March 29, 2024

Odia Express

News For Public

ସଞ୍ଜୟ ଦତ୍ତଙ୍କ ଛୋଟ ଝିଅ ଇକରା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ତାଙ୍କ ଆଗେ ଦୀପିକା ଅନୁଷ୍କା ମଧ୍ୟ ଫିକା ପଡିଯିବେ – ଏବେ ଦେଖି ନିୟନ୍ତୁ..

ମା ଓ ଝିଅର ସଂମ୍ପର୍କ ବହୁତ ମଧୁର ସଂମ୍ପର୍କ ଅଟେ ସେମାନେ ବହୁତ କଥା ଜଣେ ଅନ୍ୟ ଜଣଙ୍କୁ ସେୟାର୍ କରିନିଅନ୍ତି, ଗୋଟେ ଗୋଟେ ଥର ସେମାନେ ନିଜ ସାଙ୍ଗ ଭାବି ମିଶିଯାଇଥାନ୍ତି , ମା ଓ ଝିଅ ପରସ୍ପର ମଧ୍ୟରେ ବହୁତ ମିଶିଯାଆନ୍ତି , ସୁଖ ଦୁଃଖରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରି ନିଜ ଦାୟିତ୍ୱ ନିଭାଇଥାନ୍ତି । ଏମିତି ଏକ ମା ଝିଅର ଯୋଡି ଆମ ଫିଲ୍ମ ଜଗତରେ ଦେଖିବାକୁ ମିଳୁଛି , ସଞ୍ଜୟ ଦତ୍ତଙ୍କ ସ୍ତ୍ରୀ ମାନ୍ୟତା ଓ ତାଙ୍କ ଝିଅ ଇକରା ଦତ୍ତଙ୍କ କଥା ଆମେ କହୁଛୁ ।ଆପଣଙ୍କୁ ଜଣେଇଦେବୁ କି ମାନ୍ୟତା ସଞ୍ଜୟ ଦତ୍ତଙ୍କ ତୃତୀୟ ସ୍ତ୍ରୀ ଅଟନ୍ତି , ଦୁହେଁ ୭ ଫେବୃୟାରୀ ୨୦୦୮ ରେ ଗୋଆରେ ବିବାହ କରିଥିଲେ । ପ୍ରାୟ ଦୁଇ ବର୍ଷ ପରେ ୨୧ ଅକ୍ଟୋବର ୨୦୧୦ କୁ ଦୁହେଁଙ୍କର ଜାଆଁଳା ଛୁଆର ବାପା ମା ହୋଇଥିଲେ । ତାଙ୍କର ଗୋଟିଏ ପୁଅ ହୋଇଥିଲା ଯାହାଙ୍କ ନାଁ ଶାହରାନ୍ ରଖାଯାଇଥିଲା । ଯେବେ କି ଝିଅର ନା ଇକରା , ମାନ୍ୟତା ବହୁତଥର ନିଜ ପରିବାର ସହ ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରନ୍ତି , ଏମିତିରେ ଗତ ସୋମବାର ଦିନ ନିଜ ଝିଅ ସହ ଏକ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ ।

 

ଏହି ଫଟୋ ରେ ମା ଓ ଝିଅ ଦୁହେଁ ଏକାଭଳି ଡ୍ରେସ୍ ପିନ୍ଧିଛନ୍ତି , ସ୍ୱେଟର ଓ ସ୍କର୍ଟ ସହ ଦୁହେଁ ବହୁତ ବଢିଆ ଦେଖାଯାଉଥିଲେ । ଏହି ଫଟୋ ବିଦେଶରେ ସପିଙ୍ଗ୍ କରୁଥିବା ବେଳର ଅଟେ , ଫଟୋ ଦେଖୁଥିବା ବେଳେ ଲାଗେ କି ଆଜି ଦୁହେଁ ମା ଓ ଝିଅ ବହୁତ ସାରା ସପିଙ୍ଗ୍ କରିବେ , ଏହି ଫଟୋକୁ ସେୟାର୍ କରି ମାନ୍ୟତା ଲେଖିଥିଲେ କି ସାଥ୍ ରହୋ ସାଥ୍ ବଢୋ , ଖୁସ୍ ରହୋ ।

 

