April 25, 2024

Odia Express

News For Public

୮୭ ବର୍ଷୀୟ ବୁଢୀ ମା ଙ୍କ ଫ୍ୟାନ୍ ହେଲେ ଆନନ୍ଦ ମହିନ୍ଦ୍ରା , କହିଲେ ଦାଦୀଙ୍କ ସବୁ ମ୍ୟାଚରେ ଟିକେଟ୍ ଏଥର ମୋ ତରଫରୁ କାରଣ..

ମଙ୍ଗଳବାରକୁ ଭାରତ ଓ ବାଙ୍ଗଳାଦେଶକୁ ୨୮ ରନ୍ ରେ ମାତ୍ ଦେଇ କ୍ରିକେଟ୍ ୱାର୍ଲଡ କପ୍ ୨୦୧୯ ରେ ସେମିଫାଇନାଲ୍ ରେ ପ୍ରବେଶ କରିଥିଲେ । ଏହା ସହ ଭାରତ ସପ୍ତମଥର ୱାର୍ଲଡ କପ୍ ସେମି ଫାଇନାଲ୍ ରେ ଜାଗା ବନାଇନେଇଥିଲେ , ଏହି ମ୍ୟାଚରେ ୮୭ ବର୍ଷୀୟ ବୁଢି ମହିଳା ଫ୍ୟାନ୍ ଲୋକଙ୍କ ହୃଦୟ ଜିତିନେଇଥିଲେ,  ସେ ପୁରା ମ୍ୟାଚରେ ଟିମ୍ ଇଣ୍ତିଆ ପାଇଁ ଏକ ହୋସଲା ଦାୟୀ ଥିଲେ । ଏବେ ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ନିଜ ସବୁ ଭାରତୀୟ ମ୍ୟାଚ୍ ରେ ଦାଦୀଙ୍କ ପାଇଁ ଟିକେଟ୍ ସ୍ପନସର୍ କରିବାର ଘୋଷଣା କରିଛନ୍ତି , ଟ୍ୱୀଟ୍ କରି ଆନନ୍ଦ ମହିନ୍ଦ୍ରା ଏହି କଥାର ଘୋଷଣା କରିଥିଲେ ।

 

ଜିତ୍ ପରେ ଟିମ୍ ଇଣ୍ତିଆର ଅଧିନାୟକ ବିରାଟ୍ କୋହଲି ବର୍ଘିୟମ୍ ର ଏଜବେଷ୍ଟନ ଷ୍ଟାଡିୟମ୍ ରେ ଭାରତକୁ ସପୋର୍ଟ କରିବାକୁ ଆସିଥିବା ୮୭ ବର୍ଷୀୟ ବୟସ୍କ ମହିଳା ପ୍ରସଂଶକ ଚାରୁଲତା ପଟେଲଙ୍କୁ ସାକ୍ଷାତ କରିଥିଲେ , ବିରାଟ ନୁହେଁ ବରଂ ବାଙ୍ଗଳାଦେଶର ବିପକ୍ଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରହିଥିବା ଟିମ୍ ଇଣ୍ତିଆର ଷ୍ଟାର୍ ଓପନର୍ ରୋହିତ୍ ଶର୍ମା ବି ଏହି ବୟସ୍କ ମହିଳାଙ୍କୁ ସାକ୍ଷାତ କଲେ , କ୍ରିକେଟ୍ ୱାର୍ଲଡ କପ୍ ନିଜ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ଲେଖିଥିଲେ କି ଏକ ଖାସ୍ ଫ୍ୟାନ୍ ସହ ଜିତ୍ ର ଖୁସି ମନାଇକରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୋହିତ୍ ଶର୍ମା ବହୁତ ଉତ୍ସାହିତ ଅଛନ୍ତି , ୮୭ ବର୍ଷୀୟ ଚାରୁଲତା ପଟେଲ୍ ବିରାଟ କୋହଲି ଓ ରୋହିତ୍ ଶର୍ମାଙ୍କୁ ନିଜ ଆଶିର୍ବାଦ ଦେଇଥିଲେ , ଜିତ୍ ପରେ ବିରାଟ କୋହଲି ଏହି ବୟସ୍କ ମହିଳା ପ୍ରଶଂସକ ସହ କଥାବାର୍ତ୍ତା ହୋଇଥିଲେ ।

 

ଜିତ୍ ପରେ ୮୭ ବର୍ଷୀୟ ଚାରୁଲତା ପଟେଲ୍ ବିରାଟ କୋହଲି ଓ ରୋହିତ୍ ଶର୍ମାଙ୍କୁ ଚୁମା ଦେଇଥିଲେ । ଟିମ୍ ଇଣ୍ତିଆ ଏହି ଖାସ୍ ଫ୍ୟାନ୍ ହ୍ୱିଲ୍ ଚେୟାର୍ ରେ ଟିମ୍ ଇଣ୍ତିଆକୁ ସପୋର୍ଟ କରିବାପାଇଁ ବର୍ଘିୟମ୍ ଏଜବେଷ୍ଟନ୍ ଆସିଥିଲେ , କହିଦେବୁ କି ଏହି ବୟସ୍କ ମହିଳା ପ୍ରଶଂସକ ଭାରତୀୟ କ୍ରିକେଟ୍ ଟିମ୍ କୁ ସପୋର୍ଟ କରୁଛନ୍ତି , ଯେଉଁ ଭଳି ଟିମ୍ ଇଣ୍ତିଆ ସେ ହୋସଲା ବଢାଉଛନ୍ତି , ସେ ସମସ୍ତଙ୍କୁ ନିଜର ଆଶିର୍ବାଦ ଦେଇଛନ୍ତି ଟିମ୍ ଇଣ୍ତିଆ ଜଲଦି ହିଁ ବିଶ୍ୱ ବିଜୟୀ ହୋଇ ଭାରତ ଏହି ଥର ୱାର୍ଲଡ୍ କପ୍ ୨୦୧୯ ନିଜ ଦେଶକୁ ଆଣିପାରୁ  ।

 

 

Leave a Reply

Your email address will not be published. Required fields are marked *