March 22, 2024

Odia Express

News For Public

ମା ବାପାଙ୍କ ନାଁ ଉଜ୍ଜଳ କରନ୍ତି ଏହି ମାସରେ ଜନ୍ମ ନେଇଥିବା ଝିଅଗୁଡିକ – ଜାଣିନିଅନ୍ତୁ ଆଜି ଏହା ବିଷୟରେ..

ବନ୍ଧୁଗଣ ଯେ କୌଣସିର କିଛି ସଫଳତା ଓ ଉନ୍ନତି ପଛରେ ତାହାର ମା ବାପାଙ୍କର ବଡ ଯୋଗଦାନ ଥାଏ , ଯେବେ ଛୁଆ ଛୋଟ ଥାଏ , ତେବେ ବାପା ମା ତାଙ୍କୁ ବହୁତ ଦାୟିତ୍ୱ ନେଇଥାନ୍ତି , ସେ ଚାହଁନ୍ତି କି ତାଙ୍କ ଛୁଆଙ୍କୁ କେଉଁ ଭଳି ଭାବେ ଅସୁବିଧା ହେଉନଥାଉ , ବାପା ମା ଙ୍କ ପାଖକୁ ଯେତେ ଅସୁବିଧା ଆସୁ ପଛକେ ସେ ନିଜ ଛୁଆଙ୍କ ଉପରେ କିଛି ବି ଅସୁବିଧା ଆଣିବାକୁ ଦିଅନ୍ତି ନାହିଁ , ଆଜି କାଲି ଆମ ଦେଶରେ ଯେବେ କେଉଁଠି ଛୁଆ ଜନ୍ମ ନେଇଥାଏ ତେବେ ପରିବାର ଲୋକ ଆଶା ରଖିଥାନ୍ତି କି ପୁଅ ହେଉ , କିନ୍ତୁ ଝିଅ ଜନ୍ମ ହେବାପରେ ସେମାନେ ଉଦାସ ହୋଇଯାଆନ୍ତି , କିନ୍ତୁ ଆପଣଙ୍କୁ କହିଦେବୁ କି ଏମିତି କିଛି ନୁହେଁ ,

 

ଆଜି କାଲି ସବୁ ଝିଅମାନଙ୍କୁ ପୁଅମାନଙ୍କ ଅପେକ୍ଷା ଅଧିକା ପ୍ରାଧାନ୍ୟ ଦିଆଯାଇଛି , କିଛି ଝିଅ ଜନ୍ମ ନେବାପରେ ଏତେ ଚାଲାକ୍ ଓ ପ୍ରତିଭାଶାଳୀ ହୋଇଥାନ୍ତି କି ସେମାନେ ପୁଅ ମାନଙ୍କ ଠାରୁ ଅଧିକା ନିଜ ବାପା ମାଙ୍କ ନାଁ ଉଜ୍ଜଳ କରିଥାନ୍ତି , ସେମିତି ବର୍ଷର ସବୁ ମାସରେ ଜନ୍ମ ନେଇଥିବା ଝିଅଗୁଡିକ ବହୁତ ଖାସ୍ ହୋଇଥାନ୍ତି , ଆଜି ଆମେ ଏମିତି କିଛି ଖାସ୍ ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନଙ୍କ ବିଷୟରେ କହିବୁ , ପ୍ରକୃତରେ ଝିଅ ଜନ୍ମ ନେବା ସହ ବହୁତ ପ୍ରତିଭା ନେଇ ଜନ୍ମ ନେଇଥାନ୍ତି , ଏଥିପାଇଁ ଯଦି ଆପଣ ଛୁଆ ଜନ୍ମ କରିବାର ପ୍ଲାନିଙ୍ଗ୍ କରୁଛନ୍ତି , ତେବେ ଏମିତି ଟାଇମିଙ୍ଗ୍ କରନ୍ତୁ ଯେମିତି ଆପଣଙ୍କ ଘରେ ଏହି ମାସରେ ଛୁଆ ଜନ୍ମ ନିଅନ୍ତୁ ।

 

