April 20, 2024

Odia Express

News For Public

ଆପଣଙ୍କ ଘରେ ଫୁଟିଥିବା ଚାହା ପତି କୁ ଭୁଲ୍ ରେ ଫିଙ୍ଗନ୍ତୁ ନାହିଁ ସୁନା ଠାରୁ ଅଧିକା ଦୂର୍ଲଭ ଅଟେ ଏହାର ଫାଇଦା – ଏବେ ଜାଣି ରଖନ୍ତୁ..

ଦୁନିଆଁରେ ଏମିତି ବହୁତ ଜିନିଷ ଅଛି ,ଯାହା ଆମ ପାଇଁ ସବୁଠାରୁ ଅଧିକା ଦାମିକା ହୋଇଥାଏ , କିନ୍ତୁ ତାହା ବିଷୟରେ ଜଣା ନଥିବାରୁ ଆମେ ତାର ବିଶେଷ୍ୱତା ବିଷୟରେ ଜାଣିପାରିନଥାଉ , ଓ ତାହାକୁ ବର୍ବାଦ କରିଦେଇଥାଉ , ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ପାଇଁ ଏକ ବର୍ଜ୍ୟ ବସ୍ତୁ ପରି ଅଟେ ,ଯାହାର ଅସଲି ଦାମ ସୁନା ଠାରୁ ବି ଅଧିକା ଅଟେ , ଏହା ଆଉ କେଉଁ ଜିନିଷ ନୁହେଁ , ବରଂ ଚାହା ଅଟେ |ସକାଳୁ ଉଠିଲେ ଆପଣ ବୋଧେ ଚାହା ପିଇବା ପସନ୍ଦ କରନ୍ତି , ଏହି ଚାହା ଆପଣଙ୍କୁ ଏନର୍ଜୀ ଡ୍ରିଙ୍କ୍ ପରି ଥକାପଣ ଦୂର କରିଥାଏ ।

 

ଚାହା ଆମର ଜୀବନରେ ଏକ ଅଂଶ ହୋଇସାରିଛି , କିନ୍ତୁ ଆମେ ସବୁ ଚାହା ବନେଇସାରିବା ପରେ ଫୁଟିଯାଇଥିଆ ଚାହାର ପତି କୁ ପକାଇଦିଅନ୍ତି , କାରଣ ଆମ ହିସାବରେ ତାହାର କିଛି ଫାଇଦା ନଥାଏ , କିନ୍ତୁ ଆପଣମାନେ ଜାଣି ନାହାନ୍ତି କି ସେହି ଫୁଟିଥିବା ଚାହା ପତିର ବହୁତ କିଛି ଫାଇଦା ଅଛି , ତେବେ ଆସନ୍ତୁ ଆଜି ଆମେ ଜାଣିବା ଫୁଟିଥିବା ଚାହା ପତି ର ଫାଇଦା ବିଷୟରେ ,

 

ଗଛ ପାଇଁ ଚାରା : ଅଧିକାଂଶ ସବୁ ଘରରେ କିଛି ନା କିଛି ଗଛର ଚାରା ହୋଇଥାଏ। ଏହି ଚାହା ପତି ସାର ରୂପେ ଚାରା ମାନଙ୍କର ପାଇଁ ଲାଭକାରୀ ଅଟେ , ଏହାର ବ୍ୟବହାରରେ ଗଛର ଚାରା ଗୁଡିକ ସୁସ୍ଥ୍ୟ ରୁହନ୍ତି , ଏହା ଏକ ବଡ ଉପଲ୍ଲବ୍ଧି ଅଟେ , ବାହାରୁ ଅଧିକା ଦାମରେ ସାର କିଣିବା ଅପେକ୍ଷା ଫୁଟିଥିବା ଚାହା ପତି ଦ୍ୱାରା ଏହାକୁ ଉପଯୋଗରେ ନେଇପାରିବେ ,ଏହାର ଉପଯୋଗରେ ଗଛ ଗୁଡିକ ଜଲଦି ହିଁ ବଡ ହୋଇଥାନ୍ତି ।

 

ଫର୍ଣ୍ଣିଚର ଗୁଡିକ ସଫା କରିବାରେ : ଯଦି ଆପଣ ଫୁଟିଥିବା ଚାହା ପତିକୁ ନିଜ ଫର୍ଣ୍ଣିଚର ସଫା କରିବାରେ ବ୍ୟବହାର କରିବେ , ତେବେ ଏହା ବହୁତ ଫାଇଦା ଯୋଗାଇଥାଏ , ଏହା କରିବାକୁ ହେଲେ ଆପଣଙ୍କୁ ଚାହା ପତିରେ ପାଣି ମିଶାଇ ତାକୁ ଦୁଇ ଥର ଧୋଇ ଦିଅନ୍ତୁ , ଓ ସେହି ପାଣିରେ ଆପଣଙ୍କ ଫର୍ଣ୍ଣିଚରକୁ ସଫା କରନ୍ତୁ , ଏମିତି କରିଲେ ଆପଣଙ୍କ ଫର୍ଣ୍ଣିଚର ନୁଆ ଭଳି ଲାଗିବ , ଏହାର ଫାଇଦା ଏହା କି ଏହା ଆପଣଙ୍କୁ ଶସ୍ତାରେ ସଫା କରିବାକୁ ମିଳିଯିବ , ଓ ବଜାରରୁ କେଉଁ ଫର୍ଣ୍ଣିଚର ସଫା କରିବା ପାଇଁ ପ୍ରଡକ୍ଟ ଆଣିବାକୁ ପଡିବ ନାହିଁ।

 

ଖଣ୍ତିଆ କୁ ଭରିବାରେ : ବନ୍ଧୁଗଣ ଫୁଟିଥିବା ଚାହା ପତି ଆମକୁ ବହୁତ ଫାଇଦା ଦେଇଥାଏ , ଏହା ଖଣ୍ତିଆକୁ ଜଲଦି ଭରିବାରେ ସାହାର୍ଯ୍ୟ କରେ , ଏଥିରେ ଘା ଜଲଦି ଭଲ ହୋଇଯାଏ , ବୈଜ୍ଞାନିକ ମାନେ ଏହା ଉପରେ ଗବେଷଣା କରୁଛନ୍ତି କି ଚାହା ପତି ଦ୍ୱାରା କେଉଁ ପରି କରାଯିବାର ଅଛି । ଓ ଯେଉଁଦିନ ଏହା ପୂର୍ଣ୍ଣ ରୁପେ ପ୍ରୟୋଗ ପାଇଁ ସଫଳ ହୋଇଯିବ , ସେହି ଦିନରୁ ବହୁତ ଲୋକଙ୍କ ଅସୁବିଧା ଦୂର ହୋଇଯିବ ।

କାଚକୁ ଚମକାଇବା ପାଇଁ : ଏବେ ଆପଣ ଭାବୁଥିବେ କି କାଚକୁ ଚମକାଇବା ପାଇଁ ଚାହା ପତିର କି କାମ । ଯଦି ଆପଣ ଫୁଟିଥିବା ଚାହା ପତିକୁ ଛାଣି ତାକୁ ସ୍ପ୍ରେ ବୋତଲରେ ରଖି କାଚ ପୋଛିବା କାମରେ ଲଗାଇବେ ତେବେ ଏହା କାଚକୁ ସଫା କରିବାରେ ସାହାର୍ଯ୍ୟ କରିଥାଏ , ଏହାର ସ୍ପ୍ରେ ରେ କାଚରେ ଥିବା ସବୁ ଧୂଳି ସଫା ହୋଇଯାଏ ,

Leave a Reply

Your email address will not be published. Required fields are marked *