ସବୁ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଅଟେ , ଓ ଏହି କାରଣରୁ ଆମେ କିଛି ଭୁଲ୍ ବାଟ ନେବାକୁ ଚାହିଁବୁ ନାହିଁ ,

 

ସେ ଏହି ଆତ୍ମବିଶ୍ୱାସରେ କହିଲେ କି ଆମେ ଆଗକୁ ତିନୋଟି ମ୍ୟାଚ୍ ଜିତିବୁ , ଓ ଏହା ସହ ଭାରତକୁ ଫାଈନାଲ୍ ରେ ହରାଇକରି ୱାର୍ଲଡକପ୍ ନେବୁ , ସରଫରାଜ୍ ଙ୍କୁ ମିଳିଥିବା ଏହି ହାର୍ ପାଇଁ ଚିନ୍ତିତ ଅଛି, ଏହି କଥାକୁ ତାଙ୍କୁ ବୁଝା ପଡୁଛି କି ଯିତ୍ କେଉଁ ଟିମ୍ କୁ ମିଳିଛି, ସରଫରାଜ୍ ଏହି କଥା କେଉଁ ଆଉ ଟିମ୍ କୁ କରିବାକୁ ଲାଗିଲେ , ସେମି ଫାଇନାଲ୍ ଓ ଫାଇନାଲ୍ ମୁକବଲା କାହାର ସହ ହେବ , ଏହା କଥା ଅଛି , କିନ୍ତୁ ପାକିସ୍ଥାନ ଟିମ୍ ଇଣ୍ତିଆ କେତେ ଚିଢିଛି, ଏହା ସଫା ଜଣାଯାଉଛି ,

 

ଆପଣଙ୍କୁ କହିଦେବୁ କି ୱାର୍ଲଡ କପ୍ ୨୦୧୯ ୧୬ ଜୁନ୍ କୁ ହୋଇଥିବା ମୁକାବଲା ପାକିସ୍ଥାନୀ ଟିମ୍ ପୂର୍ବରୁ ବହୁତ ଥର ଭାରତ ସାମ୍ନାରେ ଏତେ ଶୋଚନୀୟ ଭାବେ ହାରିଥିଲା ।ଏହି ହାର୍ ପରେ ତାଙ୍କର ବହୁତ ପରିହାସ କରାଯାଇଥିଲା । ଏତିକି ନୁହେଁ ପାକିସ୍ଥାନୀ ରାଗରେ ଭରିରହିଥିଲେ, ସେପଟେ ଅଧିନାୟକ ଆହୁରି ଚିଡିକରି ଥିଲେ।

Leave a Reply

Your email address will not be published. Required fields are marked *