March 28, 2024

Odia Express

News For Public

ଆଜି ମଧ୍ୟ ଜୀବିତ ଅଛି ଦୁନିଆଁର ସବୁଠାରୁ ବଡ ସାପ , ଯେଉଁ ନଦୀରେ ପହଁରେ ସେହି ନଦୀରେ ଆସିଯାଏ ଭୂମିକମ୍ପ – ଏବେ ଦେଖି ନିୟନ୍ତୁ..

ଆମେରିକାର ବୈଜ୍ଞାନିକର ଏକ ଗ୍ରୁପ ମାନେ ଦାବା କରିଛନ୍ତି କି ପୃଥିବୀରେ ସବୁଠାରୁ ବଡ ସାପ ଟାଇନ୍ ନୋବୋଆ ଆଜି ବି ବଞ୍ଚିଛି , ଏକ୍ସପ୍ରେସ୍ ୟୁକେ ରିପୋର୍ଟ ମୁତାବକ ଛଅ କୋଟି ବର୍ଷ ପୂର୍ବେ ଏହି ସାପ ଡାଇନୋସର ସହ ପୃଥିବୀରେ ଥିଲା , କିନ୍ତୁ ପରେ ଏହାର ବଂଶ ବିଲୁପ୍ତ ହୋଇଗଲା , କିଛି ଗବେଷକ ମାନନ୍ତି କି ସାଉଥ୍ ଆମେରିକାରେ ଆମାଜନ୍ ନଦୀରେ ଏହି ବିଶାଳ ସାପ ଜୀବିତ ଅଛି , ଏହାର ଲମ୍ବା ଏତେ ଅଧିକା କି ଏହା ଏକ କୁମ୍ଭୀରକୁ ବି ଗିଳିଦେଇପାରେ | ଲମ୍ବା ସମୟରୁ ଏହି ଜୀବକୁ ନେଇକରି ବହୁତ ପ୍ରକାର ଭ୍ରମ ହେଉଛି , ଓ ଫେକ୍ ଫଟୋ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , କିନ୍ତୁ ବୈଜ୍ଞାନିକମାନେ ଏହି ଦାବାକୁ ପୁଣି ଆଉଥରେ ଟାଇନ୍ ନୋବୋଆ ର ଅସ୍ତିତ୍ୱ କୁ ଯୁକ୍ତି ବାଢିଦେଇଛନ୍ତି ।

 

ଜଣା ଯାଏ ଯେ ଏହି ସାପର ଲମ୍ବା ପ୍ରାୟ ୫୦ ଫୁଟ ଅଟେ , ଓ ଚଉଡା ୪ ଫୁଟ ଅଟେ , ବିଜ୍ଞାନ ମୁତାବିକ ସାପ ଲମ୍ବା ସମୟରୁ ପୃଥିବୀରେ ଥିଲା , କିନ୍ତୁ ଏହା ପୃଥିବୀରେ ଥିବା କଥା ଦର୍ଜ କରାଯାଇନାହିଁ , ଟାଇନ୍ ନୋବୋଆ ଏକ ଏମିତି ବିଶାଳକାୟ ସାପ ଅଟେ ଯାହାର ଓଜନ ଦେଢ ହଜାର କିଲୋଗ୍ରାମ ହେଉଥିଲା , ଏହି ସାପକୁ ନେଇକରି ବହୁ ପ୍ରକାର ଦାବା କରାଯାଇଛି , ଓ ଫଟୋ କୁ ବି ସେୟାର୍ କରାଯାଇଛି , ମିଷ୍ଟିରିୟସ୍ ଅର୍ଥ ନାମକ ଏକ ୱେବ୍ ସାଇଟ୍ ଏହି ସାପର ଅସ୍ତିତ୍ୱ ରହୁଥିବାର ଦାବା କରିଛି , ଏହି ସାପକୁ ମଦର୍ ଅଫ୍ ୱାଟର୍ ମାନେ ସମୁଦ୍ରର ମା ବୋଲି ସଂଜ୍ଞା ଦିଆଯାଇଛି ,

 

ଟାଇନ୍ ନୋବୋଆ କୁ ନେଇକରି ଦାବା କରୁଥିବା ବୈଜ୍ଞାନିକ ମାନଙ୍କ ଏକ ଗ୍ରୁପ୍ ତର୍କ କରିଛନ୍ତି କି ଆମାଜନ ନଦୀରେ ବଡ ଓ ରହସ୍ୟମୟୀ ଅଛନ୍ତି , ଯାହାଙ୍କ ପାଖକୁ ପହଞ୍ଚାଯାଇପାରିବ ନାହିଁ , ଦାବା ଏହା ଅଛି କି ସାପ ଏହି ନଦୀରେ ମହଜୁତ ଅଛି , ଆପଣଙ୍କୁ କହିଦେବୁ କି ୬୯୯୨ କିଲୋମିଟର ବ୍ୟାପିଥିବା ଏହି ଆମାଜନ ନଦୀ ଅଟେ , ବର୍ତ୍ତମାନ ଆନାକୋଣ୍ତା ଦୁନିଆଁର ସବୁଠାରୁ ବିଶାଳ କାୟ ସାପ ବୋଲି ମାନାଯାଉଥିଲା ,ଯଦି ଟାଇନ୍ ନୋବୋଆ ସତରେ ଅସ୍ତିତ୍ୱ ଅଛି , ତେବେ ଆନାକୋଣ୍ତା ତା ଆଗରେ ଛୋଟ ସାପ ଭାବେ ଜଣା ଯିବ

Leave a Reply

Your email address will not be published. Required fields are marked *