April 19, 2024

Odia Express

News For Public

JIO ଦେଲା ନିଜ ଗ୍ରାହକଙ୍କୁ ଉପହାର , ଏବେ ବିନା ସିମ୍ ପକାଇ ଏଭଳି ଭାବେ କଲ୍ କରିପାରିବେ …

ଯଦି ଆପଣଙ୍କୁ କିଏ କହେ କି ଆପଣଙ୍କ ସ୍ମାର୍ଟଫୋନ୍ ରେ ବିନା ସିମ୍ ରେ କଲ୍ କରିପାରିବେ , ତେବେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି , ଆପଣଙ୍କୁ କହିଦେବୁ କି ଦେଶର ଏହି ସେବା ଆରମ୍ଭ ହୋଇସାରିଛି  ଜିଓ ଗିଗାଫାଇବର୍ ଭାରତରେ ରୋଲ୍ ଆଉଟ୍ ହେବାକୁ ଯାଉଛି , ଓ ଏହି ମଧ୍ୟରେ ଜିଓ ନିଜର ୪ ଜି କଲିଙ୍ଗ୍ ଆପ୍ ରେ କିଛି ପରିବର୍ତ୍ତନ କରି ଜିଓ କଲ୍ କରି ଦେଇଛି, ମାନେ ଏବେ ଜିଓ ୪ ଜି ଭଏସ୍ ମହଜୁତ ସବୁ ଆପ୍ ଜିଓ କଲ୍ ନାଁରେ ଆସିବ । ଜିଓ ଏହି ଆପ୍ କୁ ଅପଡେଟ୍ କରି ନିଜ ଫିକ୍ସଡ ଲାଇନ୍ କନେକସନ୍ କୁ ସ୍ମାର୍ଟ ବନାଇବାପାଇଁ କାମ ଆରମ୍ଭ କରିଦେଇଛି, ଯେଉଁଥିରେ ୟୁଜର୍ସଙ୍କୁ ଭଏସ୍ କଲ୍ ଓ ନିଜ ସ୍ମାର୍ଟଫୋନ୍ ରେ କରିପାରିବେ ।

 

ଜିଓ କଲ୍ ଆପ୍ ଆପଣଙ୍କୁ ସେବାର ଫିଚର୍ ମିଳିବ , ଯାହା ଏବେ ଜିଓ ୪ ଜି ଭଏସ୍ ଆପ୍ ରେ ମିଳୁଥିଲା , କନଜ୍ୟୁମର୍ସ ଏହି ଆପ୍ କନଫିଗର୍ କରି ୧୦ ଡିଜିଟ୍ ଜିଓ ଫାଈବର୍ ଗିଗାଫାଇବର୍ ଫିକ୍ସଲାଇନ୍ ନମ୍ବର ଦେବାକୁ ହେବ , କନଫିଗ୍ରେସନ୍ ସମୟରେ ଜିଓ ଭଏଲ୍ କଲ୍ ବ୍ୟବହାର କରି ସ୍ମାର୍ଟ ଫୋନ୍ ଜରିଆରେ ଫୋନ୍ କରିପାରିବେ ।

 

ଗୁଗୁଲ୍ ପ୍ଲେ ରେ ଦିଆଯାଈଥିବା ସୁଚନା ମୁତାବିକ ଜଣେ ୟୁଜର୍ସ କହିଥିଲେ କି ଏହି ଆପ୍ ବ୍ୟବହାର କରିଲା ପରେ ଆଉ ଅଲଗା ସିମ୍ ଦରକାର ପଡିବ ନାହୀଁ , ଯାହାର ମତଲବ ଫିକ୍ସଡ୍ ଲାଇନ୍ କନେକ୍ସନ୍ ବ୍ୟବହାର କଇର୍ ଆପଣ ଜିଓ କଲ୍ ଜରିଆରେ କଲିଙ୍ଗ୍ କରିପାରିବେ , ଏହାର ଅତିରିକ୍ତ ଏହା ଦାବି ଅଛି କି ଜିଓ କଲ୍ ଆପ୍ ଜରିଆରେ ଜିଓ ୪ ଜି ଭଏସ୍ ଆପ୍ ସବୁ ଫିଚର୍ ମିଳିପାରିବ ।

Leave a Reply

Your email address will not be published. Required fields are marked *