୩୯ ଟି ସ୍ତ୍ରୀଙ୍କ ସହ ଗୋଟେ ଛାତ ତଳେ ରହୁଛି ଏହି ଲୋକ – ଏହା ହେଲା ଦୁନିଆଁର ସବୁଠାରୁ ବଡ ପରିବାର – ଆପଣ ମଧ୍ୟ ଦେଖି ନିୟନ୍ତୁ..

ଆଜିର ସମୟରେ ସମସ୍ତେ ଚାହିଁଥାନ୍ତି କି ସୁଖୀ ପରିବାର ଗଢି ତୋଳିବାପାଇଁ କିତ୍ନୁ ଆଜି ଯେଉଁ ପରିବାର ସହ ସାକ୍ଷାତ କରିବାକୁ ଯାଉଛୁ ସେ ଦୁନିଆଁର ସବୁଠାରୁ ବଡ ପରିବାରରୁପେ ଜଣାଯାଇଛି, ଏହି ପରିବାରରେ ୧୮୧ ଟି ସଦସ୍ୟ ଅଛନ୍ତି । ୧୦୦ ରୁ ଅଧିକା ଘର ଏକା ସାଙ୍ଗେ ରୁହନ୍ତି , ଏହି ପରିବାର ମିଜୋରାମରେ ଅଛି , ଏବେ ଆପଣ ଭାବୁଥିବେ କି କିପରି ଏତେ ବଡ ପରିବାରକୁ ଚଲାଉଥିବେ , କହିଦେବୁ କି ଏହି ପରିବାର ଆଜି ବି ଅଛି, ଆସନ୍ତୁ ଜାଣିବା ଏହି ବିଷୟରେ ।ଏହି ପରିବାରର ସବୁ ସଦସ୍ୟ ଖୁସିରେ ରୁହନ୍ତି , ଏହି ପରିବାରର ମୁଖିଆ ଜିଓନା ଚାନା ଙ୍କର ୩୯ ଟି ସ୍ତ୍ରୀ ଅଛନ୍ତି , ଓ ତାଙ୍କର ୯୪ ଟି ଛୁଆ ଅଛନ୍ତି , ଓ ୧୪ ଟି ବୋହୁ , ଓ ୩୩ ଟି ନାତି ନାତୁଣୀ ଅଛନ୍ତି ,

 

ଜଣାଯାଏ କି ଜିଓନା ଏବେ ପୁଅ ମାନଙ୍କ ସହ ବଢେଇ କାମ କରୁଛନ୍ତି , ଯାହା ଦ୍ୱାରା ପରିବାରର ଭରଣ ପୋଷଣ ହୁଏ , ଏହି ପରିବାର ବଟବଙ୍ଗ ଗାଁରେ ଅଛି ,  ସେ କହିଲେ କି ଏତେ ବଡ ପରିବାରର ମୁଖିଆ ହୋଇଥିବାରୁ ସେ ଗର୍ବ ଅନୁଭବ କରନ୍ତି , ଏହା ସହ ସେ ଏହି ପରିବାରକୁ ବଡ ଅନୁଶାସନ ସହ ଚଲାଇଛନ୍ତି

ଏହି ପରିବାରରେ କିଏ ହେଲେ ବି ନିୟମ ଭାଙ୍ଗେ ନାହିଁ , ଓ ସମସ୍ତେ ଖୁସିରେ ରୁହନ୍ତି , ପରିବାର ଲୋକ କ୍ଷେତି କରନ୍ତି , ଘର ଚଲାଇବାକୁ ଯୋଗଦାନ ଦିଅନ୍ତି । ସବୁଠାରୁ ବଡ ସ୍ତ୍ରୀ ମୁଖିଆ ଭୁମିକା ନିଭାଇଥାଏ , ବାକି ସବୁ ସ୍ତ୍ରୀମାନେ ପରିବାରର ଅନ୍ୟ କାର୍ଯ୍ୟରେ ହାତ ପଟେଇଥାନ୍ତି ,

 

ଏହି ଘରରେ ଏକ ବଡ ରୋଷେଇ ଘର ଛଡା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ଜାଗା ଅଛି ,ଜିଓନା ନିଜ ପରିବାର ସହ ଅନୁଶାସନ ଚଳାଇଥାନ୍ତି , ଦିନେ ୪୫ କିଲୋ ଚାଉଳମ୍ ୩୦-୪୦ କେଜି କୁକୁଡା, ୨୫ କେଜି ଡାଲି, ଦର୍ଜନ ଅଣ୍ତା , ୬୦ କେଜି ପରିବା ଦରକାର ହୋଇଥାଏ , ଏତେ ବଡ ପରିବାର ହୋଇଥିବାରୁ ପାଖରେ ଥିବା ସବୁନେତା ତାଙ୍କୁ ମହତ୍ତ୍ୱ ଦେଇଥାନ୍ତି , କାରଣ ସ୍ଥାନୀୟ ନିର୍ବାଚନ ରେ ଏହି ପରିବାରର ସପୋର୍ଟ ପାର୍ଟି ତରଫକୁ ହୋଇଥାଏ , ଓ ବହୁତ ସାରା ଭୋଟ୍ ଏହି ପରିବାରରୁ ପାଇଥାନ୍ତି ,

Leave a Reply

Your email address will not be published. Required fields are marked *