March 29, 2024

Odia Express

News For Public

ଇଣ୍ଟରଭ୍ୟୁରେ ପଚାରାଗଲା କି ଗାଡ଼ିରେ ଟାୟାର୍ ର ରଙ୍ଗ କଣ ପାଇଁ କେବଳ କଳା ହୋଇଥାଏ , ମିଳିଲା ଏପରି ଜବାବ୍ କି ଜର୍ଜ ବି ହୋଇଗଲେ ସ୍ତବ୍ଧ..

ଆପଣ ଗାଡିଗୁଡିକ ବହୁତ ଦେଖିଥିବେ କିମ୍ବା ଚଲାଇଥିବେ , ଆପଣ ଭଲ ଭାବେ ଜାଣିଥିବେ କି ଗାଡିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାର୍ଟ ହୋଇଥାଏ ଗାଡିର ଟାୟାର୍ , ବିନା ଟାୟାର୍ ରେ ଗାଡି ଚଲାଇବା ଅସମ୍ଭବ ଅଟେ , ସେ ଦୁଇ ଚକିଆ ହେଉ କିମ୍ବା ଚାରି ଚକିଆ ଯାନ ହେଉ ।କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ଟାୟାର୍ କଣ ପାଇଁ ସବୁବେଳେ କଳା ରଙ୍ଗର ହୋଇଥାଏ , ଯେବେ ଗାଡିରେ ଅଲଗା ଅଲଗା ପରି ହୋଇଥାଏ କିନ୍ତୁ ଟାୟାର୍ ସବୁବେଳେ କଳା ରଙ୍ଗର ହୋଇଥାଏ , ଆସନ୍ତୁ ଜାଣିବା ଏହାର ରହସ୍ୟ । ଆପଣ ସମସ୍ତେ ଜାଣିଥିବେ କି ଟାୟାର୍ ହାର୍ଡ ରବର ଦ୍ୱାରା ତିଆରି କରାଯାଏ , କିନ୍ତୁ ପ୍ରାକୃତିକ ରବର ରଙ୍ଗ ସ୍ଲେଟି ହୋଇଥାଏ , ତେବେ ଟାୟାର୍ ରଙ୍ଗ କଳା କଣ ପାଇଁ , କହିଦେବୁ ଏହାର ରଙ୍ଗ ବଦଳିଯାଇଥାଏ , ଓ ସ୍ଲେଟି ରୁ କଳା ହୋଇଯାଏ , ଟାୟାର୍ ବନେଇବା ପ୍ରକିୟାକୁ ବ୍ଲାକ୍ ନାଇଜେସନ୍ କୁହାଯାଏ ,

 

ଟାୟାର୍ ବନେଇବାକୁ ହେଲେ କଳା କାର୍ବନର ବ୍ୟବହାର ହୋଇଥାଏ , ଯେଉଁଥିରେ ରବର ଜଲଦି ଘର୍ଷଣ ଦ୍ୱାରା ନଷ୍ଟ ନ ହେଉ ମ, ଯଦି ସାଧା ରବରର ଟାୟାର୍ ୧୦ ହଜାର କିଲୋମିଟର ଚାଲିପାରିବ , ତେବେ କାର୍ବନଯୁକ୍ତ ଟାୟାର୍ ଏକ ଲକ୍ଷ କିଲୋମିଟର କିମ୍ବା ତା ଠାରୁ ଅଧିକା କିଲୋମିଟର ଗତି କରିପାରିବ , କିନ୍ତୁ ଯଦି ସାଧାରଣ ଟାୟାର୍ ରେ ରବର ଲଗାଇଦେଲେ ଏହା ଅଧିକା ଘର୍ଷଣ ହେବ ଓ ଅଧିକା ଦିନ ଚାଲି ପାରିବ ନାହିଁ , ଏଥିପାଇଁ ଟାୟାର୍ ନିର୍ମାଣରେ କଳା କାର୍ବନ ସହ ସଲଫର୍ ମିଶାଯାଇଥାଏ , ଯାହା ଦ୍ୱାରା ଟାୟାର୍ ଅଧିକା ଦିନ ଯାଏଁ ଚାଲିପାରିବ ,

 

କଳା କାର୍ବନର ବି ଶ୍ରେଣୀ ହୋଇଥାଏ , ଓ ରବର ନରମ ହେବ କି ଶକ୍ତ ଏହା ନିର୍ଭର କରିଥାଏ କି ଏଥିରେ କେଉଁ ଶ୍ରେଣୀର କାର୍ବନ ମିଶାଯାଇଛି , ନରମ ରବର ଟାୟାରରେ ମାଟିକୁ ଜାବୁଡି ଧରିବା ଅଧିକା ଥାଏ , କିନ୍ତୁ ସେ ଅଧିକା ଘର୍ଷଣ ଯୋଗୁଁ ନଷ୍ଟ ହୋଇଯାଏ , ଯେବେ କି ଶକ୍ତ ଟାୟାର୍ କମ୍ ଘର୍ଷଣ ଯୋଗୁଁ ଅଧିକା ଦିନ ଚାଲିଥାଏ ,

 

ଟାୟାର୍ ତିଆରି କରୁଥିବା ସମୟରେ ସେଥିରେ ସଲଫର ବ୍ୟବହାର ହୋଇଥାଏ , ଓ କାର୍ବନ କଳା ହେବା କାରଣରୁ ଏହା ଅଲଟ୍ରା ଭାଓଲେଟ୍ କିରଣରୁ ବଞ୍ଚିଯାଇଥାଏ , ଏବେ ଆପଣ ବୁଝିପାରିଥିବେ କି ଟାୟାର୍ ର ରଙ୍ଗ କଣ ପାଇଁ ସବୁବେଳେ କଳା ହୋଇଥାଏ , ଯାହା ଦ୍ୱାରା ଆପଣଙ୍କ ଖର୍ଚ୍ଚ କମ୍ ହେଉ , ଓ ଟାୟାର୍ ଦୀର୍ଘ ସମୟ ପାଇଁ ଚାଲିପାରୁ ,

Leave a Reply

Your email address will not be published. Required fields are marked *