March 24, 2024

Odia Express

News For Public

ଏହି ଚାରୋଟି ନାମ ବାଲା ପୁରୁଷ ହୁଅନ୍ତି ସଠିକ ଜୀବନସାଥୀ – ନିଜ ସ୍ତ୍ରୀଙ୍କୁ ରଖନ୍ତି ରାଣୀ କରି – ଦେଖନ୍ତୁ କେଉଁ ନାମ ସାମିଲ ଅଛି ଏଥିରେ..

1 min read

ଗୋଟେ ଝିଅପାଇଁ ତାର ବିବାହ କରିବା ଜୀବନର ଏକ ମହତ୍ତ୍ୱପୁର୍ଣ୍ଣ ଫଇସଲା ହୋଇଥାଏ । କାରଣ ବାହାଘର ପୁର୍ବରୁ ଝିଅଟି ନିଜ ବାପାମାଙ୍କ ଗହଣରେ ବଢି ବଡ ହୋଇଥାଏ , କିନ୍ତୁ ବାହାଘର ପରେ ସେ ନିଜ ବାପା ମାଙ୍କୁ ଛାଡି ପର ଘରକୁ ଆସିଥାଏ , ଓ ନୁଆ ସଂମ୍ପର୍କ ଆରମ୍ଭ କରିଥାଏ । ଓ ନିଜ ସ୍ୱାମୀ ସହ ସଂମ୍ପର୍କ ନୁଆ ସଂମ୍ପର୍କ ଆହୁରି ମଜବୁତ୍ ଓ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ , କାରଣ ନିଜ ସ୍ୱାମୀ ସହ ସେ ନିଜର ସୁଖ ଦୁଃଖ ବାଣ୍ଟିବାର କାମ କରିଥାଏ , ଏଥିପାଇଁ ସବୁ ଝିଅର ମନରେ ଏହି କଥା ଜାଣିବାକୁ ଇଚ୍ଛା ହୋଇଥାଏ ,କି ତାର ହେବାକୁ ଥିବା ଜୀବନ ସାଥୀ କିପରି ହେବ ।

ଝିଅ ସବୁବେଳେ ଏହି କଥା ଜାଣିବାକୁ ଚାହେଁ କି ତାର ଜୀବନସାଥୀ ଜଣେ ଭଲ ମଣିଷ ହୋଇଥାଉ , ଓ ବହୁତସାରା ଭଲ ପାଇବା ତାକୁ ଦେଉ , ଓ ଖୁସିରେ ରଖୁ , ସବୁ ସମୟରେ ସେ ଖୁସି ଦେଉ , କାରଣ ଝିଅମାନଙ୍କ ବ୍ୟବହାର କିଛି ଅଲଗା ହୋଇଥାଏ , ଓ ସେ ନିଜର ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି , ଓ ବୋଧେ ଏହି କାରଣରୁ ସେ ନିଜ ଜୀବନସାଥୀଙ୍କୁ ଏହା ଆଶା କରନ୍ତି ତାର ଜୀବନସାଥୀ ସବୁ ଛୋଟ ବଡ ଖୁସିର ଦାୟିତ୍ୱ ନେଉ । ଜୀବନର ସବୁ ମୋଡରେ ତାର ସାଙ୍ଗରେ ଠିଆ ହେଉ ।

 

ଆଜି ଆମେ ସେହି ସଂବନ୍ଧରେ କିଛି ଏମିତି ସୁଚନା ଦେବୁ ଯାହାର ସାହାଯ୍ୟରେ ଆପଣଙ୍କୁ ଏକ ପରଫେକ୍ଟ ଜୀବନସାଥୀ ବାଛିବାକୁ ସାହାଯ୍ୟ ମିଳିପାରିବ , ଆଜି ଆମେ କିଛି ଏପରି ନାଁ କହିବୁ , ଯେଉଁ ନାଁରୁ ପୁଅମାନଙ୍କ ନାନା ପ୍ରକାରର ଗୁଣ ହୋଇଥାଏ , ଯେଉଁମାନେ ନିଜ ସ୍ତ୍ରୀଙ୍କୁ ରାଣୀ ବନାଇକରି ରଖନ୍ତି , ଆଜି ଆମେ ସେହି ପୁଅମାନଙ୍କର ବିଷୟରେ କହିବୁ ଯାହା ବିଷୟରେ କୁହାଯାଏ କି ସେ ନିଜ ସ୍ତ୍ରୀଙ୍କୁ ରାଣୀ ପରି ରଖନ୍ତି ।

 

