April 19, 2024

Odia Express

News For Public

ଏହି ଗଛର ଚେର ଆପଣଙ୍କୁ ଭିକାରି ରୁ କୋଟିପତି କରିବାରେ ରଖିଥାଏ ଦମ୍ , ଜାଣନ୍ତୁ ଏହାର ସରଳ ଉପାୟ..

ଏହି ମହଙ୍ଗା ଯୁଗରେ ସମସ୍ତେ ପଇସା ପାଇଁ ଚିନ୍ତିତ ରୁହନ୍ତି , ଯିଏ ରାତିଦିନ ପରିଶ୍ରମ କରେ ସେ ଅଧିକାରୁ ଅଧିକା ପଇସା ଉପାର୍ଜନ କରିବା ପାଇଁ ଭାବିଥାଏ । କିନ୍ତୁ ବହୁତଥର ଏମିତି ଦେଖାଯାଇଛି କି ପଇସା ଆସିବା ମାତ୍ରେ କେବେ ଖର୍ଚ୍ଚ ହୋଇଯାଏ ତାହା ଜଣା ପଡେନି ।ଆପଣ କଣ ଜାଣନ୍ତି କି ପଇସାର ଅଭାବ ସକାଶେ ଆପଣଙ୍କୁ କେଉଁ କେଉଁ ସମସ୍ୟାର ଅସୁବିଧା ହୋଇଥାଏ । ବୋଧେ ଏହା କେଉଁ ପ୍ରକାରର ଦୋଷ ନାହିଁ ତ , ହଁ ଆଜ୍ଞା ଆପଣଙ୍କ କୁଣ୍ତଳୀରେ ଯଦି ଦୋଷ ଥିବ ତେବେ ଏହା ହୋଇପାରେ , ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଉପାୟ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ଅସୁବିଧା ମଜବୁତ ହୋଇଯିବ ।

 

ହିନ୍ଦୁ ଧର୍ମ ଅନୁସାରେ ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ବହୁତ ଶୁଭପ୍ରଦ ହୋଇଥାଏ , କୁହାଯାଏ କି ଏହି ଦିନ ହଳଦିଆ ବସ୍ତ୍ର ପରିଧାନ କଲେ ଲାଭ ମିଳିଥାଏ । ବ୍ୟକ୍ତିର ସ୍ୱଭାବ ବି ଭଲ ହୋଇଥାଏ , ସେମିତି ଏହି ଦିନ ଉପାୟ ବି କଲେ ଲାଭ ମିଲିଥାଏ , ଆସନ୍ତୁ ଜାଣିବା ।

 

ଆପଣଙ୍କୁ ଆମେ ଯେଉଁ ଉପାୟ କହିବୁ ଆପଣଙ୍କୁ ତାହା ଗୁରୁବାର ଦିନ କରିବାର ଅଛି, ଏହାପାଇଁ ପ୍ରଥମେ କଦଳିର ଗଛ ପାଖରେ ହଳଦିଆ କପଡା ମୁଣ୍ତରେ କିମ୍ବା କାନ୍ଧରେ ପକାଇଯିବାକୁ ହେବ , କିନ୍ତୁ ଧ୍ୟାନ ରଖିବେ ଏହାପାଇଁ ଆପଣଙ୍କୁ କେହି ବି ଏହି କାର୍ଯ୍ୟ କରିବାକୁ ମନା ନ କରନ୍ତି , ଏହା ପରେ ଯେବେ ଆପଣ କଦଳି ଗଛ ପାଖରେ ପହଞ୍ଚିଯିବେ , ତେବେ ତାର ଚେର ନିଜ ପାଖରେ ଆଣି ରଖିନିଅନ୍ତୁ , ଓ ତାପରେ ଚେରକୁ ଭଲ ଭାବରେ ଧୋଇଦିଅନ୍ତୁ , ହଳଦିଆ ଫିତା ବାନ୍ଧିକରି ତାହାକୁ ଆଲମୀରା କିମ୍ବା ପର୍ସରେ ରଖିଦିଅନ୍ତୁ , ଏହା ଦ୍ୱାରା ସବୁ ଧନ ସଂବନ୍ଧିତ ଅସୁବିଧା ଦୁର ହୋଇଯିବ । ଓ ବହୁତ ଜଲଦି ରୋଡପତିରୁ କୋଟିପତି ହୋଇଯିବେ ।

Leave a Reply

Your email address will not be published. Required fields are marked *