April 15, 2024

Odia Express

News For Public

୫୦ ବର୍ଷ ବୟସରେ ମଧ୍ୟ ୨୫ ବର୍ଷର ଦେଖାଯାଆନ୍ତି ବଲିଉଡ୍ ର ଏହି ସୁନ୍ଦର ହିରୋଇନ – ଫୋଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ..

ବନ୍ଧୁଗଣ ବଲିଉଡ୍ ରେ ଦବଙ୍ଗ ଅଭିନେତା ସଲମାନ ଖାଁଙ୍କ ସହ ଏବେ୍ ବହୁତ ଅଭିନେତ୍ରୀ ଫିଲ୍ମରେ କାମ କରିସାରିଛନ୍ତି , କିନ୍ତୁ ୧୯୮୯ ରେ ସଲମାନଙ୍କ ସହ ଫିଲ୍ମ ମୈନେ ପ୍ୟାର୍ କିୟା ରୁ ବଲିଉଡ୍ ରେ ଡେବ୍ୟୁ କରିଥିବା ଭାଗ୍ୟଶ୍ରୀଙ୍କୁ କେହି ବି ଭୁଲି ପାରିବେ ନାହିଁ । ଭାଗ୍ୟଶ୍ରୀ ପ୍ରଥମ ଫିଲ୍ମ ପରେ ବିବାହ କରିନେଇଥିଲେ,  ଯାହାର କାରଣରୁ ଅଧିକା ଫିଲ୍ମରେ କାମ କରିବାର ସୁଯୋଗ ପାଇନଥିଲେ,  କହିଦେବୁ କି ଭାଗ୍ୟଶ୍ରୀଙ୍କ ବୟସ ଏବେ ୫୦ ବର୍ଷ ହୋଇସାରିଛି, ଏହା ସତ୍ତ୍ୱେ ବି ସେ ବହୁତ ସୁନ୍ଦର ଦେଖାଯାଆନ୍ତି , କାରଣ ଏବେ ସେ ବହୁତ ସୁନ୍ଦର ଲାଗୁଛନ୍ତି ।

 

କହିଦେବୁ କି ଏବେ ଏତେ ସୁନ୍ଦର ଦେଖାଯିବାପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି , ସେ ନିଜ ଶରୀରକୁ ସୁସ୍ଥ୍ୟ ରଖିବାପାଇଁ ବହୁତ ଚେଷ୍ଟିତ , ସେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତି , ଏହା ଛଦା ଭାଗ୍ୟଶ୍ରୀ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ତାଙ୍କର ସୁନ୍ଦର ଫଟୋଗୁଡିକ ସେ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି ,

 

ଭାଗ୍ୟଶ୍ରୀ ବଲିଉଡ୍ ରେ ଆସିବାର ବହୁତ ବର୍ଷ ହୋଇସାରିଛି, କିନ୍ତୁ ତାଙ୍କର ସୁନ୍ଦରତା ଏବେ ବି କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ , କହିଦେବୁ ଇ ଭାଗ୍ୟଶ୍ରୀଙ୍କ ଦୁଇଟି ଛୁଆ ଅଛନ୍ତି , ଯିଏକି ବହୁତ ବଡ ହୋଇସାରିଛନ୍ତି , ୧୯୯୦ ରେ ହିମାଳୟ ଦିଶାନୀ ନାମକ ଏକ ବିଜନେସ୍ ମ୍ୟାନ୍ ଙ୍କ ସହ ସେ ବିବାହ କରିନେଇଥିଲେ , ଆପଣଙ୍କୁ କହିଦେବୁ କି ଭାଗ୍ୟଶ୍ରୀଙ୍କ ପୁଅର ନାଁ ଅଭିମନ୍ୟୁ ଓ ତାଙ୍କ ଝିଅଙ୍କ ନାଁ ଅବନ୍ତିକା ଦଶାନୀ ଅଟେ , ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଫିଲ୍ମ ମର୍ଦ କୋ କଭି ଦର୍ଦ ନହିଁ ହୋତା ରୁ ବଲିଉଡ୍ ରେ ଡେବ୍ୟୁ କରିସାରିଛନ୍ତି , ତାଙ୍କର ଝିଅ ଅବନ୍ତିକା ବି ବହୁତ ଜଲଦି ବଲିଊଡ୍ ରେ ଡେବ୍ୟୁ କରିବେ ।

Leave a Reply

Your email address will not be published. Required fields are marked *