March 24, 2024

Odia Express

News For Public

ଉଡାଜାହାଜରେ ଥିବା ବାଥ୍ ରୁମର ସବୁ ମଇଳା କୁଆଡେ ଯାଇଥାଏ ? ୯୦ ପ୍ରତିଶତ ଲୋକେ ଜାଣନ୍ତି ନାହାନ୍ତି ଏହାର ସଠିକ ଉତର…

ଜଣେ ସାମାନ୍ୟ ବ୍ୟକ୍ତିର ଇଚ୍ଛା ସବୁବେଳେ ରହିଥାଏ କି ସେ ଉଡାଯାହାଜରେ ଯାତ୍ରା କରୁ , କାରଣ ଜଣେ ସାମାନ୍ୟ ବ୍ୟକ୍ତି ପାଇଁ ଉଡାଜାହାଜରେ ଯାତ୍ରା କରିବା ଟିକେ ଅଧିକା ଖର୍ଚ୍ଚ ବଢାଇଦିଏ । ପ୍ରକୃତରେ ଉଡାଜାହାଜରେ ଯାତ୍ରା କଲେ ଅଧିକା ପଇସା ଖର୍ଚ୍ଚ ହୋଇଥାଏ , ସେଥିପାଈଁ ଜଣେ ସାଧାରଣ ବ୍ୟକ୍ତି ବସ୍ କିମ୍ବା ଟ୍ରେନ୍ ରେ ଯିବାକୁ ପସନ୍ଦ କରନ୍ତି , ଏମିତିରେ ଆପଣ ଟ୍ରେନ୍ ର ଦୁର୍ଗନ୍ଧ ବାଥରୁମ୍ ବିଷୟରେ ଅବଗତ ଥିବେ । ତାହାର ସବୁ ମଇଳା ଟ୍ରାକ୍ ରେ ଚାଲିଯାଇଥାଏ କିନ୍ତୁ ଉଡାଜାହାଜର ଟୟଲେଟ୍ ର ମଇଳା କେଉଁ ଆଡେ ଯାଇଥାଏ

ଏହା କାହାକୁ ଜଣା ନଥାଏ , କାରଣ ସେମିତି ଉଡାଜାହାଜ ଆକାଶରେ ଉଡିଥାଏ , ସେମିତି ଉଡୁଥିବା ଉଡାଜାହାଜ ତ ଆକାଶରେ ଉଡିଥାଏ କିନ୍ତୁ ଟୟଲେଟ୍ ର ମଇଳା କେଉଁ ଆଡେ ଯାଇଥାଏ , ଆଜି ଆମେ ଏହି ବିଷୟରେ ଆଲୋଚନା କରିବୁ , ଓ ଆପଣଙ୍କୁ କହିବୁ କି ଉଡାଜାହାଜର ଟୟଲେଟ୍ ର ମଇଳା କେଉଁ ଆଡେ ଯାଇଥାଏ ।

ବହୁତ ଲୋକ ଭାବୁଥିବେ କି ଉଡାଜାହାଜର ମଇଳା ବୋଧେ ହୁଏ ଆକାଶରେ କିମ୍ବା ଭୁମି ପୃଷ୍ଠରେ ବାହାରେ ପଡୁଥିବ , କିନ୍ତୁ ଆପଣଙ୍କୁ କହିଦେବୁ କି ଏମିତି ହୁଏ ନାହିଁ , ବରଂ ଉଡାଜାହାଜର ଏକ ୨୦୦ ଗ୍ୟାଲେନ୍ ର ଏକ ଟ୍ୟାଙ୍କ ହୋଇଥାଏ ,ଯାହା ଯାତ୍ରୀ ମାନଙ୍କର ମଳ ମୁତ୍ରକୁ ସେହି ଟ୍ୟାଙ୍କ୍ ରେ ଏକାଠି କରିରଖିଥାଏ , କହିଦେବୁ କି ୩୦ ବର୍ଷ ହେଲା ଉଡାଜାହାଜରେ ଭ୍ୟାକୁମ୍ ଟୟଲେଟ୍ ର ବ୍ୟବହାର ହୋଇଥାଏ , ଏହି ଭ୍ୟାକୁମ୍ ଟୟଲେଟ୍ ଏମିତି ବ୍ୟବସ୍ଥା ହୋଇଥାଏ , ପାଣି ଗୋଟେ ତରଫରୁ ଓ ମଳରୁ ଅଲଗା କରିଦେଇଥାଏ , ଓ ମଳ ଜାହାଜରୁ ତଳେ ଲାଗିଥିବା ଟ୍ୟାଙ୍କ୍ କୁ ଯାଇଥାଏ ।

 

ଅସଲରେ ଦେଖାଗଲେ ବହୁତ କମ୍ ଲୋକଙ୍କୁ ଏହି ବିଷୟରେ ଜଣା ଥିବ କି ଏହି ୨୦୦ ଲିଟର ଟ୍ୟାଙ୍କ୍ ଉଡାଜାହାଜ ଏୟାରପୋର୍ଟରେ ଖୋଲାଯାଈଥାଏ , ଓ ଖାଲି କରିଦିଆଯାଏ , କେବଳ ଏତିକି ନୁହେଁ ବରଂ ଏହି ଟ୍ୟାଙ୍କ୍ ବାହାର ପଟୁ ଖୋଲାଯାଇଥାଏ , ଓ ଏହି କାର୍ଯ୍ୟକୁ ଏୟାରପୋର୍ଟର ନିଯୁକ୍ତ କମ୍ପାନୀର କର୍ମଚାରି ବହୁତ ଶିଘ୍ର କରିଥାନ୍ତି , ଏହାର ସଫାଇ କର୍ମଚାରୀ ସବୁ ଉଡାଜାହାଜ ଆଡ୍ଡାରେ କରିଥାନ୍ତି , ଓ ଉଡାଜାହାଜ ଉଡିବା ପରେ ଏହାର ଯାଞ୍ଚ କରାଯାଇଥାଏ , କେବେ ବି ଭବିଷ୍ୟତରେ ପ୍ଲେନ୍ କ୍ରାଶ୍ ହେବାର ଡର ନରହୁ , ସେମିତି ଉଡିବା ପରେ କିଛି ନା କିଛି ସମସ୍ୟା ଆସିଯାଇଥାଏ ।

ଯେଉଁ ଏୟାରପୋର୍ଟରେ କର୍ମଚାରୀମାନେ ଯାଞ୍ଚ କରି ପତା ଲଗାଇଥାନ୍ତି , ସେମାନେ ଉଡାଜାହାଜ ଉଡିବା ପୂର୍ବରୁ ତାର ସର୍ବିସିଙ୍ଗ୍ କରାଇଥାନ୍ତି , ଓ ସେହି ସମୟରେ ଟୟଲେଟ୍ ବି ସଫା କରାଯାଇଥାଏ , କହିଦେବୁ କି ଉଡିବା ବେଲେ ଏହି କଥାକୁ ଧ୍ୟାନ ରଖାଯାଇଥାଏ ,

Leave a Reply

Your email address will not be published. Required fields are marked *