March 29, 2024

Odia Express

News For Public

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ରସ୍ତ ସମୟରେ ଫସିଗଲା ଆମ୍ବୁଲାନ୍ସ – ମୋଦୀ ଅଟକାଇଲେ ନିଜ ଗାଡି ଓ ପ୍ରଥମେ ଆମ୍ବୁଲାନ୍ସକୁ ଯିବାକୁ ଦେଲେ – ଏବେ ସାରା ବିଶ୍ୱ କରୁଛି ପ୍ରଶଂସା..

ବହୁତଥର ଏମିତି ହୁଏ ଯେବେ କେଉଁ ଭିଭିଆଇପି ଯାତ୍ରା କରୁଥିବା ସମୟରେ ଏମିତି ବହୁତ ଅସୁବିଧାରେ ପଡିଥିବା ଲୋକ ଫସିଯାଆନ୍ତି , ଯାହାଙ୍କୁ ଅଟକି ରହିଗଲେ ବହୁତ ଅସୁବିଧା ହୋଇଥାଏ , ଭାରତର ପ୍ରଧାନମନ୍ତ୍ରୀ ପିଏମ୍ ମୋଦୀଙ୍କୁ ସମସ୍ତେ ଜାଣିଥିବେ । ଆଜି ପୁରା ଦୁନିଆଁ ତାଙ୍କୁ ଲୌହ ମାନବ ବୋଲି ଜାଣିଛି , ଓ ତାଙ୍କୁ ଜଣେ ସଫଳ ପିଏମ୍ ମୋଦୀ ଜାଣିଛନ୍ତି , ପିଏମ୍ ମୋଦୀ କିଛି ଏପରି କାମ କଲେ ଯାହାକୁ ଜାଣି ତାଙ୍କର ବଡ ଫ୍ୟାନ୍ସ ହୋଇଯିବେ । ପ୍ରଧାନମନ୍ତ୍ରୀ ଗୁଜୁରାଟର ଗାନ୍ଧୀନଗରରେ ଅଫ୍ରିକି ଦିବସ ବ୍ୟାଙ୍କ୍ ବୈଠକରୁ ଫେରୁଥିଲେ , ତାଙ୍କୁ ଆଉ ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବାର ଥିଲା , ତାଙ୍କର ଯାତ୍ରା ସମୟରେ ସେଠାରେ ଏକ ଆମ୍ବୁଲାନ୍ସ ଆସି ଫସିଯାଇଥିଲା , ପିଏମ୍ ମୋଦୀ ଯାହା କଲେ ତାହାକୁ କେହି ଭାବିବି ପାରିନଥିବେ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନବିକତାର ଆଉ ଏକ ମିଶାଲ୍ ପେସ୍ କଲେ , ଏସ୍ ପିଜି ସୁରକ୍ଷା ଘେରାରେ ଥିବା ସତ୍ତ୍ୱେ ସେ ନିଜ ଗାଡି ସବୁ ଏଡାଇ ଏକ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲେ , ପ୍ରଧାନମନ୍ତ୍ରୀ ଗୁଜୁରାଟର ଗାନ୍ଧୀନଗରରେ ଅଫ୍ରିକି ଦିବସ ବ୍ୟାଙ୍କ୍ ବୈଠକରୁ ଫେରୁଥିଲେ , ତାଙ୍କୁ ଆଉ ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବାର ଥିଲା କିନ୍ତୁ କାର୍ଯ୍ୟକ୍ରମ ଡେରି ହେବାରୁ ଯେବେ ତାଙ୍କୁ ଜଣା ପଡିଲା କି ତାଙ୍କର ଏହି ଗାଡି ପାଇଁ ଏକ ଆମ୍ବୁଲାନ୍ସ ଅଟକି ରହିଛି , ସେ ସୁରକ୍ଷାକର୍ମୀଙ୍କୁ କହି ଆମ୍ବୁଲାନ୍ସ ପାଇଁ ବାଟ କାଢିଦେଇଥିଲେ , ଆମ୍ବୁଲାନ୍ସକୁ ଯିବାକୁ ରାସ୍ତା ମିଳିଗଲା ।

Leave a Reply

Your email address will not be published. Required fields are marked *