ଅଧିକାଂଶ ଲୋକ ନିଜ ସୁନ୍ଦରତା ଉପରେ ଅଧିକା ଧ୍ୟାନ ଦେଉଛନ୍ତି ଯଦି ଶରୀରର କେଉଁ ଭାଗରେ ବାଳ ଆସିଯାଏ ତେବେ ଆମ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ , ତେବେ ତାହାକୁ ହଟାଇବାପାଇଁ ନାନା ପ୍ରକାରର ଉପାୟ କରିଥାନ୍ତି , ଓ ଶରୀରରେ ଚାହୁଁନଥିବା ବାଳ ଆମର ସୁନ୍ଦରତା ଉପରେ ବହୁତ ପ୍ରଭାବ ପକାଇଥାଏ , ଯଦି କଥା ହେବା ମହିଳାଙ୍କ ବିଷୟରେ ତେବେ ତାଙ୍କର ଶରୀରରେ ଚାହୁଁନଥିବା ବାଳ ଭଲ ଲାଗେ ନାହୀଁ , ଯାହାଠାରୁ ମୁକ୍ତି ପାଇବାପାଇଁ ସେ ୱାକ୍ସ କିମ୍ବା କ୍ରିମ୍ ର ବ୍ୟବହାର କରନ୍ତି , ତାହା ପରେ ଶରୀରରେ ବାଳ ପୂନଃ ବାର ଆସିଯାଏ , ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରକିୟା ବିଷୟରେ କହିବୁ , ଯାହାକୁ ଆପଣାଇଲେ ଆପଣଙ୍କ ଶରୀରରୁ ନ ଚାହୁଁଥିବା ବାଳରୁ ମୁକ୍ତି ପାଇପାରିବେ , ଆସନ୍ତୁ ଜାଣିବା ।
ପ୍ରଥମ ପ୍ରକିୟା : ଆପଣଙ୍କୁ ଏହି ପ୍ରକିୟା ବନାଇବାକୁ ହେଲେ ଏକ ଖାଲି ଗିନା, ଚିନି, ମହୁ, ଏକ ଲେମ୍ବୁ ଦରକାର ପଡିବ , ଏବେ ଏହାକୁ ବନାଇବାକୁ ହେଲେ ପ୍ରଥମେ ଖାଲି ଗିନାରେ ଦୁଇ ଚାମୁଚ୍ ଚିନି, ଦୁଇ ଚାମଚ ମହୁ, ଲେମ୍ବୁର ରସ ମିସାଇକରି ଭଲ ଭାବେ ମିଶ୍ରଣ କରିଦିଅନ୍ତୁ , ଓ ଏହି ପେଷ୍ଟକୁ ସେହି ଅଂଶରେ ପ୍ରୟୋଗ କରନ୍ତୁ ଯେଉଁଠି ବାଳ ଉତ୍ପନ୍ନ ହୋଇଛି , ଓ ଶୁଖିବାପାଇଁ କିଛି ସମୟ ଛାଡିଦିଅନ୍ତୁ , ଓ ସୁଖିଲାପରେ ପାଣିରେ ଧୋଇଦିଅନ୍ତୁ , ଏମିତି କରିଲେ ଆପଣଙ୍କ ଶରୀରରୁ ନ ଚାହୁଁଥିବା ବାଳ ସହଜରେ ହଟିଯିବ ।
ଦ୍ୱୀତିୟ ଉପାୟ : ଆପଣ ଚାହିଁଲେ ଦ୍ୱିତୀୟ ଉପାୟ ବି ଆପଣାଇପାରିବେ ଏହାକୁ ବନାଇବାକୁ ହେଲେ ଆପଣଙ୍କୁ ୧୦୦ ଗ୍ରାମର ବେସନ, ଦୁଇ ଚାମଚ ହଳଦୀ, ଓ ଏକ ଚାମଚ ସୋରିଷର ତେଲ ଦରକାର ପଡିବ , ଏବେ ଏହି ସବୁ ଜିନିଷକୁ ଖାଲି ଗିନାରେ ମିଶାଇକରି ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ , ଓ ଏହି ପେଷ୍ଟକୁ ସେହି ସ୍ଥାନରେ ଲେପ ଦିଅନ୍ତୁ ଯେଉଁଠି ଆପଣଙ୍କ ନ ଚାହୁଁଥିବା ବାଳ ଉତ୍ପନ୍ନ ହୋଇଛି , ଓ କିଛି ସମୟ ସୁଖିବାପାଇଁ ଛାଡିଦିଅନ୍ତୁ , ଓ ତାପରେ ପାଣି ଦ୍ୱାରା ସଫା କରିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ଶରିରରୁ ନ ଚାହୁଁଥିବା ବାଳ ଦୂର ହୋଇଯିବ , ଓ ତ୍ୱଚା ଚିକ୍କଣ ହୋଇଯିବ ।