March 26, 2024

Odia Express

News For Public

ଆଗାମୀ ଜୁଲାଇ ମାସର ଆରମ୍ଭରେ ଏହି ୫ ଟି ରାଶିଙ୍କୁ ମିଳିବ ବଡ ଲାଭ , ମା ଲକ୍ଷ୍ମୀ ଓ କୁବେର ହେବେ ମେହେରବାନ…

ବ୍ୟକ୍ତିର ଜୀବନରେ ରାଶିମାନଙ୍କର ଭୁମିକା ବହୁତ ଅଧିକା ଥାଏ । ଜ୍ୟୋତିଷ୍ୟର ପଣ୍ତିତ ମାନେ ଏମିତି କହିଛନ୍ତି କି ଯଦି ଗ୍ରହ ନକ୍ଷତ୍ର କେଉଁ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ ତେବେ ଏହାର କାରଣ ସବୁ ୧୨ ଟି ରାଶି ପ୍ରଭାବିତ ହୋଇଥାନ୍ତି , ଯାହାର କାରଣରୁ ସବୁ ମନୁଷ୍ୟର ଜୀବନରେ ବହୁତ ପ୍ରଭାବ ଦେଖିବାକୁ ମିଳିଥାଏ , ଗ୍ରହର ପରିବର୍ତ୍ତନ ସକାଶେ ବହୁତ ସଂଯୋଗ ଏମିତି ହୋଇଥାଏ , ଯାହା କିଛି ରାଶି ଉପରେ ଭଲ ପ୍ରଭାବ ଦେଇଥା , କେଉଁ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ ।

ଜ୍ୟୋତିଷ୍ୟ ଗଣନା ଅନୁସାରେ ଆସୁଥିବା ମାସ କିଛି ରାଶିମାନଙ୍କର ବହୁତ ହିଁ ଭାଗ୍ୟଶାଳୀ ରହିବାର ଅଛି , ଏହି ରାଶିଗୁଡିକ ଉପରେ ମା ଲକ୍ଷ୍ମୀ ଓ କୁବେର ଦେବତା ମେହେରବାନ ହେବେ । ଓ ଏମାନଙ୍କ ବଡ ପ୍ରଭାବ ମିଳିବାର ସଂଯୋଗ ରହୁଛି , ଏମାନଙ୍କ ଭଲ ଦିନର ଆରମ୍ଭ ହେଉଛି ।

 

୧) ମେଷ ରାଶି : ଏହି ରାଶିର ଲୋକଙ୍କ ଉପରେ ବହୁତ ହିଁ ଭଲ ପ୍ରଭାବ ଦେଖିବାକୁ ମିଳିବ , ଆପଣଙ୍କ ସଫଳତାର ପ୍ରୟାସ ପୁରା ହେବ , ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପାରୁ ଆପଣଙ୍କ ସବୁ ଯୋଜନା ସଫଳତ ହାସିଲ୍ ହେବ , ଆପଣଙ୍କ କାରୋବାରରେ ବୃଦ୍ଧି ଘଟିବ , ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୁରା ହେବ , କିଛି ପୁରୁଣା ବାଦ ବିବାଦ ବୁଝାମଣା ହୋଇପାରିବ , ଶାରରୀକ କଷ୍ଟରୁ ମୁକ୍ତି ମିଳିବ ।

 

