April 14, 2024

Odia Express

News For Public

ଇରାକର ପାହାଡରେ ମିଳିଲା ଭଗବାନ ଶ୍ରୀରାମଙ୍କ ଚିହ୍ନ , ଏହି ଫଟୋ ହେଉଛି ତାଙ୍କର ଅସ୍ତିତ୍ୟର ପ୍ରମାଣ – ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ ନିଶ୍ଚୟ..

ଭାରତ ଦେଶରେ ଭଗବାନ ରାମଙ୍କର ପୁଜା ଅର୍ଚ୍ଚନା କରାଯାଏ । ଭଗବାନ ରାମଙ୍କୁ ନେଇକରି ଭାରତରେ ଅପାର ଶ୍ରଦ୍ଧା ଓ ଆସ୍ଥା ଦେଖିବାକୁ ମିଳେ , କିନ୍ତୁ ଏହି କିଛି ଦିନ ହେବ ଇରାକରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି , ଇରାକରେ ଭଗବାନ ରାମଙ୍କ ଅସ୍ତିତ୍ୟକୁ ନେଇ ଏକ ବଡ ଦାବି କରାଯାଇଛି , ଯେଉଁଥିରେ ଅଯୋଧ୍ୟା ସଂସ୍ଥାନ କରିଛନ୍ତି । ଏହି ଦାବି ପରେ ଇତିହାସକାର ମାନେ ସୋଧ ସଂସ୍ଥାଙ୍କ ମଧ୍ୟରେ ଏକ ବିବାଦ ହୋଇଛି , ଦାବିର ମୁତାବିକ ଇରାକରେ ଭଗବାନ ରାମଙ୍କ ଅସ୍ତିତ୍ୟ ସହ ଯୋଡି ହୋଇଥିବା କିଛି ପ୍ରମାଣ ମିଳିଛି , ଯେଉଁଥିରେ ଇତିହାସକାର ଏହାକୁ ମନା କରିଛନ୍ତି , ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

 

ଭଗବାନ ରାମଙ୍କର ଅସ୍ତିତ୍ୟ ଇରାକରେ ନଥିଲା , ଏହି କଥାକୁ ବିବାଦ ଉପୁଜିଛି , ଦୁହେଁ ପକ୍ଷ ଲଗାତାର ଏହି ଦାବିକୁ ସିଦ୍ଧ କରିବାପାଇଁ ନାନାଦି ଚେଷ୍ଟା ଚଲାଇଛନ୍ତି , କିନ୍ତୁ ଏହି ମଧ୍ୟରେ ଇରାକ ମଧ୍ୟରେ କିଛି ଫଟୋ ସାମନାକୁ ଆସିଛି, ଏହି ଫଟୋରେ ଆକାର ହୋଇଥିବା ରାମ ଓ ହନୁମାନଙ୍କ ସଜ୍ଞା ଦିଆଯାଇଛି, ଯାହାର କାରଣରୁ ଇରାକ ଭଗବାନ ରାମଙ୍କ ଅସ୍ତିତ୍ୟ ଉପରେ ଦାବି ହୋଇଛି, ଏହି ଦାବି କେତେ ସଠିକ୍ କିମ୍ବା ନୁହେଁ ଏହା କହିପାରିବା ମୁସକିଲ୍ ଅଟେ  କିତ୍ନୁ ଏହି ନୁଆ ଯୂକ୍ତିରେ ଏକ ବିବାଦ ହୋଇସାରିଛି ।

 

