April 14, 2024

Odia Express

News For Public

ଖୁସି ଖବର – ଏବେ ଏବେ LPG ସିଲିଣ୍ତର ଗୁଡିକର ଦାମ୍ କମିଗଲା – ଜାଣନ୍ତୁ କେତେ ଟଙ୍କା ହେଲା ନୂଆ ଦାମ..

ବୈଷିକ ସ୍ତରରେ କଞ୍ଚା ତେଲ ଓ ଗ୍ୟାସର ଦାମ୍ କମିବା ଯୋଗୁଁ ଫାଇଦା ଉପଭୋକ୍ତାଙ୍କୁ ମିଳିଛି , ଭାରତୀୟ ତୈଳ କମ୍ପାନୀଗୁଡିକ ସିଲିଣ୍ତର ଦାମରେ ବହୁତ ହ୍ରାସ କରାଇଛନ୍ତି , ବିନା ସବସିଡି ବାଲା ଘରୋଇ ଏଲପିଜି ସିଲିଣ୍ତର ଦାମ୍ ୧୦୦,୫୦ ଟଙ୍କା କମ୍ ହୋଇଛି , ଏବେ ଦିଲ୍ଲିରେ ୧ ଜୁଲାଇରୁ ବିନା ସବସିଡି ବାଲା ଏଲପିଜି ସିଲିଣ୍ତର ୬୩୭ ଟଙ୍କାରେ ମିଳିପାରିବ ।

 

ସବସିଡିଯୁକ୍ତ ସିଲିଣ୍ତର ଘରୋଇ ଉପଭୋକ୍ତାଙ୍କର ରିଫିଲ୍ ପ୍ରାପ୍ତ ହେବାପରେ ୭୩୭,୫୦ ପରିବର୍ତ୍ତେ ୬୩୭ ଟଙ୍କା ଦେବାକୁ ହେବ , ସାର୍ବଜାନିକ କ୍ଷେତ୍ରରେ କମ୍ପାନୀ ଇଣ୍ତିଆନ୍ ଅୟଲ୍ କର୍ପୋରେସନ୍ ବିଜ୍ଞପ୍ତି ଜାରି କରିଦେଇଛି, ତେଲ କମ୍ପାନୀ ଆହୁରି କହିଲେ କି ଅନ୍ତରାଷ୍ଟ୍ରିୟ ବଜାରରେ ଦାମ୍ କମିଥିବା ଯୋଗୁଁ  ଡଲାର୍ ବିନିମୟରେ ଦରରେ ପରିବର୍ତ୍ତନ ଆସିଛି, ପ୍ରଭାବ ସ୍ୱରୁପ ଏଲପିଜି ସିଲିଣ୍ତର ୧୪,୨ କିଲୋ ଦାମ୍ ଶସ୍ତା ହୋଇପାରେ ।

 

ସବସିଡିଯୁକ୍ତ ରସୋଇ ଗ୍ୟାସ୍ ସିଲିଣ୍ତର ପାଇଁ ରିଫିଲ୍ କରିବାପାଇଁ ବଜାର ମୁଲ୍ୟ ଦେବାକୁ ହେବ , ତାହାପରେ ସବସିଡି ରାଶି ଉପଭୋକ୍ତା ବ୍ୟାଙ୍କ୍ ଖାତାରେ ସବସିଡୀ ଦେବେ , ଉପଭୋକ୍ତାଙ୍କୁ ଏକ ବର୍ଷରେ ୧୨ ଟି ସିଲିଣ୍ତର ସବସିଡି ମିଳୁଥିବ , ଏଲପିଜି ସିଲିଣ୍ତର ମୁଲ୍ୟରେ ଆସିଥିବା ଏହିପରି ହ୍ରାସ ଉପଭୋକ୍ତା ଙ୍କୁ ୧୪୨,୬୫ ଟଙ୍କା ପ୍ରତି ସିଲିଣ୍ତର ପିଛା ସବସିଡି ରାଶି ମିଳିବା ଉପରେ ଜୁଲାଇ ୨୦୧୯ ରେ ସିଲିଣ୍ତର ପ୍ରଭାବି ଦର ୪୯୪,୩୫ ପଇସା ହେବ ।

Leave a Reply

Your email address will not be published. Required fields are marked *