March 25, 2024

Odia Express

News For Public

ଆଜି ରାତିରେ ଶୋଇବା ପୁର୍ବରୁ ଏହି ମନ୍ତ୍ରର ଜପ କରିଦିଏନ୍ତୁ – ୭ ଦିନ ଭିତରେ ଆପଣଙ୍କ ସବୁ ମନୋକାମନା ପୁରା ହେବ …

କୁହନ୍ତି କି ମଣିଷ ଏମିତି ଏକ ପ୍ରାଣୀ ଅଟେ ଯାହାର ଗୋଟେ ବୋଲି ନୁହେଁ ଅସୀମିତ ଇଚ୍ଛା ଅଛି , ଓ ନିଜ ଇଚ୍ଛାଗୁଡିକୁ ପୂରା କରିବା ପାଇଁ ସେ ଯଥା ସମ୍ଭବ ଚେଷ୍ଟା କରିଥାଏ , ଡେରି ହେଲେ ମଧ୍ୟ ସେ ସବୁ ଇଚ୍ଛା ଗୁଡିକ ପୁରା କରିଦେଇଥାଏ , ଯେବେ କି କିଛି ଲୋକ ଏପରି ହୋଇଥାନ୍ତି କି ସେମାନେ ଅଲଗା ରାସ୍ତାରେ ଯାଆନ୍ତି ଯାହା ଦ୍ୱାରା ସେମାନେ ନିଜ ଇଚ୍ଛାଗୁଡିକୁ ପୂରା କରିପାରିବେ , ଆମେ ସମସ୍ତେ ଚାହିଁଥାଉ କି ଆମେ ଜୀବନରେ କେବେ ଅସଫଳ ନ ହେଉ , ଓ ଜଲଦି ହିଁ ନିଜ ସ୍ୱପ୍ନଗୁଡିକୁ ପୂରା କରିଦେଉ , କିନ୍ତୁ ତୁରନ୍ତ ସଫଳତା ହାସିଲ୍ କରିପାରିନଥାଉ , ଓ ଲଗାତାର ଅସଫଳତା ମିଳିଥାଏ , ଓ ଯାହାକୁ ନେଇ ଜୀବନରେ ଅସଫଳତା ମିଳିଥାଏ ,

 

ଏମିତି ଅସଫଳତା ଯୋଗୁଁ ଆମେ ଜୀବନରେ ବହୁତ ଭୁଲ୍ ନିର୍ଣ୍ଣୟ ନେଇଯାଇଥାଉ , ଯାହା ନେବା ଉଚିତ୍ ନୁହେଁ , ଯଦି ଆପଣ ଏହି ସବୁ ଜିନିଷରେ ବେଶୀ ଚିନ୍ତିତ ହୋଇସାରିଛନ୍ତି ତେବେ ଆମେ ଯେଉଁ ଉପାୟ କହିବୁ ତାହା ଆପଣାଇଲେ ଆପଣ ଜୀବନରେ ନିରାଶାକୁ ଦୂର କରିପାରିବେ , ଆମ ହିନ୍ଧୁ ଧର୍ମରେ ବହୁତ ସାରା ଉପାୟ କୁହାଯାଇଛି ଯାହାକୁ ଆପଣାଇଲେ ଆପଣ ସୁଖ ସଂମୃଦ୍ଧି ପ୍ରାପ୍ତି କରିପାରିବେ , ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ , ଯାହାକୁ କଲେ ଆପଣଙ୍କ ସବୁ ସମସ୍ୟା ଦୁରୀଭୂତ ହେବ , ଚାଲନ୍ତୁ ଜାଣିବା ସେହି ମନ୍ତ୍ରର ବିଷୟରେ ,

 

ମନ୍ତ୍ର :

ହନୁମାନ ଅଞ୍ଜନୀ ସୁନୁର୍ବାୟୁପୁତ୍ରୋ ମହାବଳଃ ।

ରାମେଷ୍ଟ ଫାଲ୍ଗୁନସଖ ପିଙ୍ଗାକ୍ଷୋଅମିତାବିକ୍ରମଃ ।

ଉଦଧିକ୍ରମଣଶ୍ରେବ ସୀତାଶୋକ ବିନାଶନଃ ।

ଲକ୍ଷ୍ମଣପ୍ରାଣଦାତା ଚ ଦଶଗ୍ରୀବସ୍ୟ ମହାତ୍ମନଃ ।

ସ୍ୱାପକାଳେ ପ୍ରବୋଧେ ଚ ୟାତ୍ରାକାଳେ ଚ ୟଃ ପଠେତ୍ ।

ତସ୍ୟ  ସର୍ବଭ୍ୟ ନାସ୍ତି ରଣେ ଚ ବିଜୟୀ ଭବେତ୍ ।

ରାଜଦ୍ୱାରେ ଗହରେ ଚ ଭୟଂ ନାସ୍ତି କଦାଚନ ।

ଆପଣଙ୍କୁ କହିଦେବୁ କି ଏମିତି ମାନାଯାଇଛି କି ଏହି ମନ୍ତ୍ରକୁ ଜପ କଲେ ମଣିଷର ସବୁ ଚିନ୍ତା ଦୂର ହୋଇଯାଇଥାଏ , ଓ ସବୁ ଚିନ୍ତା କିଛି ଦିନରେ ଦୂରରେ ହେଇଯାଏ , ଓ ତାପରେ ଜୀବନରେ ସଫଳତା ମିଳିଥାଏ , ଓ ଜୀବନରେ ଖୁସି ଫେରି ଆସେ ।

Leave a Reply

Your email address will not be published. Required fields are marked *