April 19, 2024

Odia Express

News For Public

ଆଜି ଶନିବାର ଠାରୁ ୩୩ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶି ଉପରେ ଧନର ବର୍ଷା କରାଇବେ ଶନିଦେବ , ଜାଣନ୍ତୁ ଆପଣଙ୍କ ରାଶି ନାହିଁ ତ ସାମିଲ୍.

ଆଜି ଆମେ ସେହି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ଶନିଦେବ ଆସନ୍ତା ୩୩ ବର୍ଷ ପର୍ଯ୍ୟନ୍ତ ଧନର ବର୍ଷା କରିବାକୁ ଯାଉଛନ୍ତି , ଶନି ଗ୍ରହକୁ ସବୁଠାରୁ ପାପି ଗ୍ରହ ବୋଲି ଜଣାଯାଏ , କୁହାଯାଏ କି ଶନିଙ୍କ ପ୍ରଭାବ ଯେଉଁ ମଣିଷ ଉପରେ ପଡିଥାଏ , ତା ଜୀବନରେ ନାନାଦି ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ , କିନ୍ତୁ ଏମିତି ସବୁବେଳେ ହୁଏ ନାହିଁ ଯେବେ ଶନିଦେବ କାହା ଉପରେ କୃପା ଦୃଷ୍ଟି ପକାଇ ଥାନ୍ତି , ତେବେ ତାର ସମୟ ଭଲ ହେବାକୁ ଲାଗିଥାଏ , ତାର ଭାଗ୍ୟରେ ପରିବର୍ତ୍ତନ ଦେଖାଦିଏ , ଓ ଜାତକରେ ପରିବର୍ତ୍ତନ ଦେଖାଦିଏ , ଯାହାକି ଆପଣ ସ୍ୱପ୍ନରେ କେବେ ବି ଭାବି ନଥିବେ , ପୁଣିଆ ଆଉଥରେ ଶନିଦେବ ଏମିତି କୃପା ଏହି ରାଶି ଉପରେ କରିବାକୁ ଯାଉଛନ୍ତି ଯାହା ଜୀବନରେ ଦୁଃଖର ପରିସମାପ୍ତି ଘଟିବ

 

ବୃଷ  ରାଶି : ଆପଣ ନିଜ ଶତ୍ରୁଙ୍କ ଠାରୁ ଟିକେ ଦେଖିକରି ରୁହନ୍ତୁ , ଆପଣଙ୍କ ବେପାରରେ ସଫଳତା ମିଳିବାର ଅଛି , ଆପଣଙ୍କୁ ନୂଆ ମିତ୍ର ମିଳିପାରନ୍ତି , ଯିଏ କି ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସକ୍ଷମ ହେବ , ପରିବାରରେ କିଏ ନୂଆ ଅତିଥି ଆସିପାରନ୍ତି , ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।ବହୁତ ଜଲ୍ଦି ଆପଣାକୁ ବଡ ଖୁସି ଖବର ମିଳିବ

ତୁଳା ରାଶି : ଶନିଙ୍କ କୃପାରୁ ଆପଣଙ୍କୁ ଭଲ ଚାକିରି ମିଳିପାରେ ,ଯେଉଁ ଲୋକ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି , ତାଙ୍କୁ ଏବେ ଧୈର୍ଯ୍ୟ ରଖିବାକୁ ପଡିବ , ଓ ନିଜ କର୍ମ ଉପରେ ଦୃଷ୍ଟି ରଖନ୍ତୁ , ଶନିଦେବଙ୍କ କୃପାରୁ ଆପଣଙ୍କୁ ବହୁତ ଜଲଦି କିଛି ଖୁସି ଖବର ମିଳିପାରେ ।ଖୁସି ଆପଣଙ୍କ ପାଦ ସ୍ପର୍ଶ କରିବା

 

ମୀନ ରାଶି : ଅଧୁରା କାମ ପୂରା ହେବ , ସ୍ୱଭାବରେ ଆତ୍ମବିଶ୍ୱାସର ବୃଦ୍ଧି ହେବ , ଭାବି ଚିନ୍ତି କରି ବେପାରରେ ନିବେଶ କରନ୍ତୁ , ଯାହା ଦ୍ୱାରା ଅଧିକା ଧନ ଲାଭ କରିପାରିବେ , ଭାଗ୍ୟର ସାଥି ମିଳିବ , କିଛି ଭଲ ବିବାହ ପ୍ରସ୍ତାବ ମିଳିବାର ଆଶଙ୍କା ଅଛି , କମ୍ ପରିଶ୍ରମରେ ଭଲ ପରିଣାମ ମିଳିପାରିବ , ସଂମ୍ପର୍କୀୟ ମଧ୍ୟରେ ଚାଲୁଥିବା ବାଦ ବିବାଦ କମି ଯିବାର ଆଶଙ୍କା ଅଛି ।

କୁମ୍ଭ ରାଶି : ବିଦ୍ୟାର୍ଥିଙ୍କ ପାଇଁ ସମୟ ବହୁତ ଭଲ ରହିବ , ପରିଶ୍ରମର ଫଳ ମିଳିବାର ଅଛି , ଆଜି ଆପଣ ନିଜ ପସନ୍ଦର ଭୋଜନର ଆନନ୍ଦ ଉଠାଇବେ , ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ , ଏହି ରାଶିର ଲୋକଙ୍କ ପାଇଁ ଶନିଦେବଙ୍କ କୃପାରୁ କିଛି ଖୁସି ସମାଚାର ମିଳିପାରେ ।

ମିଥୁନ ରାଶି : ଏହି ରାଶିର ଲୋକଙ୍କ ଉପରେ ଶନିଙ୍କ କୃପା ହେବାର ଅଛି , ଯାହା ଦ୍ୱାରା ଜୀବନର ସବୁ ଦୁଃଖ ଦୂର ହୋଇଯିବ , ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ , ନୂଆ ବେପାର କରିବାକୁ ଚାହୁଁଥିଲେ ଏହା ଶୁଭ ସମୟ ଅଛି , ମହାଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ ଆପଣଙ୍କ ଉପରେ ଅଧିକ ଲାଭ ମିଳିବାର ଆଶଙ୍କା ରହୁଛି

Leave a Reply

Your email address will not be published. Required fields are marked *