April 15, 2024

Odia Express

News For Public

ଫିଲ୍ମ ରେ କାମ ନ ମିଳିବା କାରଣରୁ ଏହି ୫ ଜଣ ହିରୋଇନ ଏଭଳି କାମ କରୁଛନ୍ତି – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ବନ୍ଧୁଗଣ ଫିଲ୍ମ ଜଗତରେ ଏମିତି ବହୁତ ସାରା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଆସିଛନ୍ତି , ଓ ସେ ଏହି ଫିଲ୍ମରେ କାମ କରିବାପରେ ବହୁତ ଦିନ ହେଲା ଗାୟବ ବି ହୋଈଯାଇଛନ୍ତି , ଓ ସେହି ଅଭିନେତ୍ରୀମାନଙ୍କୁ ଏବେ କାମ ମିଳିବା ବନ୍ଦ ହିଁ ହୋଇଯାଇଛି । ଆଜି ଆମେ ସେହି ପାଞ୍ଚଜଣ ଅଭିନେତ୍ରୀମାନଙ୍କ ବିଷୟରେ ଆଲୋଚନା କରିବୁ , ଯିଏ ଆଜି ବଲିଉଡ୍ ରେ କାମ ନ ମିଲିବାରୁ ତାଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି ,

 

୧) ଅମୀଷା ପଟେଲ୍ : ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଙ୍କ ସହ କହୋ ନା ପ୍ୟାର୍ ହୈ ରେ କାମ କରିସାରିଥିବା ଅଭିନେତ୍ରୀ ଅମୀଶା ପଟେଲ୍ ଗତ କିଛି ବର୍ଷ ହେଲା ଫିଲ୍ମରେ କାମ କରିବାର ସୁଯୋଗ ପାଇନାହାନ୍ତି , ଯାହାଙ୍କ ପାଖରେ ପ୍ରାୟ ୩୦ ମିଲିୟନ୍ ଡଲାରର ସଂମ୍ପତ୍ତି ଅଛି ।ସେ ନିଜର ବ୍ୟବସାୟ କରୁଛନ୍ତି

 

୨) କରିଶ୍ମା କାପୁର : ବଲିଉଡ୍ ଛାଡିଥିବା ୯୦ ଦଶକର ଅଭିନେତ୍ରୀ କରିଶ୍ମାଙ୍କୁ ଏବେ ଫିଲ୍ମରେ କାମ ମିଳିପାରୁନାହିଁ , ଯାହାଙ୍କ ପାଖରେ ପ୍ରାୟ ୧୨ ମିଲିୟନ ଡଲାରର ସଂମ୍ପତ୍ତି ଅଛି ।ସେ ନିଜର ବ୍ୟବସାୟ କରୁଛନ୍ତି

 

୩) ଡିମ୍ପଲ୍ କାପାଡିଆ : ୭୦ ରୁ ୮୦ ଦଶକ ମଧ୍ୟରେ ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କୁ ଏବେ ହଲିଉଡ୍ ଫିଲ୍ମରେ କାମ କରିବାର ମୌକା ମିଳିଛି ,ଯାହାଙ୍କ ପାଖରେ ଏବେ ୧୦ ମିଲିୟନ ଡଲାରର ସଂମ୍ପତ୍ତି ଅଛି ।

 

୪) ପ୍ରୀତି ଜିଣ୍ଟା : ବଲିଉଡ୍ ଫିଲ୍ମରେ କାମ କରିବାପରେ ଆଇପିଏଲ୍ ଟିମ୍ କିଣି ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆର୍ଥିକ ଅଭାବରେ ଫସିଯାଇଛନ୍ତି , ଯାହାଙ୍କ ପାଖରେ ଏବେ ୧୦ ମିଲିୟନ୍ ଡଲାରର ସଂମ୍ପତ୍ତି ଅଛି ।ପ୍ରୀତି ମଧ୍ୟ ନିଜର ବ୍ୟବସାୟ କରୁଛନ୍ତି | ତାଙ୍କର ଗୋଟିଏ କ୍ରିକେଟ ଦଳ ମଧ୍ୟ ଅଛି ଏହା ଆପଣ ଜାଣିଥିବେ

 

୫) ବଲିଉଡ୍ ଫିଲ୍ମ ଜଗତରେ ଜଣାଶୁଣା ଅଭିନେତ୍ରୀ ନିଜ ବୋଲ୍ଡନେସ୍ ପାଇଁ ଜଣାଯାଉଥିବା ଅଭିନେତ୍ରୀ ମଲ୍ଲିକା ସେରାୱତ ଆଜି ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି , ଯାହାଙ୍କ ପାଖରେ ଏବେ ୧୦ ମିଲିୟନ୍ ଡଲାରର ସଂମ୍ପତ୍ତି ଅଛି ।ଆର୍ଥିକ ଅଭାବ ହେତୁ ସେ ଏବେ ବିଭିର୍ନ ପୋଗ୍ରାମ ଜରିୱାରୀ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି

Leave a Reply

Your email address will not be published. Required fields are marked *