April 25, 2024

Odia Express

News For Public

ଏହି କାରଣ ପାଇଁ ଚିନ୍ତିତ ହୋଇ ଆତ୍ମହତ୍ୟା କରିବାକୁ ବାହାରିଥିଲେ ଏହି ହିରୋଇନ , କରିସାରିଥିଲେ ବହୁତ ସୁପରହିଟ୍ ଫିଲ୍ମରେ କାମ..

ବଲିଉଡ୍ ଜଗତରେ ଜଣାଶୁଣା ଅଭିନେତ୍ରୀ ଏଲିଆନା ଡିକ୍ରୁଜ୍ ଏହି କିଛି ଦିନ ହେବ ବଲିଉଡ୍ ଫିଲ୍ମରୁ ଦୁରେଇ ରହିଥିଲେ,  କିନ୍ତୁ ସେ ନିଜର ରିଲେସନସିପ୍ କୁ ନେଇକରି ବହୁତ ଚର୍ଚ୍ଚିତ ରହିଛନ୍ତି , ଏବେ ଏଲିଆନାଙ୍କୁ ଗୋଟେ ଜାଗାରେ ଦେଖାଯାଇଥିଲା,  ଯେତିକି ସଫଳତା ତାଙ୍କୁ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରୁ ମିଳିଛି ସେତିକି ବଲିଉଡ୍ ଫିଲ୍ମ ଜଗତରୁ ମିଳିନାହିଁ , ଏହି ଅଭିନେତ୍ରୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ,ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତି ଦେଖିବାକୁ ମିଳେ କି ଅଭିନେତ୍ରୀମାନେ ଅତ୍ୟାଧିକ ମାନସିକ ଚାପରେ ଅସି କିଛି ଭୁଲ୍ ଫଇସଲା ନେଇବସନ୍ତି , କିନ୍ତୁ ପରେ ବହୁତ ଏହାପାଇଁ ନିଜକୁ କୋଶନ୍ତି , ଏମିତି ଏଲିଆନାଙ୍କ ସହ୍ ଏକ ଗମ୍ଭିର ରୋଗ ହୋଇଥିଲା,  ସେ ଆତ୍ମହତ୍ୟା କରିବାକୁ ବାହାରିଥିଲେ।  ପରେ ଏଲିଆନା ଖୁଲାସା କଲେ କି ତାଙ୍କ ବଡି ଡିର୍ମୋଫିକ୍ ଡିସଅର୍ଡର ରୋଗ କାରଣରୁ ସେ ମାନସିକ ହିସାବରେ ଭାଙ୍ଗି ପଡିଛନ୍ତି ।

 

ଦିନେ ଏମିତି ସମୟ ଆସିଥିଲା ଯେବେ ଏଲିଆନା ଡିକ୍ରୁଜ୍ ସୁସାଇଡ୍ କରିବାକୁ ବାହାରିଥିଲେ , ଓ ସେ ସମସ୍ତଙ୍କ ଠାରୁ ଦୂରେଇ ରହିବାକୁ ଭାବୁଥିଲେ,  କିନ୍ତୁ ତାଙ୍କର ବନ୍ଧୁ ଓ ପରିବାର ଲୋକେ ତାଙ୍କୁ ବହୁତ ବୁଝାଇଲେ ଓ ସେ ପରେ ନିଜର ଡିସିଜନ୍ ବଦଳାଇଦେଲେ । ଓ ଆଜି ନିଜ ଜୀବନ ବହୁତ ଖୁସିରେ କାଟିଲେ । ଓ ଲୋକଙ୍କ ଏହା ବି କହିବା କଥା କି ଖରାପ ସମୟରେ କେବେ ଡରିବା କଥା ନୁହେଁ , ବରଂ ତାହାର ମୁକାବଲା କରିବା ଉଚିତ୍ ।

 

ଏଲିଆନା ନିଜ ବଲିଉଡ୍ ଡେବ୍ୟୁ ଫିଲ୍ମ ଅନୁରାଗ ବାସୁଙ୍କ ଦ୍ୱାର ଫିଲ୍ମ ବରଫିରୁ କାମ କରିଥିଲେ,  ଦର୍ଶକ୍ ଏହି ଫିଲ୍ମ ବହୁତ ପସନ୍ଦ କରିଥିଲେ।  ଏଲିଆନା ବହୁତ ଫିଲ୍ମରେ କାମ କରିଛନ୍ତି , ଯେପରି ଫଟା ପୋଷ୍ଟର ନିକଲା ହିରୋ , ମେ ତେରା ହିରୋ , ହ୍ୟାପି ଏଣ୍ତିଙ୍ଗ୍ , ରୁସ୍ତମ, ବାଦଶାହୋ, ଓ ରେଡ୍ ପରି ଫିଲ୍ମ ସାମିଲ୍ ଅଛି , ଓ ତାପରେ ସେ ଅଧିକା ଲୋକପ୍ରିୟ ହୋଇଗଲେ

Leave a Reply

Your email address will not be published. Required fields are marked *