ଇରାକ ଭଗବାନ ରାମଙ୍କୁ ନେଇକରି ଯେଉଁ ବିବାଦ ହୋଇଛି ତାହାର ଜନ୍ମ ଦାତା ଭାରତୀୟ ପ୍ରତିନିଧିମଣ୍ତଳ ଅଟେ ,ଯିଏକି ଇରାକରେ ୨୦୦୦ ଇସା ପୂର୍ବର ଭିତିଚିତ୍ର ଦରବନ୍ଧ ଇ ବେଲୁଲା ଚଟ୍ଟାଣରେ ହୋଇଥିଲା । ଅଯୋଧ୍ୟା ଶୋଧ ସଂସ୍ଥାନ ଦାବି କରିଛନ୍ତି କି ଦରବନ୍ଧ ଇ ବେଲୁଲା ଚଟ୍ଟାଣରେ ମିଳିଥିବା ଭିତ୍ତିଚିତ୍ର ଭଗବାନ ରାମଙ୍କର ଅଟେ । କହିଦେବୁ କି ଏଥିରେ ଏକ ରାଜାଙ୍କୁ ଦେଖାଯାଇଛି, ଯେଉଁଥିରେ ସେ ହାତରେ ଧନୁ ଧରିଛନ୍ତି , ଏହା ଛଡା ଫଟୋ ରେ ହନୁମାନଙ୍କ ଫଟୋକୁ ନେଇ ଦାବି ହୋଇଛି, ଏମିତି ମାନାଯାଉଛି କି ଇରାକରେ ଭଗବାନ ରାମଙ୍କର ଅସ୍ତିତ୍ୟ ମିଳିବାର ଯୋଗୁଁ ଏକ ବିବାଦ ହୋଇଛି ,

 

ଅଯୋଧ୍ୟା ସୋଧ ସଂସ୍ଥାନର ନିର୍ଦ୍ଧଶକ ଯୋଗେନ୍ଦ୍ର ପ୍ରତାପ ସିଂ କହିଥିଲେ କି ଏହି ଦୁହେଁ ଭିତ୍ତ ଚିତରେ ଦେଖିକରି ଏହା ଲାଗୁଛି କି ଏହା ଭଗବାନ ରାମ ଓ ହନୁମାନ ଅଟନ୍ତି , ଯେଉଁଥିରେ କେହି ବି ମନାକରିପାରିବେ ନାହିଁ , ଏହି ଶୋଧ ପରେ ଭଗବାନ ରାମଙ୍କୁ ନେଇକରି ଏକ ବିବାଦ ହୋଇଛି, ଯେଉଁଥିରେ ଇତିହାସକାର ଏହାକୁ ଖାରିଜ କରିଦେଇଛନ୍ତି , କିନ୍ତୁ ସୋଧ ସଂସ୍ଥାନ ଏହି ଲୋକ ନିଜ ଦାବିରେ ଅଛନ୍ତି , ଯୋଗେନ୍ଦ୍ର ପ୍ରତାପ କହନ୍ତି କି ସେ ସୋଧ କରିବାପାଇଁ ଇରାକ ସରକାରଙ୍କ ଠାରୁ ଅନୁମତି ମାଗିଥିଲେ ।

 

ଅଯୋଧ୍ୟା ସୋଧ ସଂସ୍ଥା ଦାବି ଖାରିଜ୍ କରି ଇରାକର ଇତିହାସକାର କହନ୍ତି କି ଭିତ୍ତିଚିତ୍ର ଭଗବାନ ରାମଙ୍କ ନୁହେଁ ବରଂ ଇରାକର ପାହାଡୀ ଜନଜାତି ପ୍ରମୁଖ ଟାଡୁଣୀ ଙ୍କୁ ଦେଖାଯାଇଛି,  ଏହି ତଥ୍ୟରୁ ଏବେ ଅଯୋଧ୍ୟା ସୋଧ ସଂସ୍ଥା ଓ ଇତିହାସକାରଙ୍କ ମଧ୍ୟରେ ଏକ ବିବାଦ ହୋଇଛି, ଯାହାକି ଲମ୍ବା ଚାଲିବାର ଅଛି, ଦୁହେଁ ନିଜ କଥାକୁ ସଠିକ୍ ପ୍ରମାଣିତ କରିବାପାଇଁ ନିଜ ତରଫରୁ ସଠିକ୍ ପ୍ରମାଣ ଏକାଠି କରିବାରେ ଚେଷ୍ଟିତ , ଯାହାପରେ ଏହି ବିବାଦ ଦୁର ହୋଇଯିବ ।

 

Leave a Reply

Your email address will not be published. Required fields are marked *