ସ୍ୱର୍ଗର ପରୀ ପରି ଦେଖାଯାଉଥିବା ଏହି ହିରୋଇନ ଙ୍କ ପ୍ରେମରେ ପାଗଳ ଜସପ୍ରୀତ ବୁମରାହ୍ – ଜାଣନ୍ତୁ କିଏ ସେ ହିରୋଇନ..

ବିଶ୍ୱକପ୍ ୨୦୧୯ ରେ ଭାରତୀୟ ଟିମ୍ ବୋଲର୍ ଜଶପ୍ରୀତ ବୁମରାହ ବହୁତ ହିଁ କମାଲ୍ ର ପ୍ରଦର୍ଶନ କରୁଛନ୍ତି ,ଜଶପ୍ରିତ୍ ନିଜର ସାନଦାର୍ ପ୍ରଦର୍ଶନ କରି ଚର୍ଚିତ ହୋଇଛନ୍ତି , ଏହା ଛଡା ସେ ଚର୍ଚ୍ଚିତ ହେବାର ଆଉ ଏକ କାରଣ ବି ଅଛି , ଏବେ ଜଶପ୍ରୀତ ବୁମରାହଙ୍କ ନାଁ ଏକ ଭାରତୀୟ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି , ଏବେ ଜଶପ୍ରିତ ବୁମରାହ ସାଉଥ୍ ର ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍ ଙ୍କ ସହ ପ୍ରେମ ସଂମ୍ପର୍କରେ ଅଛନ୍ତି , କିନ୍ତୁ ଏହି ଦିନରେ ଏବେ ଏହି ବିଷୟରେ ଆଧିକାରିକ ଘୋଷଣା କରିନାହାନ୍ତି , ଏହି କଥାର ପୃଷ୍ଠି ତେବେ ହେଲା ଯେବେ ଜଶପ୍ରିତ ବୁମରାହ ନିଜର ଟ୍ୱିଟର୍ ରେ ତାଙ୍କୁ ଫଲୋ କରିଥିଲେ ।

 

ଜଶପ୍ରୀତ ବୁମରାହ ଫଲୋ କରିବାପରେ ଅନୁପମା ପରମେଶ୍ୱରନ୍ ବି ଫଲୋ କଲେ , ସେ ପ୍ରଥମ ଅଭିନେତ୍ରୀ ଅଟନ୍ତି ଯାହାଙ୍କୁ ଜଶପ୍ରୀତ ବୁମରାହ ସୋସିଆଲ୍ ମିଡିଆରେ ଫଲୋ କରିଛନ୍ତି । କେରଳରେ ରହୁଥିବା ୨୩ ବର୍ଷୀୟ ଅନୁପମା ବହୁତ ଦେଖିବାକୁ ସୁନ୍ଦର ଅଟନ୍ତି , ମାଲାୟଲମ୍ ଫିଲ୍ମ ରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୫ ରେ ରିଲିଜ୍ ହୋଇଥିବା ପ୍ରେମମ୍ ରେ ସେ ଜର୍ଜ ଅଭିନୟ କରିଥିଲେ । କହିଦେବୁ କି ସାଉଥ୍ ସିନେମାରେ ଅନୁପମା ପରମେଶ୍ୱରନ୍ ଙ୍କ ପ୍ରଥମ ଲଭ୍ ଷ୍ଟୋରୀ ଫିଲ୍ମ ବହୁତ ପସନ୍ଦ କରାଯାଇଥିଲା । ଅନୁପମା ତେଲେଗୁ ଓ ତାମିଲ୍ ଫିଲ୍ମରେ ଅଭିନୟ ଛଡା ଜଣେ ଆସିଷ୍ଟାଣ୍ତ ଡାଇରେକ୍ଟର ହିସାବରେ କାମ କରିଛନ୍ତି  ,

 

ସେ ଫିଲ୍ମ ପ୍ରେମମ୍ ପାଇଁ ୧୧ତମ ରାମୁ କାରୟତ୍ ଆୱାର୍ଡ ମୋଷ୍ଟ ପପୁଲାର୍ ଅଭିନେତ୍ରୀ ଆୱାର୍ଡ ପାଇଥିଲେ , ତାମିଲ୍ ଫିଲ୍ମ ଏ ଏଏ ପାଇଁ ଅନୁପମାଙ୍କୁ ବେଷ୍ଟ ଡେବ୍ୟୁ ଫିମେଲ୍ ଅଭିନେତ୍ରୀ ହିସାବରେ ଆୱାର୍ଡ ମିଳିଥିଲା । ଜଶପ୍ରୀତ୍ ବୁମରାହ ଏହା ପ୍ରଥମ ଅଭିନେତ୍ରୀ ରାଶି ଖନ୍ନାଙ୍କ ସହ ଯୋଡା ଯାଈଥିଲା,  ଯେବେ ରାଶି ଖନ୍ନା ଏହି ବିଷୟରେ ପଚାରାଗଲା ତେବେ କହିଲେ କି ବୁମରାହ୍ ଜଣେ ଭଲ ଖେଳାଳୀ ଅଟନ୍ତି , ଏବେ କିନ୍ତୁ ରାଶି ଖନ୍ନାଙ୍କ ବିବାହ ହୋଇଯାଇଛି ।

Leave a Reply

Your email address will not be published.