ଜଣାଇବାକୁ ଚାହିଁବୁ କି ଯଦି ବ୍ୟକ୍ତି ନିଜ ଶରୀରର ଧ୍ୟାନ ନ ରଖିବ , ତେବେ ତାହାର ଶରୀରରେ ବହୁତ ସାରା ରୋଗର ଶିକାର ହୋଇଥାଏ , ହଁ ଆଜ୍ଞା ଯଦି ଶରୀରକୁ ଧ୍ୟାନ ନ ରଖିବେ ତେବେ ମଣିଷ ବାହାର ପାର୍ଶ୍ୱରୁ ନୁହେଁ ଅନ୍ତର୍ନିହିତ ରୁପରେ ବି ରୋଗାକ୍ରାନ୍ତ ହୋଇଯାଏ , ଏହା ଛଡା ଯଦି ବ୍ୟକ୍ତିର ଶରୀରରେ କୌଣସି ରକ୍ତ ହୀନତା କାରଣରୁ ରକ୍ତ କମ୍ ହୋଇଯାଏ , ତେବେ ବ୍ୟକ୍ତିର ଶରୀର ଏକ ଦମ୍ ଦୁର୍ବଳ ହୋଇଯାଏ , ହଁ ଆଜ୍ଞା ବ୍ୟକ୍ତିର ଶରୀରରେ ରକ୍ତର ହୀନତା କାରଣରୁ ରକ୍ତର ସଂଚାଳନ ସଠିକ୍ ମାତ୍ରାରେ ହୋଇପାରେ ନାହିଁ , ଓ ନର୍ଭସରେ ଏକ ଜାଲ ପରି ବ୍ୟାପିଯାଏ , ଏମିତିରେ ଶରୀରରେ କେଉଁ ନର୍ଭସ ବ୍ଲକ୍ ହୋଇଗଲେ ଏହା ଶାରରୀକ ସନ୍ତୁଳନ ବିଗିଡି ପାରେ , ଏହା ସହ ବ୍ୟକ୍ତିକୁ ନାନା ପ୍ରକାରର ରୋଗର ଶିକାର ହୋଇପାରେ ।
ସେମିତି ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିର ସମୟରେ ମଣିଷର ଖାଦ୍ୟପେୟ ଏପରି କିଛି ହୋଇସାରିଛି କି ତାହାର ଶରୀର ପୂର୍ବ ଅପେକ୍ଷା ଅଧିକା ଦୂର୍ବଳ ହୋଇଯାଇଛି, ଜଣାଇବୁ କି ମଣିଷର ନର୍ଭସ ବ୍ଲକ୍ ହେବାର ଏକ ବଡ କାରଣ ଅନିୟମିତ ରୁପରେ ଅପମିଶ୍ରଣ ଖାଦ୍ୟର ସେବନ କରିବା , ଓ ଶରୀରକୁ ଧ୍ୟାନ ନ ଦେବା ଯୋଗୁଁ ହୋଇଥାଏ , ଏମିତି ସ୍ଥିତିରେ ଯଦି ଆପଣ କେଉଁ ଡାକ୍ତରଙ୍କ ପାଖକୁ ଯିବେ ତେବେ ସେ ଭଲ ଫିସ୍ ନେଇ ଆପଣଙ୍କ ରୋଗକୁ ଠିକ୍ କରିନପାରେ , ଏହା ସହ ଆପଣଙ୍କୁ ସେ ନାନାଦି ମେଡିସିନ୍ସ ଖାଇବାକୁ କହିପାରନ୍ତି , ଯାହା ଆପଣଙ୍କ ଶରୀର ପାଇଁ କ୍ଷତି ସାଧନ କରିପାରେ , ଆଜି ଆମେ ଆପଣଙ୍କୁ ନର୍ଭସ ବ୍ଲକ୍ ଖୋଲିବାପାଇଁ ଏମିତି ଏକ ତରିକା ବିଷୟରେ କହିବାକୁ ଯାଉଛୁ , ଯାହା ଦ୍ୱାରା ଆପଣ ସେହି ଅସୁବିଧାରୁ ସହଜରେ ମୁକ୍ତି ପାଇପାରିବେ ।
ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷର ସେବନ ବିଷୟରେ କହିବୁ ଯାହାକୁ ସେବନ କଲେ ଆପଣଙ୍କ ବ୍ଲକ୍ ନର୍ଭସ ସିଷ୍ଟମ ପୂନଃର୍ବାର ଚାଲୁ ହୋଇଜିବ , ଏହାକୁ ବନାଇବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଏକ ଗ୍ରାମ ଡାଲଚିନି, ଦଶଗ୍ରାମ କଳା ଲଙ୍କା, ଦଶ ଗ୍ରାମ ତେଜପତ୍ର, ଦଶ ଗ୍ରାମ ମଗଜ, ଦଶ ଗ୍ରାମ ମିଶ୍ରି, ଦଶ ଗ୍ରାମ ଅଖରୋଟ ଓ ଦଶ ଗ୍ରାମ ଆଲସୀ ଦରକାର ପଡିପାରେ , ଏହାକୁ ବନାଇବା ପୂର୍ବରୁ ଏହି ସବୁ ଏକାଠି କରିନିଅନ୍ତୁ , ଏହାପରେ ସବୁ ଜିନିଷକୁ ଏକା ସାଙ୍ଗେ ମିଶାଇ ଏକ ଚୁର୍ଣ୍ଣ ପ୍ରସ୍ତୁତ କରିନିଅନ୍ତୁ , ଏହାପରେ ଧ୍ୟାନ ଦେବେ କି ଆପଣଙ୍କୁ ଏହାର ଚୁର୍ଣ୍ଣ କରିବାର ଅଛି, ଏହାପରେ ଚୁର୍ଣ୍ଣକୁ ଏକ ଡବାରେ ଭର୍ତ୍ତି କରିନିଅନ୍ତୁ ।
ଆପଣଙ୍କୁ କହିଦେବୁ କି ଆପଣ ସବୁଦିନ ସକାଳୁ ଏହାକୁ ଖାଲି ପେଟରେ ଗୋଟିଏ ଗିଲାସ ନଖ ଉଷୁମ ପାଣିରେ ସେବନ କରିବାର ଅଛି , ଏହା ସହ ଧ୍ୟାନ ରଖିବେ କି ଯଦି ଆପଣ ଏହାକୁ ସପ୍ତାହରେ ଗୋଟେ ଥର ସେବନ କରୁଛନ୍ତି , ତେବେ ଏହା ଆପଣଙ୍କ ମୁଣ୍ତରୁ ନେଇକରି ପାଦ ପର୍ଯ୍ୟନ୍ତ ସବୁ ବ୍ଲକ୍ ନର୍ଭସ ସିଷ୍ଟମକୁ ପୂନଃର୍ବାର ଚାଲୁ କରିଦେବ , ଏହା ଛଡା ଧ୍ୟାନ ଦେବେ କି ଏକ ଚାମଚ ଚୁର୍ଣ୍ଣ ହିଁ ସେବନ କରିବାର ଅଛି । ହୋଇପାରିବ ଯଦି ଖାଲି ପେଟରେ ଏହି ଚୁର୍ଣ୍ଣକୁ ସେବନ କରନ୍ତୁ , ଯଦି ହୋଇପାରେ ତେବେ ସପ୍ତାହକୁ କେବଳ ଗୋଟିଏ ଥର ଏହାର ସେବନ କରନ୍ତୁ , ସେମିତି ଯଦି ଏହାର ସେବନ ନକଲେ ଆପଣଙ୍କ ବ୍ଲକ୍ ନର୍ଭସ୍ ସିଷ୍ଟମ ଖୋଲିବାରେ ଅସୁବିଧା ଉତ୍ପନ୍ନ ହୋଇପାରେ ।