ସୋସିଆଲ୍ ମିଡିଆରେ କହିଲେ ମାନ୍ୟତା ଓ ଇକରାଙ୍କର ଏହି ଫଟୋକୁ ଲୋକେ ବହୁତ ପସନ୍ଦ କରନ୍ତି , ତାଙ୍କ ମା ଝିଅ ଏହି ଯୋଡି ବହୁତ ସୁନ୍ଦର ଲାଗୁଛି , ଜଣେ ୟୁଜର୍ ଲେଖିଥିଲେ କି ବିଲକୁଲ୍ ନିଜ ମା ପରି ଦେଖାଯାଉଛନ୍ତି ଇକରା , ଅନ୍ୟ ଏକ ୟୁଜର୍ ଲେଖିଥିଲେ କି ମା ଝିଅ ସପିଙ୍ଗ୍ ରେ ଯାଊଛନ୍ତି , ଏହି ସ୍ମୃତି ସବୁବେଳେ ସ୍ମରଣୀୟ ହୋଇରହିବ , ଏହି ଫଟୋ ଏବେ ବହୁତ  ହଜାର ଲାଇକ୍ସ ଓ କମେଣ୍ଟ ଆସିଛି ।

 

କହିଦେବୁ କି ମାନ୍ୟତା ଓ ସଞ୍ଜୟ ଦତ୍ତ ନିଜ ଛୁଆଙ୍କ ବହୁତ ଘନିଷ୍ଠ ରୁହନ୍ତି , ସେ ଥରେ ସାକ୍ଷାତକାରରେ କହିଥିଲେ ଯେବେ ସେ ମୁମ୍ବାଇ ଧମାକା କେସ୍ ରେ ବେଆଇନ ରୁପରେ ହତିଆର ରଖିବାରେ ପୁଣେ ଜେଲ୍ ରେ ଦଣ୍ତ ଭୋଗୁଥିଲେ ତେବେ ସେ ନିଜ ଛୁଆଙ୍କୁ ଦେଖିବାକୁ ବହୁତ ଚିନ୍ତିତ ଥିଲେ । ତାଙ୍କ ସ୍ତ୍ରୀ କହିଲେ କି ଛୁଆଙ୍କୁ ଏହି ଜେଲରେ ଦେଖା କରିବାପାଇଁ ସେ ନେଇଯାଉଥିଲେ । କିନ୍ତୁ ସଞ୍ଜୟ ଦତ୍ତ ମନା କରୁଥିଲେ । ସେ ଚାହୁଁନଥିଲେ କି ତାଙ୍କ ଛୁଆ ଏପରି ହାଲତରେ ଦେଖି ଦୁଃଖୀ ହେବେ , ସେ ତାଙ୍କ ଛୁଆଙ୍କୁ ଏହା ବି କହିଥିଲେ କି ସେ କେଉଁ ଫିଲ୍ମ ସୁଟିଂ କରିବାକୁ ବାହାରକୁ ଯାଇଛନ୍ତି  ।

 

ଆଉ ଏକ ମଜାଦାର କଥା କହିବୁ କି ଯେବେ ସଞ୍ଜୟ ମାନ୍ୟତାଙ୍କୁ ବିବାହ କରିଥିଲେ ତେବେ ବହୁତ ଲୋକ ଖୁସି ନଥିଲେ , ଖାସକରି ସଞ୍ଜୟ ଦତ୍ତଙ୍କ ଦୁଇ ଭଉଣୀ ନମ୍ରତା ଦତ୍ତ ଓ ପ୍ରୀୟା ଦତ୍ତ ଚାହୁଁନଥିଲେ କି ମାନ୍ୟତା ତାଙ୍କ ଘରର ବୋହୁ ହୁଅନ୍ତୁ , ଏମିତିରେ ମାନ୍ୟତା ଓ ସଞ୍ଜୟ ଦୁଇ ଭଉଣୀଙ୍କୁ ମନାଇବାପାଇଁ ବହୁତ ଚେଷ୍ଟା କରିଥିଲେ । ପରେ ସେ କାହାର ଶୁଣିନଥିଲେ ଓ ବିବାହ କରିନେଇଥିଲେ । ଏବେ ସବୁ କିଛି ଠିକ୍ ଚାଲୁଛି , ଓ ଦୁହେଁ ନିଜ ପାରିବାରିକ ସୁଖରେ ଅଛନ୍ତି ।

Leave a Reply

Your email address will not be published. Required fields are marked *