ଫେବୃୟାରୀ ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନ :  ଏହି ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନ ବହୁତ କ୍ରିଏଟିଭ୍ ହୋଇଥାନ୍ତି , ତାଙ୍କର ମସ୍ତିଷ୍କ ବହୁତ କ୍ଷିପ୍ର ହୋଇଥାଏ , ଓ ସେମାନେ ଜିନିଷଗୁଡିକ ବହୁତ ଜଲଦି ଶିଖିନିଅନ୍ତି , ଏହି କାରଣରୁ ଯେବେ ଆପଣ ନିଜ କ୍ୟାରିୟର ଉପରେ ଫୋକସ୍ କରୁଛନ୍ତି , ତେବେ ଏମାନଙ୍କ କାମ ଅଲଗା ହୋଇଥାଏ , ଏହି ମାସରେ ଜନ୍ମ ନେଇଥିବା ଝିଅଗୁଡିକ ନିଜ ବାପା ମାଙ୍କ ମୁଣ୍ତ ଗର୍ବରେ ଉଚ୍ଚା କରିଦେଇଥାନ୍ତି , ତାଙ୍କର ସମାଜରେ ବହୁତ ନାଁ ହୋଇଥାଏ ।

 

ଜୁନ୍ ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନ : ଏହି ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନ ବହୁତ ପରିଶ୍ରମୀ ଓ ଚାଲାକ୍ ହୋଇଥାନ୍ତି , ସେମାନେ ଯେଉଁ ଫିଲ୍ଡରେ ଯାଇଥାନ୍ତି ସେଠି ସଫଳତା ହାସିଲ୍ କରିଥାନ୍ତି , ଏମାନଙ୍କର ବ୍ୟବହାର ସମାଜରେ ଜଣାଯାଇଥାଏ , ତାଙ୍କର ମଧୁର ଓ ଦୟାଳୁ ସ୍ୱଭାବ ସକାଶେ ସମାଜରେ ତାଙ୍କର ପ୍ରଶଂସା ହୋଇଥାଏ , ଏହି କାରଣରୁ ଏହି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇ ମା ବାପା ଗର୍ବ କରିଥାନ୍ତି ।

 

ସେପ୍ଟେମ୍ବର ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନ : ଏହି ମାସରେ ଜନ୍ମ ନେଇଥିବା ଝିଅମାନଙ୍କର ଭାଗ୍ୟ ବହୁତ ଦମଦାର ହୋଇଥାଏ , ସେମାନେ ଯେଉଁ ଘରେ ଜନ୍ମ ନେଇଥାନ୍ତି , ତାଙ୍କର ଭାଗ୍ୟ ଖୋଲିଯାଇଥାଏ , ନିଜ ଭାଗ୍ୟ ଓ କାର୍ଯ୍ୟ ପାଇଁ ଜୀବନରେ ଅପାର ସଫଳତା ହାସିଲ୍ କରିଥାନ୍ତି , ତାଙ୍କର ଚର୍ଚ୍ଚା ସମାଜରେ ବହୁତ ହୋଇଥାଏ , ଏହି କାରଣରୁ ସେମାନେ ନିଜ ବାପା ମାଙ୍କର ନାଁ ଉଜ୍ଜଳ କରିପାରିଥାନ୍ତି ।

ନଭେମ୍ବର ମାସରେ ଜନ୍ମ ନେଇଥିବା କନ୍ୟା ସନ୍ତାନ : ଏହି ମାସରେ ଜନ୍ମ ନେଇଥିବା ଝିଅ ବହୁତ ଭଲ କଥା କୁହନ୍ତି , ତାଙ୍କୁ ସମାଜରେ ବହୁତ ମାନ ଓ ସମ୍ମାନ ପ୍ରତିଷ୍ଠା ମିଳିଥାଏ , ପଇସା ମାମଲାରେ ଏମାନେ ସବୁବେଳେ ଆଗୁଆ ରୁହନ୍ତି , ତାଙ୍କର କାର୍ଯ୍ୟ ଦକ୍ଷତା ଯଦି ସଠିକ୍ ଭାବେ ଉପଯୋଗ କରାଯାଏ ତେବେ ସେମାନେ ସଫଳତା ହାସିଲ୍ କରିପାରିବେ , ତାଙ୍କର ବାପା ମା ତାଙ୍କୁ ବହୁତ ଭଲ ପାଆନ୍ତି , ଓ ଗର୍ବ ବି କରନ୍ତି ।

Leave a Reply

Your email address will not be published. Required fields are marked *