ସଲମାନ ଖାନ୍ ଉପହାର ଦେଇଥିଲେ ଏହି ଅମୁଲ୍ୟ ଜିନିଷ ,ପ୍ରକୁତରେ କେଉଁ କାରଣ ସକାଶେ ଏହି ଗାଡିକୁ ବିକ୍ରି କରିବା ପାଇଁ ବାଧ୍ୟ ହେଇଛନ୍ତି ତାଙ୍କ ଭଉଣୀ ଅର୍ପିତା..

ବଲିଉଡ୍ ରେ ଭାଇଜାନ୍ ଙ୍କ କଥା କହିଲେ ତାଙ୍କ ହୃଦୟ କେତେ ବଡ ଏହା ସମସ୍ତେ ଜାଣିଛନ୍ତି , ଏହି ଇଣ୍ତଷ୍ଟ୍ରିରେ ସଲମାନ ନିଜ ବନ୍ଧୁ ଓ ଶତ୍ରୁଙ୍କ ପାଇଁ ଜଣାଯାଆନ୍ତି , ସଲମାନ ଯାହାଙ୍କୁ ଭଲ ପାଆନ୍ତି ତାହା ପାଇଁ ତାଙ୍କ ପାଇଁ ହୃଦୟ ବି ଜାହିର୍ ହୋଇଥାଏ । କଥା କହିବା ସଲମାନଙ୍କ ଫ୍ୟାମିଲି ବିଷୟରେ ତେବେ ଜଣେ ତାଙ୍କର ଫ୍ୟାମିଲି ସଦସ୍ୟ ଅଛନ୍ତି , ଯିଏକି ସମସ୍ତେ ତାଙ୍କ ବିଷୟରେ ଜାଣିଛନ୍ତି । ସଲମାନ ସେମିତି ସବୁ ଫ୍ୟାମିଲି ମେମ୍ବରଙ୍କ ସହ ଭଲ ପାଇବା ଦିଅନ୍ତି କିନ୍ତୁ ତାଙ୍କର ଅଧିକା ଭଲ ପାଇବା ତାଙ୍କ ଭଉଣୀ ଅର୍ପିତାଙ୍କ ଉପରେ ଥାଏ ।

 

ସେମିତି ସଲମାନ ନିଜ ସବୁ ଭଉଣୀଙ୍କୁ ଭଲ ପାଆନ୍ତି କିନ୍ତୁ ତାଙ୍କ ଭଉଣୀଙ୍କ ସହ ବେଶୀ ଭଲ ପାଇବା ଅଛି , ସେ ଅର୍ପିତା ଖାନ୍ ଙ୍କୁ ତାଙ୍କ ଭଣଜା ଆହିଲ୍ ଙ୍କ ଜନ୍ମ ଦିନ ପରେ BMW 730LD M-Sport କାର୍ ଗିଫ୍ଟ କରିଥିଲେ । ଯାହାର ଦାମ୍ ୧,୫ କୋଟି ଅଟେ , କୁହନ୍ତି ଯେ କୌଣସି ଉପହାର ସେହି ସଂମ୍ପର୍କ ପାଇଁ ଏକ ଛାପ ଛାଡିଦିଏ , ତାହାର ଦାମ୍ ଦ୍ୱାରା ଭଲ ପାଇଁ ଗଣନା କରଯାଇପାରିବ ନାହିଁ , କିନ୍ତୁ ସଲମାନ ଏହି କାର୍ ଦାମ୍ ଓ ତାଙ୍କ ଅର୍ପିତାଙ୍କ ପାଇଁ ଭଲ ପାଇବା ଉଭୟ ଦେଖାଇଥିଲେ ।

 

କିନ୍ତୁ ଏମିତି କିଛି ହୋଇଗଲା ଅର୍ପିତାଙ୍କ ସହ ଯିଏକି ନିଜ ଭାଇଙ୍କ ଦ୍ୱାରା ଗିଫ୍ଟ କରାଯାଇଥିବା କାର୍ କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । କହିଦେବୁ କି BMW 730LD M-Sport କାର୍ ଏବେ ବିକ୍ରି ହେବାକୁ ପ୍ରସ୍ତୁତ ଅଛି  ଅର୍ପିତା BMW 730LD M-Sport କାର୍ ଲକ୍ଜୁରୀ ମାର୍କେଟ୍ ପ୍ଲେସ୍ ବିଗ୍ ଟୟ୍ ୱେବସାଇଟ୍ ରେ ଲିଷ୍ଟ କରିଛନ୍ତି । ଏହି କାର୍ ର ଦାମ୍ ୭୫ ଲକ୍ଷ ଟଙ୍କା ଅଛି , ୱେବସାଇଟ୍ ମୁତାବିକ ଏହି କାର୍ ୧୧,୫୦୦ କିମି ଚାଲିଛି, କହିଦେବୁ କି ଏହି କାର୍ ୨୦୧୬ ମଡେଲର କାର୍ ଅଟେ । କହିଦେବୁ କି ଏହି କାର୍ କୁ ଏବେ ଅର୍ପିତା କଣ ପାଇଁ ବିକ୍ରି କରିବାକୁ ଚାହଁନ୍ତି ତାହା ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି କଣ କାରଣ ହୋଇପାରେ , କହିଦେବୁ କି ଏହା ସିଙ୍ଗଲ୍ ଓନର୍ କାର୍ ଅଟେ , ଓ ଏହି କାର୍ ସଲିମ୍ ଖାନ୍ ଙ୍କ ନାଁରେ ରେଜିଷ୍ଟ୍ରର୍ ହୋଇଛି, ଯିଏକି ସଲମାନ ଓ ଅର୍ପିତା ଖାନ୍ ଙ୍କ ବାପା ଅଟନ୍ତି ।

 

ଏବେ କଥା ହେବା ଏହି କାରର ବିଶ୍ୱେଷତା ବିଷୟରେ କହିଦେବୁ କି ଏହି କାର୍ ସୁନ୍ଦର ଦେଖାଯିବା ସହ ବହୁତ ପାୱାରଫୁଲ୍ ବି ଅଟେ , ଏଥିରେ ୩ ଲିଟର ପେଟ୍ରୋଲ୍ ଟ୍ୟାଙ୍କ୍, ଇନ୍ ଲାଇନ୍ ୬ ସିଲିଣ୍ତର ଡିଜେଲ୍ ଇଞ୍ଜିନ୍ ଲାଗିଛି, ଯାହା ୨୬୫ ବିଏଚ୍ ପି ପାୱାର୍ ଓ ୬୨୦ ଏନ୍ ଏମ୍ ଟର୍କ ଦେଇଥାଏ , ରାତିରେ ଉଜ୍ଜଳ ଆଲୋକ ପାଇଁ ଏଥିରେ ବିଏମ୍ ଡବଲୁ ରିଭୋଲୁସନାରୀ ଲେଜର ହେଡଲାଇଟ୍ ଦେଇଛନ୍ତି , ଯାହା ଲମ୍ବା ବାଟ ପାଇଁ ବିମ୍ ପ୍ରଦାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *