March 22, 2024

Odia Express

News For Public

କାର୍ତ୍ତିକ୍ ଆର୍ୟନଙ୍କ ଠାରୁ ଅଲଗା ହୋଇ ସାରା ଅଲ୍ଲୀ ଖାନ୍ ଙ୍କ ଅବସ୍ଥା ଖରାପ ହେଲା , କହିଲେ ତୁମକୁ ବହୁତ ମନେ ପକାଉଛି ମଁଁ କାରଣ ତମେ ..

ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏହି କିଛି ଦିନ ହେବ କାର୍ତ୍ତିକ ଆର୍ୟନଙ୍କ ସହ କଟାଇଥିବା ମୂହୁର୍ତ୍ତକୁ ନେଇକରି ଏବେ ଚର୍ଚ୍ଚିତ ହେଉଛନ୍ତି , ଫିଲ୍ମ ଲଭ୍ ଆଜ୍ କଲ୍ ୨ ରେ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲି ଖାନ୍ ନଜର ଆସିବେ । ଯାହାର ସୁଟିଙ୍ଗ୍ ଶେଷ ହୋଇଯାଈଛି, ଫିଲ୍ମ ସୁଟିଙ୍ଗ୍ ସମୟରେ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲି ଖାନ୍ ଗୋଟେ ସାଙ୍ଗେ ବହୁତ ମସ୍ତି କରିଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ନିଆଁ ପରି ଭାଇରାଲ୍ ହେଲା , କିନ୍ତୁ ଏବେ ଦୁହେଁ ଅଲଗା ହୋଇଯାଇଛନ୍ତି , ଏହା ଉପରେ ସାରା ଅଲ୍ଲି ଖାନ୍ ଏକ ଇମୋସନାଲ୍ ପୋଷ୍ଟ ସେୟାର୍ କରିଛନ୍ତି , ତେବେ ଆସନ୍ତୁ ଜାଣିବା କଣ ଖାସ୍ ଅଛି ।

 

କାର୍ତ୍ତିକ ଆର୍ୟନଙ୍କ ସହ କାମ କରିବାକୁ ନେଇ ସାରା ଅଲ୍ଲୀ ଖାନ୍ ଆଉଥରେ ଉତ୍ସାହିତ ହୋଇଯାଇଛନ୍ତି , କିନ୍ତୁ ଏବେ ଦୁହେଁ ନିଜ ଘରକୁ ଯିବାକୁ ପଡୀଛି ଯାହାକୁ ନେଇ ସିମ୍ବା ଗାର୍ଲ ଭାବୁକ ହୋଇଉଠିଛନ୍ତି , କାର୍ତ୍ତିକଙ୍କ ସହ ସେ ୬୬ ଦିନ କଟାଇବା ପରେ ସାରା ଅଲ୍ଲୀ ଖାନ୍ ତାଙ୍କୁ ବହୁତ ମିସ୍ କରୁଛନ୍ତି , ଯାହାର କାରଣରୁ ସେ ଏକ ଭାବୁକ କରିଦେଲା ଭଳି ପୋଷ୍ଟ ସେୟାର୍ କରିଥିଲେ । ଯାହାକୁ ନେଇ ନିଜ ହୃଦୟର କଥା କହିଥିଲେ । ଏତିକି ନୁହେଁ ଏହି ପୋଷ୍ଟରେ ସେ ଲଭ୍ ଆଜକଲ୍ ନିର୍ଦ୍ଧେଶକଙ୍କ କଥା କହିଥିଲେ  ,

 

ସାରା ଅଲ୍ଲୀ ଖାନ୍ ନିଜ ପୋଷ୍ଟରେ ଲେଖିଥିଲେ କି ଏବେ ସୁଟିଙ୍ଗ୍ ର ୬୬ ଦିନ ପୁରା ହୋଈଯାଈଛି, ଏହାପରେ ସାରା ଅଲ୍ଲୀ ଖାନ୍ କାର୍ତ୍ତିକ ଆର୍ୟନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି , ସେ ଏକ ସାୟେରି ଲେଖିଚନ୍ତି କି ତୁମ ବିନା କେଉଁ ଲୋଭ ଏତେ କିଛି ଦେଇଛି ଓ ମୋର ଯତ୍ନ ନେଲା , ଯାହାପାଇଁ ଧନ୍ୟବାଦ , ତାହା ସହ ସାରା ଅଲ୍ଲୀ ଖାନ୍ ଏହା ବି ଲେଖିଥିଲେ କି ତୁମକୁ ବହୁତ ମନେ ପକାଇଛି , ଯେତେ ତୁମେ ଭାବି ପାରିବ , ମତଲବ ସଫା ଅଟେ କି ତାଙ୍କର ସ୍ୱପ୍ନର ସୌଦାଗର ସହ କାମ କରି ବହୁତ ମଜା ନେଇଛନ୍ତି , କିନ୍ତୁ ଏବେ ଦୁହେଁ ଅଲଗା ହେବାକୁ ପଡୀଛି , ଯାହାର କଷ୍ଟ ସଫା ଜଣାପଡୁଛି ।

 

କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ୍ ଙ୍କ ଅପକମିଙ୍ଗ୍ ଫିଲ୍ମ ସୁଟିଙ୍ଗ୍ ପାଇଁ ହିମାଚଳ ପ୍ରଦେଶର ସୁନ୍ଦର ଜାଗାରେ ହୋଇଥିଲା , ଓ ଏଥିରୁ ବହୁତ ସାରା ଫଟୋ ଭାଇରାଲ୍ ହେଲା , ଏତିକି ନୁହେଁ ସୁଟିଙ୍ଗ୍ ସମୟରେ ଯେବେ ଦୁହେଁ ଏକାଠି ହେଲେ ତେବେ କେଉଁ ଆଡେ ବୁଲିବାକୁ ଯାଊଥିଲେ । ଓ ଫଟୋ କ୍ଲିକ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିଲେ , ଏହି ସବୁ ମଧ୍ୟରେ ସାରା ଅଲ୍ଲୀ ଖାନ୍ କହିଲେ କି ସେ କାର୍ତ୍ତିକ ଆର୍ୟନଙ୍କ ସହ କଫି ଆଦି ଜିନିଷର ମଜା ନେଇଛନ୍ତି , କହିଦେବୁ କି କାର୍ତ୍ତିକ ଆର୍ୟନଙ୍କ ସହ ଡେଟ୍ ରେ ଯିବା ସ୍ୱପ୍ନ ପୁରୁଣା ଅଟେ , ଯାହାକି ଏବେ ଯାଇ ପୁରା ହୋଇଛି ସାରାଙ୍କର ।

 

କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ୍ ଙ୍କ ଫିଲ୍ମର ନାଁ ଦିଆଯାଇନି  କିନ୍ତୁ ତାହାର ସୁଟିଙ୍ଗ୍ ଓ ରିଲିଜ୍ ଡେଟ୍ ଫିକ୍ସ ହୋଇସାରିଛି, ଏହି ଫିଲ୍ମରେ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ୍ ପ୍ରେମୀ ଅଭିନୟରେ ନଜର ଆସିବେ , ଯାହାକି ଆଗାମୀ ବର୍ଷ ୧୪ ଫେବୃୟାରୀକୁ ରିଲିଜ୍ ହେବ , ଏହି ଫିଲ୍ମରେ ସାରା ଅଲ୍ଲୀ ଖାନ୍ ଙ୍କ ଲାଇଫର ଏକ ବଡ ଫିଲ୍ମ ହୋଇପାରେ , ଯାହାପାଇଁ ତାଙ୍କର ଫ୍ୟାନ୍ସ ବହୁତ ପ୍ରେମ ମିଳିପାରେ ।

Leave a Reply

Your email address will not be published. Required fields are marked *