April 20, 2024

Odia Express

News For Public

ଘରେ ଯଦି ପଇସାର ଅଭାବ ହେଉଛି , ତେବେ ସବୁଠାରୁ ପ୍ରଥମେ ହଟାଇଦିଅନ୍ତୁ ଏହି ସବୁ ଜିନିଷ – ଆପଣଙ୍କ ଘରେ ଧନର ବର୍ଷା ହେବାକୁ ଲାଗିବ ..

ଆମ ଜୀବନରେ ଆସିବା ଦିନରୁ ବହୁତ ସାରା ସମସ୍ୟା ସହ ସାମ୍ନା କରିବାକୁ ପଡିଥାଏ , ବହୁତଥର ଲୋକେ ଏହି କାରଣରୁ ଚିନ୍ତାରେ ପଡିଯାଆନ୍ତି , ସେମିତି ଆପଣଙ୍କୁ କହିଦେବୁ କି ମନୁଷ୍ୟର ଜୀବନରେ ଧନ ଅର୍ଜନ କରିବାର ଇଛା ସବୁବେଳେ ଥାଏ , ଧନ ସେମିତି ତାଙ୍କର ଭୌତିକ ଦରକାରିତା ପୂରା କରିଦିଏ କିନ୍ତୁ ସମାଜରେ ମାନ ସମ୍ମାନ ବି ବଢାଇଥାଏ , ଜୀବନରେ ସୁଖ ଦୁଃଖ ଲାଗିରହିଥାଏ । ସେମିତି ବହୁତଥର ଦେଖାଯାଏ କି ବ୍ୟକ୍ତିର ଦୁଃଖର ସମୟରେ ଆର୍ଥିକ ସଙ୍କଟ ଆସିଥାଏ , ଓ ସେ ନାନାଦି ସମସ୍ୟା ଦେଇ ଗତି କରିଥାଏ , କାରଣ ଆଜି କାଲିର ସମୟରେ ବ୍ୟକ୍ତିର ଆର୍ଥିକ ଅବସ୍ଥା ସୁଦୃଢ କରିବା ଅଧିକା ଦରକାର ପଡିଥାଏ , ସୁଚନା ପାଇଁ କହିଦେବୁ କି ବାସ୍ତୁ ଶାସ୍ତ୍ରରେ ଘର, ପ୍ରସାଦ, ଭବନ ଅଥବା ମନ୍ଦିରରେ ନିର୍ମାଣ କରିବାପାଇଁ ପ୍ରାଚୀନ ଭାରତୀୟ ବିଜ୍ଞାନ ଓ ଆଧୁନିକ ସମୟରେ ବିଜ୍ଞାନ ଆର୍କିଟେକ୍ଚର ପ୍ରାଚୀନ ସ୍ୱରୁପ ବୋଲି ମାନାଯାଏ ,

 

ଧନ ଆପଣଙ୍କ ବେପାର ବୃଦ୍ଧିରେ ବହୁତ ଆବଶ୍ୟକତା ହୋଇଥାଏ , ଧନ ସମସ୍ତଙ୍କୁ ଦରକାର୍ ଆସିଥାଏ , ଦୈନଦିନ ଦରକାରିତା ପୁରା କରିବାପାଇଁ ଆପଣଙ୍କୁ ଧନର ଆବଶ୍ୟକତା ହୋଇଥାଏ , ଏତିକି ନୁହେଁ , ଆଜିର ଜମାନାରେ ନିଜର ଦରକାରିତା ଜିନିଷ ପୁରା କରିବା ମୁସକିଲ୍ ଅଟେ , ସେମିତି ବାସ୍ତୁ ବିଜ୍ଞାନରେ ଧନର ସଂବନ୍ଧି ଅସୁବିଧାର କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ , ଯାହାକୁ ଆମେ ଅଣଦେଖା କରିଦେଇଥାଉ ।

ଏଥିପାଇଁ ଦରକାର ହୋଇଥାଏ କି ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କିଛି ସାମାନ୍ୟ ଉପାୟ ଆପଣାନ୍ତୁ , ଖର୍ଚ୍ଚରୁ କମ୍ କରନ୍ତୁ ,

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ଘରେ ଦର୍ପଣ ଲାଗିଛି ତେବେ ତାହାକୁ ଏମିତି ଜାଗାରେ ଲଗାନ୍ତୁ ଯାହାର ପ୍ରତିବିମ୍ବ ଏମିତି ଜାଗାରେ ଲଗାନ୍ତୁ , ଯାହା ଦ୍ୱାରା ସେହି ସ୍ଥାନରେ ଲଗାଇବା ପରେ ଖର୍ଚ୍ଚ କମ୍ ହେବ , ଓ ଏଥିରେ ସଞ୍ଚିତ ଧନ ବଢିଥାଏ , ଏହା ବାସ୍ତୁ ବିଜ୍ଞାନରେ କୁହାଯାଇଛି  । ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ମା ଲକ୍ଷ୍ମୀଙ୍କର ଓ ଭଗବାନ କୁବେରଙ୍କର ସ୍ୱସ୍ତିକ ଚିହ୍ନ କିମ୍ବା ଫଟୋ ଲଗାଇବେ ତେବେ ଧନର ଅଭାବ ରହିବ ନାହିଁ ।

 

ଏତିକି ନୁହେଁ କୁହାଯାଇଛି କି ଯଦି ଘରର ସେହି ସ୍ଥାନରେ ପାରିବାରିକ ସଦସ୍ୟ ଅଧିକ ସମୟ ଦେଉଛନ୍ତି ତେବେ ସେଠାରେ ରୁପା , ପିତ୍ତଳ, ତମ୍ବାର ପିରାମିଡ୍ ରଖିଲେ ଆୟର ସାଧନକୁ ବୃଦ୍ଧି କରିପାରିବେ , ପଇସାର ଅଭାବ କେବେ ଦେଖାଦେବ ନାହିଁ । ମନେ ରଖନ୍ତୁ ଘରର ପୂଜା ସ୍ଥାନରେ ସବୁବେଳେ ଲାଲ କପଡା ଓ ଆଲମୀରାରେ  ଲାଲ କପଡା ରଖିବେ , ସଂନ୍ଧ୍ୟା ସମୟରେ ଘରର କେଉଁ ମହିଳାଙ୍କୁ କହିକରି ନିୟମ ପୂର୍ବକ ସେଠାରେ ୩ ଟି ଅଗରବତୀ ଲଗାଇବେ , ବାସ୍ତୁରେ ନିଜ ଘରେ ମାଛ ରଖିବା ଶୁଭ ବୋଲି ମାନାଯାଏ , କାରଣ ଏମିତି କଲେ ଧନର ଆଗମନ ହୋଇଥାଏ ,

Leave a Reply

Your email address will not be published. Required fields are marked *