April 22, 2024

Odia Express

News For Public

ଜାପାନରେ ଲାଗିଲା ଜୟ ଶ୍ରୀରାମ ନାରା , ତେବେ ମୋଦୀ ଦେଲେ ଏଭଳି ଜବାବ..

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ G-20 ସମିଟ୍ ରେ ଭାଗ ନେବାପାଇଁ ଜାପାନର ଓସାକାରେ ପହଞ୍ଚିଥିଲେ । ଏଠାରେ ଭାରତୀୟ ସମୁଦାୟର ଲୋକଙ୍କ ସଂବୋଧିତ କରିଥିଲେ ।  ଯେପରି ମୋଦୀଙ୍କ ଭାଷଣ ଶେଷ ହୋଇଥିଲେ ଭାରତୀୟ ଜୟଶ୍ରୀରାମ ନାରା ଲଗାଇବା ଆରମ୍ଭ କରିଥିଲେ । ଏହି ସମୟରେ ମୋଦୀ ହସିକରି ଅଭିନନ୍ଦନ କରିଥିଲେ । ନିଜ ସଂବୋଧନରେ ମୋଦୀ କହିଲେ କି ଅପ୍ରବାସୀ ଭାରତୀୟ ବି ଲୋକତନ୍ତ୍ରକୁ ମଜବୁତ ବନାଇଥିଲେ । ଯେବେ ଦୁନିଆଁର ଭାରତ ସଂମ୍ପର୍କିୟ କଥା ଆସିଥାଏ ତେବେ ଜାପାନର ସେଥିରୁ ଏକ ଅହମ ସ୍ଥାନ ଅଟେ । ଏହି ସଂମ୍ପର୍କ ଆଜି ନୁହେଁ , ବରଂ ବହୁ ବର୍ଷରୁ ଅଟେ , ଏମାନଙ୍କ ମୂଳରେ ଆତ୍ମିୟତା ଅଟେ , ଜଣେ ଅନ୍ୟଙ୍କ ସଂସ୍କୃତି ଓ ସଭ୍ୟତା ପାଇଁ ସମ୍ମାନ ଅଟେ , ସବକା ସାଥ୍ ସବକା ବିକାଶ , ସବକା ବିଶ୍ୱାସ ଯେଉଁ ମନ୍ତ୍ର ଉପରେ ଆମେ ଚାଲୁଛେ , ସେ ଭାରତ ଉପରେ ଦୁନିଆଁର ବିଶ୍ୱାସ ମଜବୁତ କରିବ ।

 

ପୂର୍ଣ୍ଣ ବହୁମତ ସରକାର ବିଷୟରେ କହିକରି ମୋଦୀ କହିଲେ କି ୧୯୭୧ ପରେ ଦେଶର ପ୍ରଥମଥର ସରକାର ପ୍ରୋ ଇକମ୍ବେସି ଜନାଦେଶ ଦିଆଯାଈଛି ,ଏହି ଜିତ୍ ସତ୍ୟତା ଜିତ୍ ଅଟେ । ଭାରତର ଲୋକତନ୍ତ୍ର ଜିତ୍ ଅଟେ  ,୧୩୦ କୋଟି ଭାରତୀୟଙ୍କ ପୂର୍ବରୁ ମଜବୁତ ସରକାର ବନାଯାଇଛି ,ଏହା ଆପଣଙ୍କ ବହୁତ ବଡ ଘଟଣା ଅଟେ , ତିନି ଦଶକ ପରେ ପ୍ରଥମ ଥର ଲଗାତାତ ଦ୍ୱିତୀୟଥର ପୁର୍ଣ୍ଣ ବହୁମତ ସରକାର ବନାଇଛନ୍ତି , ୭ ମାସ ପରେ ଆଉଥର ମୋତେ ଜାପାନର ମାଟିରେ ଆସିବାକୁ ମଉକା ମିଳିଲା । ଗତ ଥର ଯେବେ ମୁଁ ଆସିଥିଲି ତେବେ ମୋର ମିତ୍ର ସିଂଜୋ ଆବେ ଉପରେ ଭରସା କରି ତାଙ୍କୁ ଜିତାଇଥିଲି , ଏବେ ଯେବେ ମୁଁ ଆସିଛି , ତେବେ ଦୁନିଆଁର ବଡ ଲୋକତନ୍ତ୍ର ଭାରତ ଏହି ପ୍ରଧାନ ସେବକ ଉପରେ ଅଧିକା ପ୍ରେମ ଓ ବିଶ୍ୱାସ ଜତାଇଛନ୍ତି ।

 

ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ପ୍ରଶଂସା କରି ମୋଦୀ କହିଲେ କି ପ୍ରାୟ ଦୁଇ ଦଶକ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜୀ ଓ ପ୍ରଧାନମନ୍ତ୍ରୀ ମୋରୀ ଜୀ ମିଶିକରି ଆମର ସଂମ୍ପର୍କକୁ ଗ୍ଲୋବାଲ୍ ପାର୍ଟନରସିପ୍ ରୁପ ଦେଇଥିଲେ । ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋତେ ମୋର ମିତ୍ର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ସହ ମିଶିକରି ଏହି ସଂମ୍ପର୍କକୁ ମଜବୁତ କରିବାର ମଉକା ମିଳିଲା ପିଏମ୍ ଆବେ ଦିଲ୍ଲୀ ଛଡା ଅହମଦାବାଦ ଓ ବାରଣାସୀ ଯିବାର ସୌଭାଗ୍ୟ ମୋତେ ମିଳିଥିଲା , ପିଏମ୍ ଆବେ ମୋର ସଂସଦୀୟ କ୍ଷେତ୍ର ଓ ଦୁନିଆଁର ସବୁଠାରୁ ପୁରୁଣା ସାଂସ୍କୃତିକ ଓ ଆଧ୍ୟାତ୍ମିକ ନଗରୀ କାଶୀ ଗଙ୍ଗା ଆରତୀରେ ସାମିଲ୍ ହେଲେ , ତାଙ୍କର ଫଟୋ ସବୁ ଭାରତୀୟ ମନରେ ବସିଛି ।

Leave a Reply

Your email address will not be published. Required fields are marked *