April 25, 2024

Odia Express

News For Public

୨୭୧ କୋଟି ଟଙ୍କା ନେଇକରି ଘରୁ ଫେରାର୍ ହୋଇଗଲେ UAE ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ , ଲଣ୍ତନରେ ଯାଇ ଲୁଚିଛନ୍ତି …କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ୟୁଏଇ ପିଏମ୍ ଙ୍କ ସ୍ତ୍ରୀ ଫେରାର୍ ହୋଇଯାଇଥିଲେ ସେ ପୁଣି ୨୭ କୋଟି ନେଇକରି , ହଁ ଆଜ୍ଞା ଦୁବାଇର ଆରବପତି ଶାସକଙ୍କ ଷଷ୍ଠତମ ସ୍ତ୍ରୀ ରାଣୀ ହୟା କୋଟିଏ ଟଙ୍କା ଓ ଦୁଇଟି ଛୁଆଙ୍କୁ ନେଇକରି ସଂଯୁକ୍ତ ଆରବ ଆମିରାତ୍ ୟୁଏଇରୁ ଫେରାର୍ ହୋଇଗଲେ ।ମିଡିଆ ରିପୋର୍ଟ ଅନୁସାରେ ୟୁଏଇ ପ୍ରଧାନମନ୍ତ୍ରୀ ଉପାଧ୍ୟକ୍ଷ୍ୟ ଶାହ ଶେଖ୍ ମହମ୍ମଦ ବିନ୍ ରାଶିଦ୍ ଅଲ୍ ମକତୁମ୍ ଙ୍କ ଷଷ୍ଠ ତମ ପତ୍ନୀ ତାଙ୍କୁ ଛାଡିଚାଲିଯାଇଛନ୍ତି , ଆରମ୍ଭରୁ ରାଣୀ ହୟା ଇଂଲଣ୍ତର ରାଜଧାନୀ ଲଣ୍ତନରେ ଲୁଚିଥିବାର ଆଶଙ୍କା ଜାହିର୍ କରାଯାଇଛି, ଜର୍ଡନ କିଙ୍ଗ୍ ଅବଦୁଲାହ ଙ୍କ ସାବତ ଭଉଣୀ ହୟା ନିଜ ସ୍ୱାମୀଙ୍କୁ ଛାଡପତ୍ର ନେବାକୁ ଚାହୁଁଥିଲେ ,

 

ସୁଚନା ଅନୁସାରେ ଦୁବାଇରୁ ବାହାରି ସେ ହୟା ଜର୍ମାନୀରେ ରହିବାକୁ ଚାହୁଁଥିଲେ । ସେ ଜର୍ମାନୀ ସରକାରଙ୍କୁ ନିଜ ଛୁଆ ଜାଲିଆ ୧୧ ବର୍ଷ ଓ ଜାୟଦ ୭ ବର୍ଷର ରହିବାର ରାଜନୈତିକ ଶରଣ ମାଗିଥିଲେ, ବହୁତ ରିପୋର୍ଟ ମୁତାବିକ ଏହା ଦାବି ହେଉଛି କି ସେ ନୁଆ ଜୀବନ ଆରମ୍ଭ କରିବାପାଈଁ ପ୍ରିନ୍ସେସ୍ ହୟା ନିଜ ସହ ଠିକ୍ ଠାକ୍ ମାତ୍ରା ପଇସାନେଇକରି ଆସିଛନ୍ତି , ସେ ପଇସାକୁ ନେଇକରି କିଛି ସଂଘର୍ଷ କରିବାକୁ ଚାହୁଁନଥିଲେ, କୁହାଯାଉଛି କି ପ୍ରିନ୍ସେସ୍ ହୟା ପଶ୍ଚିମ ଦେଶରେ ବହୁତ ଜଣାଶୁଣା ଅଛନ୍ତି , କାରଣ ସେ ଇଂଲଣ୍ତର ଅକ୍ସଫୋର୍ଡ ୟୁନିଭରସିଟିରେ ପାଠ ପଢିଥିଲେ।  ଏହାପରେ ସେ ସୋସିଆଲ୍ ୱାର୍କରେ ଲାଗିଯାଇଥିଲେ ।

Leave a Reply

Your email address will not be published. Required fields are marked *