A ନାମର ପୁରୁଷ : ଯେଉଁ ପୁଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନିଜେ ନିଜ ସ୍ତ୍ରୀଙ୍କୁ ଯତ୍ନନିଅନ୍ତି , ଏହି ପରି ବ୍ୟକ୍ତି ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇବା ଦିଅନ୍ତି , ଦୁହେଁ ନିଜ ସଂମ୍ପର୍କ ପ୍ରତି ଇମାନଦାର୍ ହୋଇଥାନ୍ତି , ଯାହାର କାରଣରୁ ତାଙ୍କର ସଂମ୍ପର୍କ ଆହୁରି ଗଭୀର ହୋଇଥାଏ , ଏହି ନାଁର ପୁରୁଷ ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖନ୍ତି ।

G ନାମର ପୁରୁଷ : ଯେଉଁ ପୁଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ହୃଦୟ ଖୋଲା ବ୍ୟକ୍ତିତ୍ୱର ହୋଇଥାନ୍ତି , ସେମାନେ ନିଜ ସ୍ତ୍ରୀଙ୍କୁ ନିଜ ଅପେକ୍ଷା ଅଧିକା ବିଶ୍ୱାସ କରନ୍ତି । ତାହା ସହ ନିଜ ଜୀବନସାଥୀଙ୍କୁ ଅଧିକା ଭଲ ପାଇଥାନ୍ତି । ଏହି ନାଁ ର ପୁରୁଷ ନିଜ ସ୍ତ୍ରୀଙ୍କୁ ନେଇ ଅଧିକା ଗର୍ବ ଅନୁଭବ କରନ୍ତି , ତା ସହ ସେ ସ୍ତ୍ରୀଙ୍କ ଲାଇଫ୍ ଆଗକୁ ବଢିବାକୁ ଆଶା ରଖନ୍ତି । ଯଦି ନିଅ ସ୍ତ୍ରୀର କ୍ୟାରିୟର କିମ୍ବା ବିଜନେସ୍ ରେ ଉନ୍ନତି ହୋଇଥାଏ , ତେବେ ସେ ତାହା ଇର୍ଷା କରନ୍ତି ନାହିଁ,  ଏହି ନାଁର ପୁଅମାନେ ନିଜ ସ୍ତ୍ରୀମାନଙ୍କ ପ୍ରତି ବହୁତ ବିଶ୍ୱସନୀୟ ହୋଇଥାନ୍ତି । ଓ ଅନ୍ୟ ମହିଳାଙ୍କ ଉପରେ କେବେ ଖରାପ ନଜରରେ ଦେଖନ୍ତି ନାହିଁ,  ଏମାନଙ୍କର ଏପରି ଗୁଣ ସହ ତାଙ୍କ ସଂମ୍ପର୍କକୁ ଆହୁରି ମଜବୁତ କରିଥାଏ ।

 

R ନାମକ ପୁରୁଷ : ଏହି ନାଁର ପୁରୁଷ ମାନେ ସେମାନେ ନିଜ ସ୍ତ୍ରୀଙ୍କୁ ବହୁତ ସମ୍ମାନ କରିଥାନ୍ତି । ଏହି ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ କରନ୍ତି ନାହିଁ , ଏହି ବ୍ୟକ୍ତିମାନେ ନିଜ ସ୍ତ୍ରୀମାନଙ୍କର ଚେହେରାରେ ହସ ଆଣିବାପାଇଁ ସବୁବେଳେ କିଛି ସ୍ପେଶାଲ୍ କରିଥାନ୍ତି , ଏମାନଙ୍କ ପାଇଁ ସ୍ତ୍ରୀ ମାନେ ସବୁ କିଛି ହୋଇଥାନ୍ତି । ଏଥିପାଇଁ ଆପଣଙ୍କ ଯତ୍ନ ବହୁତ ନେଇଥାନ୍ତି ସ୍ତ୍ରୀମାନେ , ଏହି ନାଁର ପୁଅମାନେ ବାହାଘର କରି ଝିଅମାନଙ୍କର ଭାଗ୍ୟ ଖୋଲିଯାଏ ।

 

S ନାମକ ପୁଅମାନେ : ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ S ନାମକ ପୁଅ ଏକ ପରଫେକ୍ଟ ହଜବ୍ୟାଣ୍ତ ହୋଇଥାନ୍ତି , ଏମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି , ଓ ନିଜ ସ୍ତ୍ରୀଙ୍କ ଖୁସିରେ ନିଜ ଖୁସି ଖୋଜିଥାନ୍ତି , ଏମାନେ ନିଜ ଜୀବନସାଥିଙ୍କ ଆଖିରୁ ଲୁହ ଦେଖିପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *