ଯଦି ଆପଣଙ୍କ ନାମ A,K,M,T,P ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଏହି ଖବର ଆପଣଙ୍କ ପାଇଁ ଫାଇଦାଦାୟକ ହେଇପାରେ..

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେ କୌଣସି ନାଁର ପ୍ରଥମ ଅକ୍ଷର ତାର ଜୀବନ ସହ ଯୋଡି ହୋଇଥିବା ରହସ୍ୟ ବିଷୟରେ କହିଥାଏ , କେଉଁ ବ୍ୟକ୍ତିର ନାଁ ତାର ରାଶିଫଳ ଓ ନିର୍ଦ୍ଧାରିତ ସମୟ ଅନୁସାରେ ତୟ କରିଥାଏ , ଏମିତିରେ ବ୍ୟକ୍ତି ନିଜ ନାଁର ପ୍ରଥମ ଅକ୍ଷରରୁ ଅଧିକ ମହତ୍ତ୍ୱ ରଖିଥାଏ , ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଏହି ଦୁନିଆଁରେ ୧୨ ଟି ରାଶିର ଲୋକ ରୁହନ୍ତି , ଓ ସବୁ ରାଶିର ନାଁ ଅନୁସାରେ ପ୍ରଥମ ଅକ୍ଷର ଅଲଗା ଅଲଗା ହୋଇଥାଏ । ଏହି ଥର ଚନ୍ଦ୍ରମା ନିଜ ଦିଗ ବଦଳାଇବାର ଅଛି ଯାହା ଦ୍ୱାରା ବହୁତ ସାରା ରାଶିମାନଙ୍କ ଉପରେ ପରିବର୍ତ୍ତନ ଦେଖାଦେବ , ଆଜି ଆମେ ଆପଣଙ୍କୁ ଏମିତି ୫ ଟି ଏପରି ନାଁ ଲୋକଙ୍କ ବିଷୟରେ କହିବାକୁ ଯାଊଛୁ , ଯାହା ଆପଣଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ହୋଇନଥିବ ।

 

A’ ନାମକ ବାଲା ଲୋକ : ଯେଉଁ ଲୋକଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ଜୀବନରେ ବହୁତ ସାରା ପରିବର୍ତ୍ତନ ଆସିବାର ଅଛି , ବେପାର ଓ ଚାକିରି କ୍ଷେତ୍ରରେ ଏମାନେ ସଫଳତା ହାସିଲ୍ କରିବେ , ଜୀବନସାଥୀଙ୍କ ସହ ଏମାନଙ୍କର ଭଲ ତାଲମେଳ ପଡିବ , ଧନ ବୃଦ୍ଧି ହେବାର ସଂମ୍ଭାବନା ଅଧିକା ରହୁଛି ।

K‘ ନାମ ବାଲା ଲୋକ : ଏହି ଅକ୍ଷର ବାଲା ବ୍ୟକ୍ତି ବହୁତ ପରିଶ୍ରମୀ ଓ ଧୈର୍ଯ୍ୟବାନ ହୋଇଥାନ୍ତି , ଏମାନଙ୍କ ଧୈର୍ଯ୍ୟ ଏମାନଙ୍କୁ ସଫଳତା ଆଡକୁ ନେଇଯାଏ , ଏମାନେ ସବୁ ପରିସ୍ଥିତିକୁ ସହଜରେ ସାମ୍ନା କରିପାରନ୍ତି , ଏହିଥର ଚନ୍ଦ୍ରମା ରାଶିମାନଙ୍କର ଦିଗ ବଦଳୁଥିବାର କାରଣରୁ ଏମାନଙ୍କ ଭାଗ୍ୟ ବଦଳିବାର ଅଛି , ପାରିବାରିକ ସୁଖ ମିଳିବ , ଓ ସମାଜରେ ପ୍ରତିଷ୍ଠା ରହିବ ।

 

