April 25, 2024

Odia Express

News For Public

ପ୍ରଥମଥର ଏହି ଭାରତୀୟ ଲୋକ ବନାଇଦେଲେ ପବନରେ ଚାଲୁଥିବା Air Bike, ମାତ୍ର ୫ ଟଙ୍କାରେ ଚାଲିବ ୪୦ କିମି ବାଟ ..ଦାମ ମାତ୍ର ଏତିକି ଟଙ୍କା..

1 min read

ଆଜିକାଲିର ବଜାରରେ ଗୋଟେରୁ ବଳି ଗୋଟେ କମାଲ୍ ର ବାଇକ୍ସ ମହଜୁତ୍ ଅଛି ଯାହା ବହୁତ କ୍ଷିପ୍ର ବେଗରେ ଚାଲେ । ଅଧିକାଂଶ ବାଇକ୍ ପେଟ୍ରୋଲ୍ ରେ ଚାଲିଥାଏ , କିନ୍ତୁ ଏହି ମଧ୍ୟରେ ଏକ ବାଇକ୍ ଏପରି ଅଛି ଯାହା ପବନରେ ଚାଲିଥାଏ , ଏହି ବାଇକ୍ ଟାଙ୍କି ପେଟ୍ରୋଲ୍ ର ନୁହେଁ ବରଂ ପବନରେ ଭରାଯାଏ , ପବନରେ ଚାଲୁଥିବା ଏହି ବାଇକର ସଫଳ ପରିକ୍ଷଣ ହୋଇସାରିଛି, ଓ ଏହାର ସଫଳତା ପୁର୍ଣ୍ଣ ପ୍ରୟୋଗ ବି ହୋଇସାରିଛି,ଆପଣଙ୍କୁ କହିଦେବୁ କି ଲକ୍ଷ୍ନୌର ଜଣେ ବୈଜ୍ଞାନିକ ପ୍ରାୟ ୯ ବର୍ଷ ପୂର୍ବରୁ ଏକ ଏୟାର୍ ଇଞ୍ଜିନ୍ ଆବିଷ୍କାର କରିଥିଲେ ଯେବେ ଏହି ଏୟାର୍ ବାଇକ୍ ରୁପ ନେଇସାରିଥିଲା , ତେବେ ଏହି ଆବିଷ୍କାର ପଛରେ ଦୁନିଆଁ ସାରା ଗ୍ଲୋବାଲ୍ ୱାର୍ମିଙ୍ଗ୍ ଏକ ମୁଖ୍ୟ କାରଣ ହୋଇଥିଲା । ଏହାର ଏକ ଫାଈଦା ହେବ କି ଏହାର କାରଣରୁ ବ୍ୟକ୍ତିର ପକେଟରେ ଖର୍ଚ୍ଚ କମ୍ ହେବ ।

 

ଏରୋ ବାଇକ୍ ତିଆରି କରିବାରେ ବୈଜ୍ଞାନିକ ମାନେ ମାନନ୍ତି କି ଏହି ବାଇକ୍ ରେ ଇନ୍ଧନ ଖର୍ଚ୍ଚ କମ୍ ହେବ, ଗ୍ଲୋବାଲ୍ ୱାର୍ମିଙ୍ଗ୍ ସମସ୍ୟା ବି ବଞ୍ଚିପାରିବେ ।

ଉତ୍ତର ପ୍ରଦେଶର ରାଜଜୀୟ ନିର୍ମାଣ ନିଗମ ମୁଖ୍ୟ ପ୍ରବନ୍ଧକ ଭାରତ ରାଜ୍ ସିଂ ପବନରେ ଏନର୍ଜି ପ୍ରସ୍ତୁତ ହେଥିବା ଏହି ଇଞ୍ଜିନ୍ ତିଆରି କରିବାପାଈଁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଥିଲେ , ବିଆର୍ ସିଂ ଏହି ସମୟରେ ଏକ ଇଞ୍ଜିନିୟରିଙ୍ଗ୍ କଲେଜରେ ଆସିଷ୍ଟାଣ୍ତ ଡାଇରେକ୍ଟର ଅଛନ୍ତି , ପ୍ରଦୁଷଣ ଉପରେ ୫୦ ପ୍ରତିଶତ ଲଗାମ ଲଗାଯାଇପାରିବ , ମାତ୍ର ୫ ଟଙ୍କାରେ ହେବ  ୪୦ କିମିର ଯାତ୍ରା ।

 

ଆପଣଙ୍କୁ କହିଦେବୁ କି ଏହି ଆବିଷ୍କାରର ମୁଖ୍ୟ ଉଦ୍ଧେଶ୍ୟ ଗାଡିରୁ ପେଟ୍ରୋଲ୍ ଓ ଡିଜେଲ୍ ଇନ୍ଧନକୁ ବଦଳାଇକରି ପବନରେ ଚାଲୁଥିବା ଇଞ୍ଜିନ୍ ର ପ୍ରୟୋଗ କରାଯାଊ , ଖାସ୍ କଥା ଏହି କି ଯେ ଏହି ଇଞ୍ଜିନର ଇନ୍ଧନ ବହୁତ କମ୍ ଆସିବ , ସେ କହିଲେ ସେ ନିଜ ଆଲୁମିନିୟମ୍ ସିଲିଣ୍ତର ବନାଇକରି ଏହି ବାଇକ୍ ରେ ଲଗାଈଛନ୍ତି ,

ଏହି ପ୍ରୟୋଗ ସବୁଠାରୁ ପ୍ରଥମେ ଟୁ ହ୍ୱିଲର୍ ରେ ବ୍ୟବହାର କରାଯିବ , ଟୁ ହ୍ୱିଲରରେ ଏୟାର୍ ଇଞ୍ଜିନିୟର ଲଗାଇଲେ ୫ଟଙ୍କାରେ ୪୦ କିମି ପର୍ଯ୍ୟନ୍ତ ଯାତ୍ରା ପୁରା କରିପାରିବ ଏହି ଏୟାର୍ ବାଇକ୍ ପବନରେ ଚାଲିବାପରେ ବାଇକ୍ ର ସ୍ପିଡ୍ ଉପରେ କିଛି ପ୍ରଭାବ ପଡୀବ ନାହୀଁ , କହିଦେବୁ କି ଏରୋ ବାଈକ୍ ୭୦-୮୦ କିମି ପ୍ରତିଘଣ୍ଟାରେ ଚଲାଇପାରିବେ ।

Leave a Reply

Your email address will not be published. Required fields are marked *