ଚାଲୁଥିବା ଗାଡିର କାଚରେ ହାଟଥ ପଡିଲା ବିଶାଳକାୟ ସାପ – ବାରମ୍ବାର କାମୁଡିବାକୁ କରୁଥିଲା ଚେଷ୍ଟା କିନ୍ତୁ ତାପରେ କଣ ହେଲା – ଦେଖନ୍ତୁ ଭିଡ଼ିଓ …

ଆମେରିକାର କଂସାସରେ ଅଚାନକ ଏକ ବଡ ଓ ବିଷାକ୍ତ ସାପ କାର୍ ରେ ଆସି ପଡିଲା । ସାପ ଲଗାତାର ଚେଷ୍ଟା କରୁଥିଲା ସେ ଗାଡିର ଭିତରକୁ ଚାଲିଯିବାକୁ , କିନ୍ତୁ କାଚ ବନ୍ଦ ହେବା ଯୋଗୁଁ ସେ ଯାଇପାରିନଥିଲା । ଓ କାଚ ମଧ୍ୟରେ ଗାଡି ଚଲାଉଥିବା ଡ୍ରାଇଭରକୁ ଦଂଶନ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଗାଡିର ଡ୍ରାଇଭର୍ କ୍ରିସ୍ ହେଣ୍ତରସନ୍ ହାର୍ ମାନିନଥିଲେ , ଓ ଚାଲାକିରେ ସେହି ସାପକୁ ବାହାରକୁ ପକାଇଦେଲେ , ଭିଡିଓରେ ଯେପରି ଆପଣ ଦେଖୁଛନ୍ତି କାରର କାଚରେ ଲଗାତାର ସାପ ଗାଡି ଭିତରକୁ ପସିବାକୁ ଚେଷ୍ଟା କରିଛି, କିନ୍ତୁ ବିନା ନ ଡରି ହାଣ୍ତରସନ୍ ଲଗାତାର ଗାଡି ଚଲାଇଛନ୍ତି  ।

 

ଗାଡିର ସ୍ପିଡ୍ କାରଣରୁ ସାପ ନିଜକୁ ସମ୍ଭାଳିପାରିନଥିଲା । ଓ କେବେ ସେ କାଚକୁ ଆସିଯାଉଥିଲା ତେବେ କେବେ ଗେଟ୍ ହ୍ୟାଣ୍ତେଲ୍ ରେ ଲଟକି ଡ୍ରାଇଭରକୁ କାମୁଡିବାକୁ ଚେଷ୍ଟା କରିଥିଲା । ଗାଡିର କାଚରେ ସାପ ଏପରି କରୁଥିବା ଦେଖି ହ୍ୟାଣ୍ତରସନ ଓ ତାଙ୍କର ବାପା ବହୁତ ଚିନ୍ତିତ ଥିଲେ । ଓ ଜଣେ ଅନ୍ୟ ଜଣଙ୍କୁ କହିବାକୁ ଲାଗିଲେ କି ସାପ ତାଙ୍କୁ ଦେଖୁଛି ,

ଯେବେ ରାସ୍ତାରେ ଅନ୍ୟ ଗାଡିଯାଉଥିଲା ତେବେ ସାପଟି ଗଳିପଡିଲା , କିନ୍ତୁ ସେ କାଚରେ ଚଢିବାକୁ ଲାଗିଲା , ସାପକୁ କାଚରୁ ବାହାରକରିବାପାଈଁ ହାଣ୍ତରସନ୍ ୱାଇପର୍ ବ୍ୟବହାର କରିଥିଲେ । ତେବେ ଯାଇ ତାଙ୍କ ବାପା ଦୀର୍ଘ ନିଶ୍ୱାସ ମାରିଥିଲେ ,

Leave a Reply

Your email address will not be published.