April 12, 2024

Odia Express

News For Public

ଯଦି କେଉଁଠି ବି ଏହି ଗଛ ଦେଖନ୍ତି ତେବେ ତୁରନ୍ତ ରଖିନିଅନ୍ତୁ ନିଜ ପାଖରେ , ହୋଇଥାଏ ଏହି ୩ ଟି ଅଦ୍ଭୁତ ଫାଇଦା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଦୁନିଆଁରେ ଏମିତି ବହୁତସାରା ଚମତ୍କାରୀ ଗଛ ଅଛି , ବହୁତ ଗଛ ବିଷୟରେ ଆମକୁ ସଠିକ୍ ସୁଚନା ନଥାଏ । ଏଥିପାଇଁ ଏହି ଗଛକୁ ଦେଖିକରି ଆପଣ ଅଣଦେଖା କରିଦିଅନ୍ତି , ଓ ତାକୁ ବେକାର ବୋଲି ଭାବିଥାନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣ ବେକାର ଭାବି ଅଣଦେଖା କରିଦେଇଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ।କହିଦେବୁ କି ଏହି ଗଛର ଆରମ୍ଭ ଭାରତରେ ମିଳିଥାଏ,  କିନ୍ତୁ ଏହାର ଚାହିଦା ବିଦେଶରେ ଅଧିକା ହେବାକୁ ଲାଗିଛି ,ଏହି ଗଛ ବହୁତ ଫାଇଦାଦାୟକ ଅଟେ , ଏହାର ପତ୍ର, ଜଡ,ଓ ଏହାର ମଞ୍ଜି ବହୁତ ଲାଭକାରୀ ହୋଇଥାଏ,

ଆମେ ଯେଉଁ ଗଛ ବିଷୟରେ କଥା ହେଉଛେ । ତାହା ହେଲା ଅରଣ୍ତି , ଆରଣ୍ତି ନାମରେ ଏହା ଜଣାଯାଏ , ଇଂରାଜୀରେ ଏହାକୁ କ୍ୟାଷ୍ଟର ଗଛ କୁହାଯାଏ ।

 

କେଶ ପାଇଁ : ଗୋଟେ ଛୁଆର ଯାହାର ମୁଣ୍ତରେ ବାଲ ନଥିବ , କିମ୍ବା ବହୁତ କମ୍ ଥିବ କିମ୍ବା ଏମିତି ପୁରୁଷ କିମ୍ବା ସ୍ତ୍ରୀ ଯାହାଙ୍କ ବହୁତ କମ୍ ବାଳ ଥିବ , ସେମାନେ ଆରଣ୍ତିର ତେଲ ମାଲିସ୍ କରି ନିୟମିତ ରୁପରେ ସୋଇବା ସମୟରେ ବ୍ୟବହାର କରିବା ଉଚିତ୍ , ଏହାର ବ୍ୟବହାର କିଛି ସପ୍ତାହ ମଧ୍ୟରେ କରିଲେ , ସୁନ୍ଦର ଘନ ବାଳ ହୋଇଯିବ ।

 

ଆଖି ପାଇଁ : ଆରଣ୍ତିର ତେଲ ଆଖିର ସମସ୍ୟାକୁ ଦୁର କରିଥାଏ , ଅଧିକା ସମୟ କମ୍ୟୁଟର୍ ଲ୍ୟାପଟପ୍ ରେ କାମ କରିବା , ରାତି ସାରା ଜଗିରହିବା , ଏହି ସବୁ କାରଣରୁ ଆଖିର ବେଶୀ କ୍ଷତି ହୋଇଥାଏ , ଏଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଆଖିରେ ଆରଣ୍ତି ତେଲ ଭଲ ଭାବରେ ମସାଜ୍ କରନ୍ତୁ , ଏହା ଆଖିକୁ ଆରାମ ଯୋଗାଇବ ।

 

ତ୍ୱଚା ପାଇଁ ; ଆରଣ୍ତିର ତେଲ ବୟସ ଦାଗ ପାଇଁ ପ୍ରାକୃତିକ ଉପାୟ ଅଟେ । ଏହା ତ୍ୱଚାରେ ପ୍ରବେଶ କରିଥାଏ , ଓ କୋଲୋଜୋନ୍ ଉତ୍ପାଦନ ବଢାଇଥାଏ,  ଓ ତ୍ୱଚାକୁ ନରମ କରିଥାଏ , ଓ ହାଇଡ୍ରେଡ୍ ରଖିଥାଏ,   ଏହା ତ୍ୱଚାକୁ ନରମ ଓ ଚିକଣା ବନାଇକରି ସ୍କିନ୍ କୁ ଆଉଥରେ ଜିବିତ ରଖିଥାଏ , ଆପଣ ରାତିରେ ଶୋଇବା ସମୟରେ ନିଜ ସ୍କିନ୍ କୁ କ୍ୟାଷ୍ଟର ଅୟେଲ୍ ଲଗାଇକରି ଛାଡିଦିଅନ୍ତୁ , ଓ ସକାଳୁ ଧୋଇଦିଅନ୍ତୁ ଅଧିକା ଫାଇଦା ମିଳିବ ।

Leave a Reply

Your email address will not be published. Required fields are marked *