April 16, 2024

Odia Express

News For Public

ଯେବେ ୧୦ମ ପାସ୍ ପୁଅ ନିଜ ଦିବ୍ୟାଙ୍ଗ ପ୍ରେମିକା ସହ ବିବାହ କରିଲେ – ଆଉ କହିଲେ ହୃଦୟକୁ ପ୍ରେମ ଅଛି ଶରୀରକୁ ନୁହେଁ…

ପ୍ରେମ କଣ ଅଟେ , ଆଜିର ଜମାନାରେ ପ୍ରେମ ୫ ମିନିଟ୍ ରେ ଆରମ୍ଭ ହୋଇଥାଏ , ଓ ତାପରେ କାମ ସରିଲା ପରେ ସପ୍ତାହ ପରେ କିମ୍ବା ୧୦ ଦିନରେ ଶେଷ ହୋଇଯାଏ । ଅଧିକାଂଶ ଏହା ହିଁ ପ୍ରେମ ହୋଇଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ କହିବାକୁ ଯାଉଛୁ । ଯାହା ଗତ ବର୍ଷ ସାମ୍ନାକୁ ଆସିଥିଲା । ପ୍ରେମର ସବୁଠାରୁ ଏହା ମିଶାଲ୍ ଅଟେ ।ହରିୟାଣାର ହିସାରରେ ଏକ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ,  ସେ ଝିଅଟି ଶାରରୀକ ଭିନ୍ନକ୍ଷମ ଥିଲା । ପୁଅର ବୟସ ୨୫ ବର୍ଷ ଅଟେ ଓ  ଦଶମ ପାଶ୍ କରିଛି, ବିଲଡିଙ୍ଗ୍ କାମ କରେ , ଝିଅଟି ବିଏ ପାସ୍ କରିଛି , ବୟସ ୩୨ ବର୍ଷର ଅଟେ ,

 

ହିସାରର କୁମ୍ହାରାନ ମୋହଲ୍ଲାରେ ରହୁଥିବା ଯୁବକ ଅମିତ୍ ବରମାଳା ରହୁଥିବା ଝିଅଟି ରାନୁ ସହ ସନାତନ ଧର୍ମ ଚ୍ୟାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ ପ୍ରେମ ବିବାହ କରିଥିଲେ । ଚ୍ୟାରିଟେବୁଲ୍ ଟ୍ରଷ୍ଟ ବିବାହ ପ୍ରମାଣ ପତ୍ର ଜାରି କରିଛନ୍ତି , ଯୁବକ ଯୁବତୀ ଦୁହେଁ ଅଲଗା ଅଲଗା ଜାତିର ଅଟନ୍ତି , ଓ ବିବାହ କରିବାପରେ ଦୁହେଁ ବହୁତ ଖୁସିରେ ଅଛନ୍ତି ।

 

ଅମିତ୍ କହିଲେ କି ସେ ଏକ ଘରୋଇ ମେଡିକାଲ୍ ରେ କାମ କରନ୍ତି , ଏହି ସମୟରେ ରାନୁଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଇ ଚାଲିଯାଈଥିଲେ । ଅମିତ୍ ଙ୍କୁ ଜଣା ପଡିଲା କି ତାଙ୍କ ବାପା ମା ମୃତ୍ୟୁ ହୋଈଯାଇଥିଲା । ଏହାକୁ ଦେଖିକରି ତେବେ ମେଡିକାଲ୍ ସେ ତାଙ୍କର ଦାୟିତ୍ୱ ନେଲେ । ଓ ସେ ଠିକ୍ ହୋଇଗଲେ,  ଅମିତ୍ ରାନୁଙ୍କୁ ରାଜସ୍ଥାଣର ଅମରପୁରା ଧାମକୁ ନେଇଗଲା । ରାନୁ ଠିକ୍ ହେବାପରେ ଅମିତ୍ ଯୁବତୀଙ୍କ ସହ ବରମାଳା ଚାଲିଗଲା । ଓ ଦେଖାଶୁଣା କରିବା ପରେ ଦୁହେଁଙ୍କ ସହମତିରେ ବିବାହ କରିନେଲେ , ଯୁବକ କହିଲା କି ତାର ମା ବାପା ଏହି ବିବାହରେ ଖୁସି ଅଛନ୍ତି  କିନ୍ତୁ ଏହି ବିବାହ ସେ ନିଜ ଇଚ୍ଛାନୁସାରେ କରିଛି ।

Leave a Reply

Your email address will not be published. Required fields are marked *