ସକାଳୁ ଉଠି ଖାଆନ୍ତୁ ମିଠା ମିସିରି – ଏହା ଫାଇଦା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଚକିତ.

ମିଶ୍ରୀର ଉତ୍ପାଦନ ସାଧାରଣତଃ ଭାରତ ଓ ପାର୍ସିରେ ହୋଇଥାଏ , ଅଧିକାଂଶ ଏହାର ପ୍ରୟୋଗ ମନ୍ଦିରର ପ୍ରସାଦରେ କରାଯାଈଥାଏ , ମିଶ୍ରୀ କେତେ ପବିତ୍ର ଖାଦ୍ୟ ପଦାର୍ଥ ଅଟେ , ଏହା ମିଶ୍ରୀର ସେବନ କରିଲେ ଜାଣିପାରିବେ , ଏହାକୁ ମାଉଥ୍ ଫ୍ରେସନର୍ କିମ୍ବା ପାଚନ ପାଇଁ ବି ବ୍ୟବହାର କରଯାଏ । ଓ ଏହା ଔଷଧୀ ପରି କାମ କରିଥାଏ । ଯେଉଁ ମିଶ୍ରୀକୁ ଆପଣ ସ୍ୱାଦ ପାଇଁ ଖାଆନ୍ତି , ତାହା ବାସ୍ତବରେ ଶରୀର ପାଇଁ ସୁସ୍ଥ୍ୟ ଅଟେ , ଆଜି ଆମେ ଆପଣଙ୍କୁ ମିଶ୍ରୀର କିଛି ଫାଇଦା ବିଷୟରେ କହିବୁ , ମିଶ୍ରୀ ଥଣ୍ତା ହୋଇଥାଏ ଓ ଏହା ଗରମ ଦିନରେ ଖାଇଲେ ଫାଇଦା ମିଳିଥାଏ ।
ଏହା ଦ୍ୱାରା ଗରମ ଦିନରେ ଲୁ ରୁ ବଞ୍ଚିପାରିବେ , ଏଥିପାଇଁ ଗରମ ଦିନରେ ବାହାରକୁ ବାହାରିବାପରେ ମିଶ୍ରୀକୁ ସରବତ୍ କରି ମିଶାଇପିଇବା ଉଚିତ୍ । ଏଥିରେ କୌଣସି ଲୁ ହୋଇନଥାଏ । ସେମିତି ଯଦି ଗଳାରେ ସୁଖିଲା କାଶ ପରି ଅସୁବିଧା ହୁଏ ତେବେ ଏହା ଉପଶମ କରିଥାଏ । ଏହାକୁ ଘୋଳିକରି ପିଇଲେ ଏହା ଆପଣଙ୍କ ତଣ୍ଟିରେ ହେଉଥିବା କଷ୍ଟକୁ ଦୁର କରିପାରିବ । ସେମିତି ମିଶିରି ଟନସିଲ୍ ପାଇଁ ଉପଯୋଗୀ ହୋଇଥାଏ , ଏହା ଟନସିଲ୍ ହେଲେ ମିଶ୍ରୀକୁ ଲହୁଣି ଓ ଇଲାଇଚି ସହ ସାମାନ୍ୟ ମାତ୍ରରେ ମିଶାଇକରି ସକାଳ ସଂନ୍ଧ୍ୟା ସେବନ କରନ୍ତୁ । ଏହା ଜଲଦି ଟନସିଲ୍ ଦୂର କରିଦେବ ।
ଯଦି ଆପଣ ବିଜ୍ଞାନ ପାଈଁ ଚିନ୍ତିତ ଅଛନ୍ତି , ତେବେ ଗୋଟେ ଗିନାରେ ୧୦ ଟି ଛୋଟ ମିଶ୍ରୀ, ୧୦ ଟି କଳା ଲଙ୍କା , ୧୦ ଟି ତୁଳସୀ ଟିକିଏ ହାଲକା ଅଦା ପକାଇ ସିଝାଇଦିଅନ୍ତୁ , ଏହାକୁ ନଖ ଉଷୁମ ପାଣିରେ ଖାଲି ପେଟରେ ସେବନ କରନ୍ତୁ , ଯଦି ଆପଣଙ୍କ ହାତରେ କିମ୍ବା ପାଦ ଜଳାପୋଡା ହେଉଛି, ତେବେ ଏହାକୁ ଲହୁଣୀ ଓ ମିଶ୍ରୀକୁ ବରାବର ମାତ୍ରାରେ ମିଶାଇକରି ନିଜ ହାତ ଓ ଗୋଡରେ ଲଗାଇଦିଅନ୍ତୁ , ଏହା ଦ୍ୱାରା ଉପଶମ ମିଳିଯିବ । ନକଶୀର ମିଶ୍ରୀର ଉପଯୋଗ ଦ୍ୱାରା ଲାଭ ମିଳିଥାଏ , ଏଥିପାଇଁ ଆପଣଙ୍କୁ ଖାଲି ମିଶ୍ରୀ ସହ ପାଣିରେ ମିଶାଇ ଏହାକୁ ସୁଙ୍ଗିବାର ଅଛି ଏହା ଦ୍ୱାରା ନକଶୀର ଦୁର ହୋଇଯାଏ । ପାଇଲ୍ସ ପାଇଁ ମିଶ୍ରୀ ରାମବାଣ ଚିକିତ୍ସା ହୋଇଥାଏ , ଏହାକୁ ଲହୁଣୀ ଓ ନାଗକେଶର ସହ ମିଶାଇକରି ଖାଇବାର ଅଛି , ଏହାକୁ ନିୟମିତ ସେବନ କଲେ ସମସ୍ୟା ଦୂର ହୋଇଥାଏ ,