April 12, 2024

Odia Express

News For Public

ଇଶା ଅମ୍ବାନୀ ନିଜ ସ୍ୱାମୀଙ୍କ ସହ ଏହି ଆରବ ବାଲା ବଙ୍ଗଳାରେ ରୁହନ୍ତି – ଦେଖନ୍ତୁ ଏହାର ଭିତର ଫଟୋ ଗୁଡିକ – ଦେଖିଲେ ଆପାନ ମଧ୍ୟ ଖୁସି ହେଇଯିବେ..

୨୦୧୮ ର ଶେଷରେ ଗୋଟେ ରୁ ଗୋଟେ ସେଲିବ୍ରେଟିଙ୍କ ବାହାଘର ହୋଇଥିଲା । ଓ ଏହି ବାହାଘରଗୁଡିକରେ ଜସ୍ନ ହୋଇଥିଲା ଯାହା ଦୁନିଆଁ ଦେଖିଥିଲା।  କିଛି ଲୋକ ବିଦେଶରେ ବାହାହୋଇଥିଲେ । କିଛି ମେହେନ୍ଦୀରେ ଭାରତ ଆସିକରି ବିବାହ କରି ଆସିଥିଲେ । ଏମିତିରେ ସେଥିରୁ ଗୋଟେ ବାହାଘର ଇଶା ଅମ୍ବାନୀ ଓ ତାଙ୍କର ସ୍ୱାମୀ ଆନନ୍ଦ ପରିମଳଙ୍କ ଇଶାଙ୍କ ଶଶୁର ଅଜୟ ପିରାମଳ ପ୍ରାୟ ୨୫୦ କୋଟି ବଙ୍ଗଳା ଦେଇଥିଲେ।  ବାହାଘରର ବହୁତ ଦିନ ପରେ ଏହି ବଙ୍ଗଳାର କିଛି ଫଟୋ ଆସିଛି, ଯେଉଁଠି ଇଶା ଅମ୍ବାନୀ ନିଜ ସ୍ୱାମୀଙ୍କ ସହ ରୁହନ୍ତି । ୧୨ ଡିସେମ୍ବରକୁ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ବିଜନେସ୍ ମ୍ୟାନ୍ ଆନନ୍ଦ ପରିମଳଙ୍କୁ ବିବାହ କରିଥିଲେ, ବହୁତ ଜଣାଶୁଣା ଓ ଖ୍ୟାତାନାମା ଲୋକ ଏହି ବାହାଘରରେ ସାମିଲ୍ ହୋଇଥିଲେ ।

 

ଏମିତିରେ ତାଙ୍କ ବହୁତ ସାରା ଫଟୋ ସାଧାରଣ ଜନତାଙ୍କ ସାମ୍ନାଙ୍କ ପାଖକୁ ଆସିଥିଲେ ।ଇଶା ଅମ୍ବାନୀ ଓ ଆନନ୍ଦ ପରିମଳଙ୍କ ଘର ବହୁତ ସୁନ୍ଦର ଅଟେ , ଯାହା ସାଉଥ୍ ମନ୍ଦିର ବର୍ଲ୍ଲିରେ ଅଛି , ଏହି ବଙ୍ଗଳାର ନାଁ ଗୁଲିଟା ରଖାଯାଈଛି, ଓ ଇଶା ସିଫିସିଙ୍ଗ୍ ବଙ୍ଗଳାର ତାଙ୍କ ଶଶୁର ଘର ୨୦୧୨ ରେ କିଣିଥିଲେ।

 

ଇଶା ଅମ୍ବାନୀ ଓ ଆନନ୍ଦ ପରିମଳଙ୍କୁ ତାଙ୍କ ବାପା ଏକ ଉପହାର ସଦୃଶ ହିସାବରେ ଦେଇଥିଲେ । ଯାହାକି ୫୦ ହଜାର ବର୍ଗ ଫୁଟ୍ ଅଟେ । ଓ ଏହି ଘରର ଦାମ୍ ୪୫୦ କୋଟି ବୋଲି କୁହାଯାଇଛି,

 

ବର୍ଲ୍ଲିରେ ୫୦ ହଜାର ବର୍ଗ ଫୁଟ୍ ପରିଧିରେ ଥିବା ଏହି ସି ଫିସିଙ୍ଗ୍ ବଙ୍ଗଳାରେ ପାଞ୍ଚ ମହଲା ଅଛି , ଏଠାରେ ଏକ ଲେନ୍ , ତିନିଟି ବେସେମେଣ୍ଟ, ଖୋଲା ଆକାଶ , ସ୍ୱିମିଙ୍ଗ୍ ପୁଲ୍ ଓ ବହୁତ ସାରା ରୁମ୍ ଅଛି ଏହି ସାନଦାର୍ ଗ୍ଲାସ୍ ଅଛି , ଯାହା ବାହାରକୁ ବହୁତ ସୁନ୍ଦର ଦେଖାଯାଉଛି, ଘରର ଡିଜାଇନ୍ ସଂପୁର୍ଣ୍ଣ ଅଲଗା ଅଟେ ,

 

ଏହି ବଙ୍ଗଳାର ଡାଇମଣ୍ତ ଥିମ୍ ଉପରେ ଆଧାରିତ ଅଟେ , ଇଶାଙ୍କ ବାହାଘରରେ  ବଲିଉଡ୍ ରୁ ନେଇକରି ରାଜନୈତିକ ମହଲରେ ସବୁ କଳାକାର ଓ ବ୍ୟକ୍ତିତ୍ୟ ଆସିଥିଲେ । ଖାସ୍ କଥା ଏହି କି ଯେ ଆମେରିକାରେ ରାଜନୀତିରେ ଦଖଲ ରଖିଥିବା ହିଲାରୀ କ୍ଲିଣ୍ଟନ୍ ଆସିବା ।

Leave a Reply

Your email address will not be published. Required fields are marked *