୨) ସିଂହ ରାଶି : ଏହି ରାଶି ଉପରେ ମା ଲକ୍ଷ୍ମୀ ଓ କୁବେରଙ୍କର ଅପାର କରୁଣା ରହିବ , ନିଜ ନିବେଶରୁ ଭଲ ଲାଭ ପାଇପାରିବେ , କୋର୍ଟ କଚେରୀ ମାମଲାରେ ଆପଣଙ୍କ ପକ୍ଷ ହିଁ ଜିତ୍ ହାସିଲ୍ କରିବ , ଅଚାନକ ଧନର ପ୍ରାପ୍ତି ହେବ , ଆପଣଙ୍କ ଦ୍ୱାରା ସବୁ କାର୍ଯ୍ୟ ସଫଳ ହେବ , ଆପଣ କେଉଁ ବିପଦପୂର୍ଣ୍ଣ କାମ ନିଜ ହାତକୁ ନେବାପାଇଁ ଚେଷ୍ଟିତ ହେବେ । ଯାହା ଆପଣଙ୍କ ପାଇଁ ଫାଇଦାଦାୟକ ହେବ , ବ୍ୟାପାରିକ ସ୍ଥିତିରେ ବହୁତ ଭଲ ପରିଣାମ ମିଳିବ ।

 

୩) ତୁଳା ରାଶି : ଏହି ରାଶିର ଲୋକଙ୍କ ପାଁ ସମୟ ଲାଭଦାୟକ ହେବ , ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପାରୁ ସବୁ କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ଅସୁବିଧା ଦୁର ହେବ , ଆପଣ ନିଜ ସବୁ କାର୍ଯ୍ୟ ବୁଝାମଣା ପୂର୍ଣ୍ଣ କରିବେ , ଆପଣଙ୍କୁ ଲାଭର ବୃଦ୍ଧି ହୋଇପାଏ , ଏହି ରାଶିର ଲୋକଙ୍କ ପାଈଁ ନୁଆ ସଂବନ୍ଧ ହୋଇପାରେ , ସେୟାର ମାର୍କେଟରେ ନିବେଶ କରିଲେ  ଆପଣଙ୍କୁ ଭଲ ଲାଭ ମିଳିବ , ଅବିବାହିତ ଲୋକଙ୍କର ବିବାହ ପ୍ରସ୍ତାବ ମିଳିପାରେ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

 

୪) ଧନୁ ରାଶି : ଏହି ରାଶିର ଲୋକଙ୍କ ପାଁଂ ସବୁ ଚିନ୍ତା ଦୂର ହେବ । ଆପଣଙ୍କ ଆସୁଥିବା ସମୟ ଆନନ୍ଦ ଦାୟକ ହେବ , ମା ଲକ୍ଷ୍ମୀ ଓ କୁବେର ଦେବତା କୃପାରୁ ଆପଣଙ୍କୁ ଭଲ ଯୋଜନାରୁ ଲାଭ ମିଳିପାରେ ,  ବିଦ୍ୟାର୍ଥିଙ୍କ ପାଈଁ ଶିକ୍ଷା କ୍ଷେତ୍ରରେ ସଫଳତା ହାସିଲ୍ ହେବ , ରଚନାତ୍ମକ କାର୍ଯ୍ୟରେ ବୃଦ୍ଧି ହେବ , ବାପାଙ୍କ ସହ ଯୋଗରୁ ଭଲ ଲାଭ ପ୍ରାପ୍ତ ହେବ , କାର୍ଯ୍ୟସ୍ଥଳ ସହ କାମ କରୁଥିବା ଲୋକଙ୍କର ସାହାଯ୍ୟ ମିଳିବ , ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ ।

 

୫) କୁମ୍ଭ ରାଶି : ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପାରୁ କିଛି ପ୍ରୟାସରୁ ଭଲ ସଫଳତା ହାସିଲ୍ କରିବର ଯୋଗ ହେଉଛି , ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହୋଇପାରେ । ଆପଣ ଭାବୁଥିବା କାର୍ଯ୍ୟ ପୁରା ହେବ , ମାନସିକ ଚିନ୍ତା ଦୂର ହେବ , ବେପାରରେ ଲାଭ କରିବେ , ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ଖୁସି ହେବେ , ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ , କିଛି ଲୋକ ଆପଣଙ୍କ ଭଲ ବ୍ୟବହାର ପାଇଁ ପ୍ରଭାବିତ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *