ଏବେ ବଦଳିବାକୁ ଯାଉଛି ଆପଣଙ୍କ ବିଜୁଳି ମିଟର , ଯେତେ ରିଚାର୍ଜ କରେଇବେ ସେତେ ବିଜୁଳି ମିଳିବ …ଦେଖନ୍ତୁ କିପରି..

ଏବେ ଦେଶରେ ଜଲଦି ହିଁ ସ୍ମାର୍ଟ ମିଟର ଲାଗିବ , ହଁ ଆଜ୍ଞା , ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶରେ ପ୍ରାୟ ୩୦ କୋଟି ସ୍ମାର୍ଟ ମିଟର ଲଗାଇବାରେ ପ୍ଲାନ୍ କରିଛନ୍ତି , କହିଦେବୁ କି ସରକାର ଏହି ଯୋଜନା ବିଜୁଳି ଚୋରି ରୋକିବାରେ ୩ ବର୍ଷରେ ଦେଶର ଘର ଘର ମଧ୍ୟରେ ମିଟର ବଦଳିବାର ଯୋଜନା କାମ କରୁଛନ୍ତି । ଏହି ମିଟରର ଗୋଟିଏ ଖାସିୟତ୍ ଏହା ରହିବ କି ଏହାକୁ ପ୍ରଥମେ ରିଚାର୍ଜ କରିବାକୁ ହେବ , ଏହା ଦ୍ୱାରା ବିଜୁଳି ଚୋରୀ ବନ୍ଦ ହୋଈଯିବ ଓ ଗ୍ରାହକ ୨୪ ଘଣ୍ଟା ବିଜୁଳି ସପ୍ଲାଇ ପାଇପାରିବେ ।

ମାଲୁମ୍ ହେବ କି ବ୍ଲୁମ୍ ବର୍ଗ ଏକ ରିପୋର୍ଟ ମୁତାବିକ ଏହା ବିଜୁଳି ମନ୍ତ୍ରାଳୟ ସ୍ମାର୍ଟ ମିଟର ସପ୍ଲାଇ ମିଟର ମ୍ୟାନୁଫ୍ୟାକ୍ଟରିଙ୍ଗ୍ ସହ ଚର୍ଚ୍ଚା କରିବ , ଯାହାର ଏବେ ସର୍ବେକ୍ଷଣ ହେବ , ଆପଣଙ୍କୁ କହିଦେବୁ କି ଏହି ଯୋଜନା ମୁତାବିକ ସରକାର ମିଟର ମୂଲ୍ୟ ଉପରେ ସବସିଡି ଦେବାର ଯୋଜନା କରୁଛନ୍ତି , ଆପଣଙ୍କୁ କହିଦେବୁ କି ଆରମ୍ଭରୁ ସରକାର ସ୍ମାର୍ଟ ମିଟର ଉପରେ ୨ ହଜାର୍ ଟଙ୍କା ଲାଗୁ କରିବ , ଏହା ପୁର୍ବରୁ ୨୦୧୭ ରେ ଦିଆଯାଇଥିବା ୫୦ ଲକ୍ଷ ମିଟର୍ ଅର୍ଡର ପ୍ରତି ପିସ୍ ୨୫୦୩ ଟଙ୍କା ଦାମ୍ ନିର୍ଦ୍ଧାରିତ କରାଯାଇଛି ,

 

ଏବେ ଏହି ବଡ ଅର୍ଡର ହେବା କାରଣରୁ ଦାମ୍ କମ୍ ହେବାର ଆଶା କରାଯାଉଛି, କହିଦେବୁ କି ବିଜୁଳି ମନ୍ତ୍ରାଳୟ ଏହା ଉପରେ କୌଣସି ଟିପ୍ପଣୀ ଦେଇନାହାନ୍ତି , ମାଲୁମ୍ ଥାଉ କି ବିଜୁଳି ମନ୍ତ୍ରାଳୟ ଏକ ଅଧିକାରୀଙ୍କ ମୁତାବିକ ସବୁ ମିଟର୍ ପ୍ରୀପେଡ୍ କରି ଦେବାର ବିଜୁଳି ମନ୍ତ୍ରାଳୟ କମ୍ପାନୀର ଲାଗତରେ କମ୍ ଖର୍ଚ୍ଚ ହୋଇଯିବ , ଓ ଡିସକର୍ମ ସହଜରେ ଘାଟାରୁ ମୁକ୍ତି ପାଇପାରିବ , ଏହି କାରଣରୁ ଡିସକର୍ମ ପାଖରେ ବିଜୂଳି କୀଣିବାର ପଇସା ନାହିଁ ।

 

ଏବେ କିଛି ଦିନ ତଳୁ ଖବର ଆସୁଛି କି ନୋଏଡାର ଏକ ଔଦ୍ୟୋଗିକ ଇଲାକାରେ ପ୍ରଥମରୁ ପ୍ରୀପେଡ୍ ମିଟର୍ ଚାଲୁଛି , କିନ୍ତୁ ଘରୋଇ ବ୍ୟବହାର ପାଇଁ ଏବେ ଦେଶର ବହୁତ କମ୍ ଇଲାକାରେ ପ୍ରୀପେଡ୍ ମିଟର୍ ଅଛି , ଏହା ଗରିବ ଲୋକଙ୍କ ପାଇଁ ଏକ କମ୍ ବ୍ୟୟ ମୁକ୍ତ ସାଧନ ଅଟେ , ଏଥିପାଇଁ ଉପଭୋକ୍ତାକୁ ଆଉଥରେ ପୁରା ମାସର ବିଲ୍ ଦେବାକୁ ପଡିବ ନାହିଁ , ଏହା ଦ୍ୱାରା ସେମାନେ ନିଜ ଦରକାର ମୁତାବିକ ଭରଣା କରିବେ । ସେ କହିଲେ କି ଉପଭୋକ୍ତା ନିଜ ଦରକାରିତା ମୁତାବିକ ନିଜ ମିଟରରେ ପଇସା ପକାଇବେ , ଓ ତାହା ଅନୁସାରେ ବିଜୁଳି ଖର୍ଚ୍ଚ ହେବ , ଏହା କମ୍ ଆୟରେ ଅଧିକା ପଇସା ସଞ୍ଜୟ ହୋଇପାରିବ , ବିଜୁଳିର ଫାଲତୁ ଖର୍ଚ୍ଚରୁ କମ୍ ହେବ , ବିଜୁଳିର ବିଲ୍ କମ୍ ହେବ ।

 

ଆପଣଙ୍କୁ କହିଦେବୁ କି ବିଜୁଳି ମନ୍ତ୍ରାଳୟ ଏହା ମାନିବା କଥ କି ସ୍ମାର୍ଟ ପ୍ରୀପେଡ୍ ମିଟରରୁ ନିର୍ମାଣ କରି ଯୁବାଙ୍କ ପାଇଁ କୌଶଳ ପୁର୍ଣ୍ଣ ରୋଜଗାର ସୃଷ୍ଟି କରିବ , ଏହା ଛଡା ସ୍ମାର୍ଟ ମିଟର୍ ଆସିବାରେ ବିଜୁଳି ବିଲ୍ ଜେନେରେଟ୍ ହେବ ନାହିଁ , କହିଦେବୁ କି ବିଜୁଲି ବିଲ୍ ଦେବା ପୂର୍ବରୁ ମିଟର୍ ରିଡିଙ୍ଗ୍ ପାଇଁ ଡିସକମ୍ ନିଜ କମ୍ପାନୀର ଲୋକଙ୍କୁ ପଠାଉଥିଲେ, ପ୍ରୀପେଡ୍ ମିଟର୍ ଲାଗିଗଲେ ଏହି ଜିନିଷର୍ ଖର୍ଚ୍ଚରୁ ବଞ୍ଚିବେ ।

Leave a Reply

Your email address will not be published.