M’ ନାମକ ବାଲା ଲୋକ : ଗ୍ରହର ଚାଲିଚଳଣ ବଦଳିବା କାରଣରୁ ଇସଲାମ୍ ବାଲା ଲୋକ ବହୁତ ଜଲଦି ସଫଳତା ମିଳିଥାଏ , ଏହି ଯୋଗ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ କେବେ ହାର୍ ମାନିନଥାନ୍ତି , ଓ ନିଜ କାମ ଅନ୍ତ ପର୍ଯ୍ୟନ୍ତ ପହଞ୍ଚିବାପାଇଁ ଯଥା ସମ୍ଭବ ପ୍ରୟାସ କରିଥାନ୍ତି , ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି  ଓ ସବୁ ପରିସ୍ଥିତିରେ ସାମ୍ନା ଭଲ ଭାବେ କରିଥାନ୍ତି , ଏମାନଙ୍କ ଏହି ଭାଗ୍ୟର କାରଣରୁ ଏମାନେ ଆଗକୁ ଚାଲିକରି ବହୁତ ଆଗେଇ ଥାନ୍ତି ,

 

T’ ନାମକ ବାଲା ଲୋକ : ଏହି ନାମର ଲୋକେ ବହୁତ ଖୋଲା ବିଚାର ଧାରାର ଲୋକ ହୋଇଥାନ୍ତି , ଛୋଟ ଛୋଟ କଥାରେ ଏମାନଙ୍କୁ ରାଗ ଆସିବା ଏମାନଙ୍କ ପାଇଁ ସାଧାରଣ ଅଟେ , କିନ୍ତୁ ଏମାନେ ନିଜ କ୍ରୋଧକୁ ସଂମ୍ଭରଣ କରି ସବୁ ପରିସ୍ଥିତିର ସାମ୍ନା ଆରମରେ କରିପାରନ୍ତି । ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଓ ବିଗିଡିଥିବା କାମ ସଂମ୍ପାଦନ ହେବ , ତାହା ସହ ପ୍ରେମରେ ସଫଳତା ହାସିଲ୍ କରିବେ , ଏମାନଙ୍କ ମଧ୍ୟରେ ବହୁତ କିଛି ରହସ୍ୟ ଲୁକ୍କାଇତ କରିଥାନ୍ତି , ଓ ଏମାନଙ୍କ ନିଜ ସହ ସଂମ୍ପର୍କୀୟ ବି ଜାଣିପାରନ୍ତି ନାହିଁ ଏମାନଙ୍କ ଗୁପ୍ତ ରହସ୍ୟ , ସେମାନେ ସେମିତି ଅଧିକା ବନ୍ଧୁ ବନାନ୍ତି ନାହିଁ , କିନ୍ତୁ ଯାହାକୁ ବନ୍ଧୁ କରନ୍ତି , ସେମାନେ ତାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରୁହନ୍ତି ।

 

P’ ନାମକ ବାଲା ଲୋକ : ଏହି ନାମର ଲୋକେ ବେପାର କ୍ଷେତ୍ରରେ ବହୁତ ଅଧିକା ଫାଇଦା ପାଇଥାନ୍ତି , ଜୀବନସାଥୀଙ୍କ ଭରପୁର ସହଯୋଗ ମିଳିବ , କାମ କରିବାପାଇଁ ସାବଧାନତା ରଖିବା ଜରୁରୀ , ଏମାନଙ୍କ ବିଦେଶ ଯାତ୍ରା ଯିବାର ଅବସର ମିଳିପାରିବ , ଏମାନଙ୍କ ସଂମ୍ପତ୍ତିରେ ଲାଭ ପ୍ରାପ୍ତି ହେବ , ଏହି ଲୋକ ଜୀବନରେ ନୁଆ ନୁଆ ରାସ୍ତା ଖୋଜିବାରେ ବିଶ୍ୱାସ ରଖନ୍ତି , କେଉଁ ଅନ୍ୟ ରାସ୍ତା ବାଛିକରି ଆଗକୁ ବଢିବା , ଏମାନଙ୍କ ହାତରେ ନଥାଏ , ଏହି ଲୋକ କିଛି କିଛି ସଙ୍କୋଚି କିନ୍ତୁ ବହୁତ ସଂବେଦନଶୀଳ ହୋଇଥାନ୍ତି , ଓ ବନ୍ଧୁମାନନ ସହ ଏକାଠି ମିଶିକରି ରୁହନ୍ତି ।

Leave a Reply

Your email address will not be published.